ରାଜ୍ୟରେ ୫ରୁ ବଢିବ ବର୍ଷା
ଭୁବନେଶ୍ୱର,୩।୮(ବ୍ୟୁରୋ): ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା, ହିମାଳୟ ପାଦ ଦେଶରୁ ସ୍ବାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ। ୫ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଏହାର ପ୍ରଭାବରେ ୧୦ ଜିଲାରେ ପ୍ରବଳ ବର୍ଷା ହେବ। ଏ ନେଇ…
ରାଜ୍ୟରେ ସାମ୍ବିଧାନିକ ଶାସନ ଚାଲୁନାହିଁ: ମୋହନ
ଭୁବନେଶ୍ୱର,୩ା୮(ବ୍ୟୁରୋ): ସୋମବାର କେନ୍ଦୁଝର ଜିଲାର ତେଲକୋଇ ବ୍ଲକରେ ଏସ୍ଟି କମିଶନ ସଦସ୍ୟ ଅନନ୍ତ ନାୟକ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜନଶୁଣାଣି ପାଇଁ ଯାଇଥିଲେ। ବଳଭଦ୍ରପୁର ଏବଂ ଓରିଆ ଅଞ୍ଚଳରେ ଶାସକ ଦଳର ନେତାଙ୍କ ଦ୍ୱାରା କିଛି ପ୍ରାୟୋଜିତ ଆଦିବାସୀ ଲୋକ…
ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ପାଇଁ ଦିଲ୍ଲୀ ଗଲେ ବିଧାୟକ: ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଭେଟିବେ
ଭୁବନେଶ୍ୱର,୩ା୮ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ମଙ୍ଗଳବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୪ ଜଣ ବିଜେଡି, ଭାଜପା ଓ କଂଗ୍ରେସ ବିଧାୟକ ଟିମ୍ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡିର ୧୫…
ବେଆଇନ ସାଇନବୋର୍ଡ, ଜବରଦଖଲ ହଟିଲା
ଭୁବନେଶ୍ୱର,୩।୮(ବ୍ୟୁରୋ): ତାଗିଦା ପରେ ତାଗିଦା କରି ଚାଲିଛି ବିଏମ୍ସି। ମାତ୍ର ଲୋକେ ଶୁଣିବାକୁ ନାରାଜ। ରାସ୍ତା କଡ଼ରେ, ଡ୍ରେନ ଉପରେ ଜବରଦଖଲ ନ କରିବା ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଲୋକମାନେ ଶୁଣୁନାହାନ୍ତି। ସେହିପରି କାନ୍ଥ ବାଡରେ ବେଆଇନ ସାଇନ୍ବୋର୍ଡ ମାରିବାକୁ…
ଭୁବନେଶ୍ୱରରେ ଆଉ ୫୦ ମିନି ପାର୍କ
ଭୁବନେଶ୍ୱର, ୩।୮ (ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସବୁଜସୁନ୍ଦର କରିବା ସହ ଲୋକଙ୍କ ଆମୋଦପ୍ରମୋଦ ଓ ସୁସ୍ଥ ଜୀବନଯାପନ ପାଇଁ ବିଏମ୍ସି ପକ୍ଷରୁ ଆଉ ୫୦ଟି ମିନି ପାର୍କ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା)…
ବଢ଼ୁଛି ଆତ୍ମହତ୍ୟା ପ୍ରବଣତା, ଚାଲିଗଲା ଆଉ ୨ ଜୀବନ
ଭୁବନେଶ୍ୱର,୩।୮ (ବ୍ୟୁରୋ): ନୟାପଲ୍ଲୀ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସିବିଆଇ କାର୍ଯ୍ୟାଳୟ ନିକଟ ନୀଳପାଣିଟାଙ୍କି ବସ୍ତିର ଗଙ୍ଗାଧର ସ୍ବାଇଁ (୫୯)। କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ…
ଆଜି ସରୁଛି କଟନ ଫାବ୍
ଭୁବନେଶ୍ୱର,୩।୮(ବ୍ୟୁରୋ): ବିଭିନ୍ନ ଡିଜାଇନ୍ର ଆକର୍ଷଣୀୟ ଶାଢ଼ି, ଚୁଡ଼ି, ସାଲ୍ୱାର, ବ୍ୟାଗ୍, କୁର୍ତ୍ତି, ଜ୍ୟାକେଟ, ଜୋତା, ଅଳଙ୍କାର, ଘରୋପକରଣର ସମ୍ଭାରରେ ଭରପୂର ହୋଇଛି କଟନ ଫାବ୍ ପ୍ରଦର୍ଶନୀ। ଗୁଆହାଟୀ, ଲକ୍ଷ୍ନୌ, ଗୁଜରାଟ, ବାରାଣସୀ, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ମୁମ୍ବାଇ, ଶ୍ରୀନଗର, ହରିୟାଣା,…
ମାର୍କେଟ ବିଲ୍ଡିଂ ଖୋଲିବା ନେଇ ଆଜି ହୋଇପାରେ ନିଷ୍ପତ୍ତି
ଭୁବନେଶ୍ୱର, ୩।୮ (ବ୍ୟୁରୋ): ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ଭୁବନେଶ୍ୱରର ପ୍ରମୁଖ ବଜାର ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ଅଚଳାବସ୍ଥା ଲାଗି ରହିଛି। ରବିବାରଠାରୁ ମାର୍କେଟ ବନ୍ଦ ଥିବାରୁ ବ୍ୟବସାୟୀଙ୍କ ସମେତ ଗ୍ରାହକମାନେ ମଧ୍ୟ…
ଆର୍ଏମ୍ଆର୍ସିକୁ ମଙ୍କିପକ୍ସ ପରୀକ୍ଷଣ ଅନୁମତି ପାଇଁ କେନ୍ଦ୍ରକୁ ଚିଠି
ଭୁବନେଶ୍ୱର, ୩।୮(ବ୍ୟୁରୋ): ବିଶ୍ୱରେ ଏବେ ମଙ୍କିପକ୍ସ ଭୂତାଣୁ କାୟା ବିସ୍ତାର କରିଚାଲିଛି। ଭାରତରେ ଏଯାଏ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଯଦିଓ ଏ ପର୍ଯ୍ୟନ୍ତ ଓଡ଼ିଶାରେ କେହି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି, ତଥାପି ରାଜ୍ୟ ସରକାର ଏହାର ମୁକାବିଲା ପାଇଁ…
ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ
ଭୁବନେଶ୍ୱର,୩।୮ (ବ୍ୟୁରୋ): ଭାରତ ସମେତ ବିଭିନ୍ନ ଦେଶରେ କ୍ରେଡିଟ୍ ଗୋଲ୍ଡ ଲୋନ୍ ଆପ୍ ସମେତ ଅନ୍ୟାନ୍ୟ ଲୋନ ଆପ୍ରେ ହୋଇଥିବା ବଡ଼ଧରଣର ଠକେଇ ଓ ନିର୍ଯାତନା ମାମଲାର ତଦନ୍ତକୁ ଜୋର୍ଦାର କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଫେରାର ଥିବା…
୧୩ ପ୍ରକଳ୍ପକୁ ଜମି ଯୋଗାଇଲେ ସରକାର
ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜ୍ୟରେ ପୋଷାକ ପ୍ରସ୍ତୁତି, ଲଜିଷ୍ଟିକ୍ ପାର୍କ, ସଫ୍ଟଓ୍ବେର ପ୍ରସ୍ତୁତି ଓ ଡିଜିଟାଲ୍ ମାର୍କେଟିଂ, ଖେଳ ସାମଗ୍ରୀ ଉତ୍ପାଦନ, କାର୍ବନ ବ୍ଲକ୍ ଉତ୍ପାଦନ, ପିଭିସି ଏବଂ ଏଚ୍ଡିପିଇ ପାଇପ୍ ନିର୍ମାଣ, ଘରୋଇ ସରଞ୍ଜାମ ପ୍ରସ୍ତୁତି ଏବଂ ଡାଟା ସେଣ୍ଟର ଆଦି ୧୩ଟି…
୭ରୁ ଜେଇଇ ଆଡ୍ଭାନ୍ସଡ ଆବେଦନ, ସେପ୍ଟମ୍ବର ୧୧ରେ ରେଜଲ୍ଟ
ଭୁବନେଶ୍ୱର, ୨।୮(ବ୍ୟୁରୋ) – ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ(ଆଡ୍ଭାନ୍ସଡ) ୨୦୨୨ ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ୭ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ ତାରିଖ ଅପରାହ୍ନ…
Archives


