ସକ୍ରିୟ ରହିଛି ଲଘୁଚାପ :୧୨ ଘଣ୍ଟା ମଧ୍ୟରେ ଅବପାତ
ଭୁବନେଶର, ୨୨।୧୦(ବ୍ୟୁରୋ): ଦକ୍ଷିଣ-ପୂର୍ବ ପାର୍ଶବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶଃ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶରସ୍ଥିତ ଆଞ୍ଚଳିକ…
ମାଲାବାରର ‘ଦିଓ୍ବାଲି ଫେଷ୍ଟିଭ କଲେକ୍ସନ’
ଭୁବନେଶ୍ୱର,୨୨ା୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ଦିଓ୍ବାଲି ଫେଷ୍ଟିଭ କଲେକ୍ସନ’ର ଶୁଭାରମ୍ଭ କରାଯାଇଛି। ଏପରିକି ଦୀପାବଳି ଉପଲକ୍ଷେ ଏକ ସ୍ବତନ୍ତ୍ର ଅଭିଯାନ ‘ହାର ତ୍ୟୋହାର କେ ସାଙ୍ଗ୍ ମାଲାବାର’ (ଉତ୍ସବ ସହ ମାଲାବାର) ସମ୍ପର୍କରେ ମଧ୍ୟ…
ଉପକୂଳରୁ ୨୦୦ କି.ମି. ଦୂର ଦେଇ ଯିବ ବାତ୍ୟା
ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଶନିବାର ଅବପାତ ଓ ୨୩ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ୨୪ ତାରିଖରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ। ଏହି ସମ୍ଭାବ୍ୟ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ…
କମୁଛି ସଂକ୍ରମଣ: ଚିହ୍ନଟ ହେଲେ ୫୭ କରୋନା ଆକ୍ରାନ୍ତ
ଭୁବନେଶର, ୨୨।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ପିଲା ୮ ଜଣ ଆକ୍ରାନ୍ତି ରହିଛନ୍ତି। ସେହିପରି ୩୨ ଜଣ କ୍ୱାରାଣ୍ଟାଇନ୍…
ଖୋଲା ଆକାଶ ତଳେ ପିଲାଛୁଆ ଧରି ବସ୍ତିବାସିନ୍ଦା
ଭୁବନେଶ୍ୱର, ୨୨।୧୦ (ବ୍ୟୁରୋ): ନୋଟିସ୍ ନାହିଁ କି କିଛି ସୂଚନା ବି ନାହିଁ। ହଠାତ୍ ଆସିଲେ, ଆଉ ଆମ ଘର ଭାଙ୍ଗିଦେଲେ। ପିଲାଛୁଆ ଧରି ଗୁରୁବାର ରାତିରୁ ବାହାରେ ପଡିଛୁ। ଆମେ ସିନା ବଡ଼ ଲୋକ ଯାହା ଯେମିତି ରହିଯିବୁ, ହେଲେ…
୨୦ କୋଟି ଦେଲେନି, ୧୦୦ କୋଟି ଦେବେ
ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ଅଧିକାରୀମାନଙ୍କର ବେପରୁଆ ମନୋଭାବ ଏବଂ ତ୍ରୁଟି ଯୋଗୁ ରାଜ୍ୟ ସରକାର ଏଲ୍ଆଣ୍ଡଟି କମ୍ପାନୀକୁ ୨୦ କୋଟି ବଦଳରେ ରାଜକୋଷରୁ ୧୦୦.୦୬ କୋଟି ଟଙ୍କା ଗଣିବେ। ଶୁକ୍ରବାର ରାଜ୍ୟ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଛି। ୨୦୦୨ରେ ଏଲ୍ଆଣ୍ଡଟିର ୨୦କୋଟି ଟଙ୍କା ବକେୟା…
ଓଡ଼ିଆଙ୍କ ଦାନ୍ତ ନାହିଁ
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ବିିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରୁଥିବା କୁହାଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିନ୍ତୁ ପଛୁଆ ରହିଯାଇଥିବା ଦେଖାଯାଇଛି। ଏଠାରେ ଦାନ୍ତ ଚିକିତ୍ସା ସ୍ଥିତିକୁ ଦେଖିଲେ ବାସ୍ତବତା ବାରିହୋଇପଡୁଛି। ବଢ଼ିଚାଲିଛି ଦାନ୍ତ ରୋଗୀଙ୍କ ସଂଖ୍ୟା। ହେଲେ ରୋଗୀଙ୍କ ତୁଳନାରେ ନାହାନ୍ତି ପର୍ଯ୍ୟାପ୍ତ…
୧୨୫ ନୂଆ ଓଏଏସ୍ ପଦବୀ
ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଗ୍ରୁପ୍-ଏ ଜୁନିୟର ବ୍ରାଞ୍ଚରେ ୧୨୫ ନୂତନ ପଦବୀକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଫଳରେ କ୍ୟାଡର ସଂଖ୍ୟା ୧୧୮୮ରୁ ୧୩୧୩କୁ ବୃଦ୍ଧି ହୋଇଛି। ପ୍ରତ୍ୟେକ ଜିଲା ପାଇଁ ୨ଟି ଲେଖାଏ ଡେପୁଟି କଲେକ୍ଟର ପଦବୀ ସୃଷ୍ଟି…
ଶୁକପାଇକା ନଦୀର ହେବ ପୁନରୁଦ୍ଧାର
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ)- କଟକ ଜିଲା ଅନ୍ତର୍ଗତ ମହାନଦୀ ଡେଲଟାର ଶୁକପାଇକା ନଦୀର ପୁନରୁଦ୍ଧାର ହେବ । ସ୍ଥାନୀୟ ଭାବେ ମୃତ ନଦୀ ବୋଲି ଜଣାଶୁଣା ଏହା ଖୁବ୍ ଶୀଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ । ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟ…
ଓଏଏସ୍ ଗ୍ରୁପ୍-ଏରେ ସୃଷ୍ଟି ହେଲା ୧୨୫ ପଦବୀ, ଭିଏସ୍ ଲାଗି କେବଳ ଲିଖିତ ପରୀକ୍ଷା
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଓଏଏସ୍ ଗ୍ରୁପ୍-ଏ ଜୁନିୟର ବ୍ରାଞ୍ଚରେ ୧୨୫ଟି ନୂତନ ପଦବୀକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଫଳରେ କ୍ୟାଡର ସଂଖ୍ୟା ୧୧୮୮ରୁ ୧୩୧୩କୁ ବୃଦ୍ଧି ହୋଇଛି। ପ୍ରତ୍ୟେକ ଜିଲା…
ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ତଥାପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆର୍ସି
ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଶୁକ୍ରବାର ସରକାରଙ୍କ ପକ୍ଷରୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଏହା ଓଡ଼ିଶା…
ବାଣ ଦୋକାନ ଉପରେ ବିଏମ୍ସିର କଡା ନଜର
ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ଆଗକୁ ଦୀପାବଳି। ଏହାକୁ ଦୃଷ୍ଟିରେ ରଖି ବାଣ ଦୋକନ ଉପରେ ନଜର ରଖିଛି ବିଏମ୍ସି। ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟସ୍ଥାନରେ ବାଣ ଦୋକାନ ଖୋଲିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଏଥିସହ ରାଜଧାନୀର ବିଭିନ୍ନ…
Archives


