ପୂଜା ଭିଡ଼ ନିୟନ୍ତ୍ରଣ ପାଇଁ ଆଉ ୫ ଟ୍ରାଫିକ୍ ମୋବାଇଲ ବାଇକ୍
ଭୁବନେଶ୍ୱର,୨୬।୯ (ବ୍ୟୁରୋ): ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ରବିବାର ଟ୍ରାଫିକ ପରିଚାନାରେ ଆଉ ୫ଟି ମୋବାଇଲ ବାଇକ ସାମିଲ କରାଯାଇଛି। ଭୁବନେଶ୍ୱରରେ ୨ଟି ଓ କଟକରେ ୩ଟି କାର୍ଯ୍ୟ କରିବ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ...
ପୋର୍ଟାଲ ଖୋଲିଛି, ଇନ୍ଭେଷ୍ଟର୍ସ ନାହାନ୍ତି
ଭୁବନେଶ୍ବର,୨୬ା୯(ବ୍ୟୁରୋ): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରାଜ୍ୟସ୍ତରୀୟ ରେଜିଷ୍ଟ୍ରେଶନ ଭେଇକିଲ ସ୍କ୍ରାପିଂ ଫାସିଲିଟି(ଆର୍ଭିଏସ୍ଏଫ୍) ଘୋଷଣା ପାଇଁ କୁହଯାଇଛିି। ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ ଏକ ଗେଜେଟ୍ ନୋଟିଫିକେଶନ ଜାରି କରାଯାଇଛିି। ଓଡ଼ିଶାରେ ୨୦ ବର୍ଷରୁ ଅଧିକ ୧୪.୭୪ଲକ୍ଷ...
ଚକଡ଼ା ପୋକ ଦମନ ପାଇଁ ମାର୍ଗଦର୍ଶିକା ଜାରି
ଭୁବନେଶ୍ୱର, ୬।୯(ବ୍ୟୁରୋ): ଖରିଫ ଧାନରେ ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବରରେ ଚକଡ଼ା ପୋକ ବା ମାଟିମୁଣ୍ଡିଆ ପୋକ ଦେଖାଯାଏ। ତାପମାତ୍ରା ୨୮-୩୦ ଡିଗ୍ରୀ ସେଲସିୟସ ଓ ମଧ୍ୟମ ଧରଣର ବର୍ଷା ତଥା ଅଧିକ ଆର୍ଦ୍ରତା ରହିଲେ ଏହି ପୋକ ଅଧିକ...
ଅସୀତ ପୁଣି ଭୁବନେଶ୍ୱର କ୍ଲବ ସଭାପତି
ଭୁବନେଶ୍ବର,୨୬ା୯(ବ୍ୟୁରୋ): ଭୁବନେଶ୍ୱର କ୍ଲବ୍ ସଭାପତି ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ୍ ତ୍ରିପାଠୀ ପୁଣିଥରେ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅସୀତ ଏବଂ...
ପରୀକ୍ଷା ପାଇଁ ଖାତା ନିଅଣ୍ଟ
ଭୁବନେଶ୍ୱର,୨୬।୯(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକରେ ସୋମବାରଠାରୁ ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। କିନ୍ତୁ ଏବେ କଲେଜୁଗଡ଼ିକରେ ଉତ୍ତର ଖାତାର ଅଭାବ ଦେଖାଯାଇଛି। ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଏନେଇ...
ଭୁବନେଶ୍ୱରରେ ପହଞ୍ଚିଲେ ଲିଜେଣ୍ଟସ କ୍ରିକେଟର୍: ଦେଖିବାକୁ ଲୋକଙ୍କ ଭିଡ଼
ଭୁବନେଶ୍ୱର,୨୫।୯: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ୨୬ ହେବାକୁ ଥିବା ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ ଦଳ ଭିଲୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ। ବିମାନବନ୍ଦର ପହଞ୍ଚିବା ପରେ...
ନ୍ୟାୟ ନ ପାଇ ନବୀନ ନିବାସ ସମ୍ମୁଖ ଗଛରେ ଚଢ଼ିଗଲେ ମହିଳା
ଭୁବନେଶ୍ୱର,୨୫ା୯(ବ୍ୟୁରୋ): ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବାସ ନିକଟରେ ଥିବା ଏକ ଗଛରେ ଜଣେ ମହିଳା ଚଢ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା କମିଶନରେଟ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ବହୁ କଷ୍ଟରେ ଗଛରୁ ଉଦ୍ଧାର କରିଛନ୍ତି। ଗଛରୁ ଓହ୍ଲାଇବା...
ତନିସ୍କର ପୂଜା କଲେକ୍ସନ ‘ଆଲେଖ୍ୟ’ ଉନ୍ମୋଚିତ
ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ଏକ ସ୍ବତନ୍ତ୍ର ପୂଜା କଲେକ୍ସନ ‘ଆଲେଖ୍ୟ’ ର ଉନ୍ମୋଚନ କରାଯାଇଛି। ବିଶେଷକରି ଏହା ଜରିଆରେ ଭାରତର ପୁରୁଣା ତଥା ସମୃଦ୍ଧକଳାକୁ ଗ୍ରାହକମାନେ ସ୍ମରଣ କରିପାରିବେ। କାରଣ...
ସରିଲା ୨ଦିନିଆ ଫ୍ୟାଶନିଷ୍ଟା ପ୍ରଦର୍ଶନୀ
ଭୁବନେଶ୍ୱର,୨୫।୯: କ୍ରମାଗତ ୨ ଦିନ ଧରି ସ୍ଥାନୀୟ ଜୟଦେବ ବିହାରସ୍ଥିତ ହୋଟେଲ ପାଲ୍ ହାଇଟ୍ସଠାରେ ଆୟୋଜିତ ‘ଫ୍ୟାଶନିଷ୍ଟା’ ପ୍ରଦର୍ଶନୀ ଶନିବାର ଉଦ୍ଯାପିତ ହୋଇଯାଇଛି। ବିଶେଷ କରି ସେପ୍ଟେମ୍ବର ୨୩ ଓ ୨୪ ତାରିଖ ଉକ୍ତ ପ୍ରଦର୍ଶନୀ ସହରବାସୀଙ୍କ ପାଇଁ ଉପଲବ୍ଧ...
ମାଲାବାରରେ‘ଆର୍ଟିଷ୍ଟ୍ର ବ୍ରାଣ୍ଡେଡ୍ ଜୁଏଲେରି ଶୋ’
ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଚନ୍ଦ୍ରଶେଖରପୁରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୯ ଦିନିଆ ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍ ଜୁଏଲେରି ଶୋ’ର ଶୁଭାରମ୍ଭ ଶନିବାରଠାରୁ ହୋଇଯାଇଛି। ଏହି ଶୋ ସେପ୍ଟେମ୍ବର ୨୪ ରୁ ଅକ୍ଟୋବର...
ଆଜି ରାଜ୍ୟରେ ୨୧୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟରେ ରବିବାର ୨୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୨୬ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୧୨୩ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୮୮ ଲୋକାଲ କେସ୍ ଥିବା ରାଜ୍ୟ...
ଭୋଟ ଦେଲେ ୧୦୫୩: ଆଜି ଫଳାଫଳ
ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟର ହାଇପ୍ରୋଫାଇଲ ଭୁବନେଶ୍ୱର କ୍ଲବ୍ର ନିର୍ବାଚନ ଶନିବାର ଶେଷ ହୋଇଛି। ରବିବାର ସକାଳ ୯ଟାରେ ଭୋଟ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ। ଶନିବାର ମଧ୍ୟାହ୍ନ ୧୨ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ...
Archives


