ମେଟ୍ରୋ

ଆରମ୍ଭରୁ ଗୃହ ମୁଲତବୀ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆଜି ବି ଗୃହ ଅଚଳ। ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଏବଂ ନାରାବାଜି କରିଥିଲେ। ବାଚସ୍ପତିଙ୍କ ରୁଲିଂ କାର୍ଯ୍ୟକାରୀ ନ ହେବାରୁ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିଥିଲା । ଶେଷରେ ବାଚସ୍ପତି ବିକ୍ରମ କେଶରୀ…

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ତେବେ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ। ହେଲେ କେଉଁ ସବୁ ପ୍ରସ୍ତାବ ଉପରେ ମୋହର ବାଜିବ…

ସୁଶାନ୍ତଙ୍କ ସୁରକ୍ଷା ବଢ଼ାଇବାକୁ ପୁଣି ଦାବି କଲା ବିଜେଡି

ଭୁବନେଶ୍ବର, ୨୯୧୧(ବ୍ୟୁରୋ): ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଶାସକ ଦଳ ପକ୍ଷରୁ ପୁଣି ଦାବି କରାଯାଇଛି। ବିଜେଡିର ଏକ ପ୍ରତିନିଧି ଦଳ ସୋମବାର ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି…

ବରଗଡ଼ ଏସ୍‌ପିଙ୍କ ବଦଳି କରାଯାଉ: ଭାଜପା

ଭୁବନେଶ୍ବର, ୨୯ା୧୧(ବ୍ୟୁରୋ): ବିଜେଡି ଶାସନ କଳର ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଅନବରତ ପ୍ରଚେଷ୍ଟା ଜାରି ରଖିଛି। ପୋଲିସ ଓ ପ୍ରଶାସନକୁ ମଧ୍ୟ ବ୍ୟବହାର କରି ହିଂସାକାଣ୍ଡ ଭିଆଇବାକୁ ପଛାଉନାହିଁ। ପଦ୍ମପୁର ଉପନିର୍ବାଚନ ଜିତିବା ଲକ୍ଷ୍ୟରେ ଶାସକ ଦଳର…

ଆଜି ଭାରତ ବନ୍ଦ

ଭୁବନେଶ୍ବର, ୨୯ା୧୧(ବ୍ୟୁରୋ): ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓବିସିଙ୍କ ଜାତି ଆଧାରିତ ଜନଗଣନା କରା ନ ଯିବା ପ୍ରତିବାଦରେ ଏହି ଡାକରା ଦିଆଯାଇଛି। ସେହିପରି ଇଭିଏମ୍‌ ଟାମ୍ପରିଂ, ଏନ୍‌ଆର୍‌ସି/ଏନ୍‌ପିଆର/ସିଏଏ,…

ରାଜ୍ୟର ମୁଣ୍ଡପିଛା ଋଣ ଭାର ୨୨ ହଜାର ଟଙ୍କା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ଋଣ ୨୨ ହଜାର ୪୨ ଟଙ୍କା ରହିଛି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଋଣ ଭାର ୯୭ ହଜାର ୨୫୩ କୋଟି ଟଙ୍କା। ଚଳିତ ୨୦୨୨-୨୩…

ଗୃହରେ ଶିକ୍ଷକଙ୍କ ଦାବିକୁ ନେଇ ହଙ୍ଗାମା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଦୁଇଦିନ ହେବ ପ୍ରାଥମିକ ଶିକ୍ଷକ ୩ ଦଫା ଦାବି ନେଇ ଅହୋରାତ୍ର ଧାରଣାରେ ବସିଛନ୍ତି। ଲକ୍ଷାଧିକ ଶିକ୍ଷକ ରାଜରାସ୍ତାକୁ ଅଚଳ କରି ରଖିଛନ୍ତି। ସରକାରଙ୍କ ଶିକ୍ଷା ମନ୍ତ୍ରୀ କିମ୍ବା କୌଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବାକୁ ଯାଇନାହାନ୍ତି। ଶିକ୍ଷକଙ୍କ…

ପୁଣି ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୋମବାର ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ଇଡି କାର୍ଯ୍ୟାଳୟରେ ପୁଣି ହାଜର ହୋଇଛନ୍ତି। ଅର୍ଚ୍ଚନାଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ତାଙ୍କୁ ପଚରାଉଚରା କରୁଛି।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ସପ୍ତାହ ମଧ୍ୟରେ ଜମି ଚିହ୍ନଟ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରତିନିଧି ଦଳ ବିଭିନ୍ନ ଦାବି ସର୍ମ୍ପକରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେମାନେ ପୁରୀରେ ଏକ ଧର୍ମଶାଳା ନିର୍ମାଣ ନିମନ୍ତେ ଜମି…

ବାପାଙ୍କ ଦେହାନ୍ତ ଯୋଗୁ ଚାଷୀ ତାଙ୍କ ହକ୍‌ ପାଇଲେ: ବର୍ଷା

ଭୁବନେଶ୍ବର, ୨୮ା୧୧(ବ୍ୟୁରୋ): ଚାଷୀଙ୍କୁ ଫସଲବୀମା ଯୋଗାଇବା ପାଇଁ ଦୀର୍ଘ ୧୫ ମାସ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖି ଆସୁଛନ୍ତି। ହେଲେ କେନ୍ଦ୍ର ଏ ଦିଗରେ ନ ଶୁଣିବାରୁ ପଦ୍ମପୁର ଅଞ୍ଚଳର ଚାଷୀ ଆନ୍ଦୋଳନରେ ବସିଥିଲେ। ଉପନିର୍ବାଚନ ଘୋଷଣା…

ରାସ୍ତାକୁ ଯିଏ ଆସିଲା ସିଏ ଫସିଲା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ)ସକାଳୁ ସକାଳୁ ସହରର ସାଧାରଣ ଜୀବନଯାତ୍ରା ସ୍ବାଭାବିକ ଥିଲା। ହେଲେ ୧୦ଟା ପରେ ରାଜଧାନୀର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଚାରିପଟୁ ରାଜଧାନୀକୁ ପ୍ରବେଶ କରିଥିଲା ମାଳମାଳ ଗାଡି। ଯେଉଁଆଡେ ଦେଖିବ ବ୍ୟାନର ଲଗାହୋଇଥିବା ବସ୍‌, ବୋଲେରୋ, କାର୍‌। ଅଧିକାଂଶ ଗାଡ଼ିଥିଲା ଶିକ୍ଷକମାନଙ୍କର।…

କିସ୍‌ର ଦୁଇଶାଖା ପରିଦର୍ଶନ କଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କିସ୍‌ ଭୁବନେଶ୍ୱରର ନୂଆ ଶାଖା କିସ୍‌-ବଲାଙ୍ଗୀର ଓ କିସ୍‌-ଭବାନୀପାଟଣାକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପରିଦର୍ଶନ କରିଛନ୍ତି। କେବଳ ଛାତ୍ରୀଙ୍କ ପାଇଁ ଉଭୟ କ୍ୟାମ୍ପସ୍‌ ଉଦ୍ଦିଷ୍ଟ ହୋଇଥିବାବେଳେ ଏଠାରେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରୀମାନେ ନାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri