ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କୁ ନିଯୁକ୍ତ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନାରେ ଯୋଗାଇ ଦିଆଯାଉଥିବା ସେବାର ବିକାଶ ପାଇଁ ନୂଆ ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଯୁକ୍ତି ଦେଇଛନ୍ତି । ବିଭିନ୍ନ ସରକାରୀ ଯୋଜନା, ମେଡିକାଲ କଲେଜ ଓ ହସ୍ପିଟାଲରେ…
ସରକାରୀ ମେଡିକାଲ କଲେଜ ଅଧ୍ୟାପକଙ୍କ ଦରମା ବଢ଼ିଲା
ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଠିକାରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନଙ୍କ ଦରମା ବୃଦ୍ଧି କରିଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସରଙ୍କ ଦରମା ବୃଦ୍ଧି ସହ ବାର୍ଷିକ ୩ରୁ ୫ ପ୍ରତିଶତ ଇନ୍କ୍ରିମେଣ୍ଟ ପାଇଁ …
ଗୁରୁବାର ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୧(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପ୍ରସ୍ତୁତ ହୋଇ ସାରିଲାଣି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇ ଏହି ଷ୍ଟାଡିୟମ୍ ଉଦ୍ଘାଟନ କରିବେ।…
ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସମୀର
ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟରେ ହେବାକୁ ଥିବା ହକି ବିଶ୍ୱକପ୍ ୨୦୨୩ ଉପଲକ୍ଷେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ…
ଅର୍ଚ୍ଚନାଙ୍କୁ ଜେଲ ଭିତରେ ଜେରା କରିବ ଇଡି
ଭୁବନେଶ୍ୱର,୪।୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଚଳାଇଛି। ତେବେ ଡିଜିଟାଲ ଏଭିଡେନ୍ସ ପାଇବା ବୁଧବାର ଇଡି ଅର୍ଚ୍ଚନାଙ୍କୁ ଜେଲ ଭିତରେ ଜେରା କରିବ। ଏଥିପାଇଁ ମଙ୍ଗଳବାର କୋର୍ଟ ଇଡିକୁ ଅନୁମତି ଦେଇଥିଲେ। ସେହିପରି ଗୁରୁବାର ଅର୍ଚ୍ଚନାଙ୍କ…
ନିଯୁକ୍ତି କ୍ଷେତ୍ରରେ ମିଥ୍ୟା ରିପୋର୍ଟ ପ୍ରକାଶ କରୁଛନ୍ତି ସରକାର: ଭାଜପା
ଭୁବନେଶ୍ବର, ୪।୧(ବ୍ୟୁରୋ): ରାଜ୍ୟ ସରକାର ବେକାରି ଯୁବକଙ୍କୁ ମିଛ କହି ପ୍ରତାରଣା କରିବା ସହ ଭୁଆଁ ବୁଲାଉଛନ୍ତି। ସରକାର ବାହାବା ନେବା ଲାଗି ଯୁବକଙ୍କୁ ରୋଜଗାର ଯୋଗାଉଥିବା କଥା କହୁଛନ୍ତି। କିନ୍ତୁ ବାସ୍ତବରେ ବେରୋଜଗାରରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଏନ୍ସିଆର୍ବି…
ଶିଖରଚଣ୍ଡୀ ମାଷ୍ଟରପ୍ଲାନ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ବର,୪ା୧(ବ୍ୟୁରୋ): ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାଶର୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବେ ବିକଶିତ କରାଯିବ। ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ। ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ…
ଲୋକଙ୍କୁ ସାମିଲ ପାଇଁ ବିଏମ୍ସିର ପ୍ରୟାସ
ଭୁବନେଶ୍ୱର, ୪।୧ (ବ୍ୟୁରୋ): ବିଶ୍ୱକପ୍ ହକି ପାଇଁ ତତ୍ପରତା ପ୍ରକାଶ କରୁଛି ବିଏମ୍ସି। ଜାନୁୟାରୀ ୧୩ରେ ଏହା ଆରମ୍ଭ ହେବାକୁ ଥିବାବେଳେ ଆଉ ମାତ୍ର ୯ଦିନ ବାକି ରହିଛି। ଇତିମଧ୍ୟରେ ପୂରା ସହରର ରୂପରେଖ ବଦଳାଇବା ସହିତ ଜନସାଧାରଣଙ୍କୁ ହକିରେ ଅନ୍ତର୍ଭୁକ୍ତ…
ପୃଥକ୍ ସଡ଼କ ଦୁର୍ଘଟଣା: ୨ ମୃତ
ଭୁବନେଶ୍ୱର, ୪।୧(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ପୃଥକ୍ ପୃଥକ୍ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇଜଣଙ୍କର ଜୀବନ ଯାଇଛି। ଗୋଟିଏ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍ ଛକରେ ଏବଂ ଅନ୍ୟଟି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନାଲ୍କୋ ଛକରେ ଘଟିଛି। ହାଇଟେକ ଛକରେ ଏକ…
ଦରଦୀ ମଣିଷ ଦ୍ୱାରିକା ମୋହନ
କେତେଜଣ ବ୍ୟକ୍ତି ଏଭଳି ବହୁମୁଖୀ ପ୍ରତିଭାସମ୍ପନ୍ନ ରହିଥାନ୍ତି ଯେ, ତାଙ୍କର ଗୁଣଗରିମା, ପରାକାଷ୍ଠା ଶବ୍ଦରେ ବର୍ଣ୍ଣନା କଷ୍ଟକର। ଏଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଦ୍ୱାରିକା ମୋହନ ମିଶ୍ର। ନିଆରା ଚରିତ୍ର, କାର୍ଯ୍ୟ ଯୋଗୁ ଅନୁଗୋଳ ଜିଲା ତାଳଚେରର ଜଣେ ବରପୁତ୍ର…
ମିଲେଟ୍ ପ୍ରସାର ପାଇଁ ଏମ୍ଓୟୁ
ଭୁବନେଶ୍ୱର,୪ା୧(ବ୍ୟୁରୋ): ବିଶ୍ୱବ୍ୟାପୀ ମିଲେଟ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ତରଫରୁ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ କ୍ଷୁଦ୍ରଶସ୍ୟ ଭାବେ ମିଲେଟ୍ର ଗୁରୁତ୍ୱ ଏବଂ ଉପକାରିତା ସମ୍ପର୍କରେ…
ଅଙ୍ଗନଓ୍ବାଡି କର୍ମୀଙ୍କ ବିଶାଳ ରାଲି
ଭୁବନେଶ୍ୱର,୪ା୧(ବ୍ୟୁରୋ): ବିଭିନ୍ନ ଦାବି ନେଇ ୪୫ ଦିନ ହେବ ଲୋୟର ପିଏମ୍ଜିଠାରେ ଧାରଣାରେ ବସିଥିବା ଅଙ୍ଗନଓ୍ବାଡି କର୍ମୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ସେମାନଙ୍କର କେତେକ ଦାବି ପୂରଣ ନେଇ ସରକାରଙ୍କ ସହ ଆଲୋଚନା ହେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ନିଖିଳ…
Archives


