ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡିପିଆଇସି ସେଣ୍ଟର
ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡାଟା, ପଲିସି ଆଣ୍ଡ୍ ଇନୋଭେଶନ୍ ସେଣ୍ଟର (ଡିପିଆଇସି)। ଏଥିପାଇଁ ଶନିବାର ଓଡ଼ିଶା ସରକାର ଭାରତର ଶିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରିଛନ୍ତି। ଏହା ଇକୋନୋମେଟ୍ରିକ୍ସ, ଡାଟା ସାଇନ୍ସ…
ଗୁଜରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଫୁଲ୍ଲ କୁମାର ଦାସଙ୍କ ପରଲୋକ
ଭୁବନେଶ୍ୱର,୮।୧ (ବ୍ୟୁରୋ): ୧୯୬୫ ବ୍ୟାଚ୍ର ଆଏଏସ୍ ଅଫିସର ତଥା ଗୁଜରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ପ୍ରଫୁଲ୍ଲ କୁମାର ଦାସଙ୍କ ଶୁକ୍ରବାର ଗାନ୍ଧୀନଗରସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ଡ. ଦାସ ୧୯୪୧ମସିହା ଜୁନ୍ ୧୧ରେ…
ଓଡ଼ିଶାକୁ ଇ-ଅବକାରୀ ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର
ଭୁବନେଶ୍ୱର,୮।୧(ବ୍ୟୁରୋ)-ଜାତୀୟ ସ୍ତରରେ ଓଡ଼ିଶା ପୁଣି ପୁରସ୍କୃତ ହୋଇଛି। ରାଜ୍ୟ ସରକାରଙ୍କ ଇ-ଅବକାରୀକୁ ‘ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର’ ପ୍ରଦାନ କରାଯାଇଛି । ଶନିବାର ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ…
ଶିବସୁନ୍ଦର ଜାତୀୟ ଦଳର ଚୟନକର୍ତ୍ତା
ଭୁବନେଶ୍ୱର,୮।୧ (ସ୍ପୋଟର୍ସ ବ୍ୟୁରୋ): ବିସିସିଆଇ କ୍ରିକେଟ ଉପଦେଷ୍ଟା କମିଟି ପକ୍ଷରୁ ଶନିବାର ୫ ଜଣିଆ ଜାତୀୟ ଚୟନକର୍ତ୍ତା ଦଳ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ଓଡ଼ିଶା ଖେଳାଳି ଶିବସୁନ୍ଦର ଦାସଙ୍କୁ ସିନିୟର ଦଳର ଚୟନକର୍ତ୍ତା ଭାବରେ…
ଯନ୍ତ୍ରୀଙ୍କର ରହିଛି ୧୪ ପ୍ଲଟ୍, ଏକାଧିକ କୋଠା
ଭୁବନେଶ୍ୱର,୭ା୧(ବ୍ୟୁରୋ): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଭୁବନେଶ୍ୱର ଆରଡବ୍ଲ୍ୟୁଏସ୍ଏସ୍ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କର ୨ଟି ତିନି ମହଲା କୋଠା ଗୋଟିଏ ଦୁଇ ମହଲା କୋଠା ସମେତ ୧୪ଟି ପ୍ଲଟ୍ ରହିଛି। ଏହା ସହିତ…
୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର,୭ା୧(ବ୍ୟୁରୋ): ସାମ୍ସ ନିୟମ ଉଲ୍ଲଂଘନ କରି ଛାତ୍ରୀଛାତ୍ରଙ୍କ ନାମ ଲେଖାଇଥିବା ରାଜ୍ୟର ୧୯ଟି ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୧୧ ଜାନୁୟାରୀ ସୁଦ୍ଧା ଜବାବ ଦାଖଲ କରିବାକୁ ସଂପୃକ୍ତ ଡିଗ୍ରୀ କଲେଜଗୁଡ଼ିକର…
ଟ୍ରେନ୍ ଉପରେ ପଡ଼ିଲା କେବୁଲ ତାର: ଅଟକିଲା ପୁରୀ-ଜଳେଶ୍ୱର ମେମୁ ଟ୍ରେନ୍
ଭୁବନେଶ୍ୱର,୭ା୧(ବ୍ୟୁରୋ): ପୁରୀ-ଜଳେଶ୍ୱର ମେମୁ ଟ୍ରେନ ଉପରେ ଶନିବାର କେବୁଲ ତାର ପଡ଼ିଯିବାରୁ ଟ୍ରେନ୍ଟି ବାପୁଜୀନଗର-କଳ୍ପନା ଫ୍ଲାଇଓଭର ତଳେ ଅଟକି ରହିଛି। ଫଳରେ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ଆଉ ଟ୍ରେନ୍। କେବୁଲ ଛିଡ଼ି ଆଖପାଖରେ ନିଆଁ ଲାଗିଥିବା ଯାତ୍ରୀମାନେ କହିଛନ୍ତି।…
ଆହୁରି ଦୁଇଦିନ ପ୍ରବଳ ଶୀତରେ ଥରିବ ରାଜ୍ୟ, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟର ଅଧିକାଂଶ ଜିଲା ଆହୁରି ଦୁଇଦିନ ପ୍ରବଳ ଶୀତରେ ଥରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବ। ତେଣୁ ଶନିବାର ଏବଂ ରବିବାର କିଛି ଜିଲା…
୯୬ ଶିକ୍ଷକଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୭।୧(ବ୍ୟୁରୋ): ଶିକ୍ଷା ମନ୍ତ୍ରୀ ସମୀର ଦାସ ଶୁକ୍ରବାର ୯୬ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଶିକ୍ଷକ ଭାବେ ନିଯୁକ୍ତି ପାଇ ମଧ୍ୟ ଦୀର୍ଘ ଦିନ ହେଲା ସେମାନେ ସ୍କୁଲ ଆସୁନାହାନ୍ତି। ବର୍ଷ ବର୍ଷ ହେବ ସ୍କୁଲ ନ…
ଭୁବନେଶ୍ୱର-ରାଉରକେଲାକୁ ଉଡିଲା ବିମାନ
ଭୁବନେଶ୍ୱର,୭।୧(ବ୍ୟୁରୋ): ଶୁଭାରମ୍ଭ ହେଲା ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶନିବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଉପସ୍ଥିତ ରହି ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣର ଫ୍ଲାଗ୍ ଅଫ…
ମାଗଣା ଚାଉଳ ନେଇ ବିଜେଡି-ଭାଜପା ମୁହାଁମୁହିଁ
ଭୁବନେଶ୍ବର,୭ା୧(ବ୍ୟୁରୋ): ମାଗଣା ଚାଉଳକୁ ନେଇ ବିଜେଡି, ଭାଜପା ଭିତରେ ମୁହଁାମୁହିଁ ପରିସ୍ଥିତି ଜାରି ରହିଛି। କରୋନା ସମୟରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ)ବନ୍ଦ ହୋଇଯାଇଛି। ଫଳରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ୧୦…
ନବୀନ ନିବାସ ଘେରିବେ ଦେହଜୀବୀ
ଭୁବନେଶ୍ୱର, ୭।୧(ବ୍ୟୁରୋ): ବିଶ୍ୱକପ୍ ହକି ପାଇଁ ରାଜଧାନୀରେ ଜବରଦଖଲ ଉଚ୍ଛେଦ ଜାରି ରହିଛି। ଏହାକୁ ବିରୋଧକରି କିଛିଦିନ ହେବ ଉଠା ଦୋକାନୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ଏବେ ଏଥିରେ ଦେହଜୀବୀମାନେ ସାମିଲ ହୋଇଛନ୍ତି। ହକି ଖେଳକୁ ଆଳକରି ଭୁବନେଶ୍ୱର ବାଣୀବିହାରରେ ଥିବା…
Archives


