ମେଟ୍ରୋ

ସହିଦନଗରରେ ବହୁତଳ ପାର୍କିଂ ଆରମ୍ଭ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ସହିଦନଗରସ୍ଥିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ ଆରମ୍ଭ ହୋଇଛି। ଏହି ଭୂତଳରେ ୨ଟି ଓ ଉପର ମହଲାରେ ୩ଟି ମୋଟ୍‌ ୫ଟି ଫ୍ଲୋରରେ ଯାନବାହନ ପାର୍କିଂ କରିବାର ସୁବିଧା ରହିଛି। ୧୯୬ଟି ୪ ଚକିଆ ଓ...

କିଟ୍‌ ପୁରୁଷ ଦଳର ବିଜୟ ଅଭିଯାନ

ଭୁବନେଶ୍ୱର, ୨୬।୧୧ (କ୍ରୀଡ଼ା ପ୍ରତିନିଧି): ବାରିପଦାରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କବାଡ଼ି ଟୁର୍ନାମେଣ୍ଟରେ କିଟ୍‌ ପୁରୁଷ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର କିଟ୍‌ ଦଳ ମଧ୍ୟପ୍ରଦେଶର ମହାତ୍ମା ଗାନ୍ଧୀ ଚିତ୍ରକୁଟ ଗ୍ରାମୋଦ୍ୱୟ ବିଶ୍ୱବିଦ୍ୟାଳୟକୁ ୪୮-୧୪...

‘ସୁଶାନ୍ତ ସିଂଙ୍କ ସୁରକ୍ଷା ଦାୟିତ୍ୱ ବଢ଼ାଯାଉ’

ଭୁବନେଶ୍ବର, ୨୬।୧୧(ବ୍ୟୁରୋ): ବିଜେଡିର ଏକ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଭାଜପା ନେତାମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ୨୦୧୮ ବିଜେପୁର ଉପନିର୍ବାଚନ ସମୟରେ ବିଧାୟକ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଯେଉଁ ୨ ଭାଜପା ନେତା...

କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ ପଦ୍ମପୁରବାସୀ: ବିଜେଡି

ଭୁବନେଶ୍ବର,୨୬।୧୧(ବ୍ୟୁରୋ): କେନ୍ଦ୍ର କୃଷିମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପ୍ରଚାର ପାଇଁ ଆସୁଥିବା ବେଳେ କେନ୍ଦ୍ର ଅବହେଳାକୁ ନେଇ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ରଖିବାକୁ ପଦ୍ମପୁରବାସୀ ଅପେକ୍ଷା କରିଛନ୍ତି ବୋଲି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି। ସେ କହିଛନ୍ତି, ପଦ୍ମପୁର ରେଳଲାଇନକୁ...

୨୭ରେ ପ୍ରଚାର କରିବେ ଅଶ୍ୱିନୀ, ତୋମାର

ଭୁବନେଶ୍ବର, ୨୬।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୨୭ ତାରିଖରେ ସେମାନଙ୍କ ନିର୍ବାଚନ ସଭା...

ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ତେଜିଲା

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): କଟକରେ ଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ରାଜଧାନୀକୁ ସ୍ଥାନାନ୍ତର ଓ ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ପୁଣି ଥରେ ଜୋର ଧରିଛି। ଏ ନେଇ ଭୁବନେଶ୍ୱର ଓକିଲ ସଂଘର ଶତାଧିକ ଆଇନଜୀବୀ ଶୁକ୍ରବାର ଜିଲାଜଜ୍‌ଙ୍କୁ ଘେରିବା...

ଯୁକ୍ତ୨ ପରୀକ୍ଷା: ୨୮ରେ ସରିବ ଫର୍ମପୂରଣ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ୨୦୨୩ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା (ଫାଇନ୍‌) ଆସନ୍ତା ୨୮ ତାରିଖରେ ଶେଷ ହେବ। ରେଗୁଲାର, ଏକ୍ସରେଗୁଲାର ଫରୀକ୍ଷାର୍ଥୀଙ୍କ ଲାଗି ବିନା ଜରିମାନାରେ ଫର୍ମ ପୂରଣ...

୪ ଓଡ଼ିଆଙ୍କୁ ଅମ୍ରିତ ପୁରସ୍କାର

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ପକ୍ଷରୁ ଶୁକ୍ରବାର ବିଭିନ୍ନ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି। ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ୭୫ ବର୍ଷରୁ ଊର୍ଦ୍ଧ୍ୱ କଳାକାରଙ୍କୁ ‘ଏକକାଳୀନ ସଙ୍ଗୀତ ନାଟକ ଏକାଡେମୀ ଅମ୍ରିତ ପୁରସ୍କାର ୨୦୨୨’ ଦିଆଯିବ। ଏଥିପାଇଁ...

କାନ ଧରି ଆଣ୍ଠେଇଲେ ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଓଡ଼ିଶାରୁ ବେସାମରିକ ସେବା ପୁନଃ ଥଇଥାନ ନିୟମ-୨୦୨୦କୁ ଉଚ୍ଛେଦ କରି ପୁଣିଥରେ ପୁନଃ ଥଇଥାନ ନିୟମ-୧୯୯୦ ଲାଗୁ କରିବା ଦାବିରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ପକ୍ଷରୁ ଗଣଧାରଣା ଜାରି ରହିଛି। ଶୁକ୍ରବାର ଅଭିନବ ଉପାୟରେ...

୨୦୩ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ମେଡିକାଲ ଏଜୁକେଶନ ସର୍ଭିସରେ ଶୁକ୍ରବାର ୨୦୩ଜଣ ସହକାରୀ ପ୍ରଫେସର ନିଯୁକ୍ତି ପାଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ନବନିଯୁକ୍ତ ଏହି ସହକାରୀ ପ୍ରଫେସରଙ୍କୁ ଦିଗ୍‌ଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ...

ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଜେରା, ଚନ୍ଦନ ମୁହଁରେ ଅର୍ଚ୍ଚନା ଚରିତ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଓ କଳା ସାମ୍ରାଜ୍ୟର ଗୋପନ ପେଡ଼ି ଖୋଲୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୧୫ଜଣଙ୍କ ତାଲିକା ପ୍ରସ୍ତୁତ କରି କାର୍ଯ୍ୟାଳୟକୁ ଡାକି ଜେରା ଆରମ୍ଭ କରିଛି। କେତେବେଳେ ଜଣ...

ବିଧାନସଭାରେ ଚାଷୀ ଝଡ଼

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବଡ଼ଗଡ଼ ଜିଲାର ପଦ୍ମପୁର ଉପନିର୍ବାଚନରେ ଚାଷୀ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହୋଇଛି। ଚାଷୀଙ୍କ ଭୋଟ ହାତେଇବା ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଜୋର ଲଗାଇଛନ୍ତି। ଏହିକ୍ରମରେ ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ଶୁକ୍ରବାର ଝଡ଼ ସୃଷ୍ଟି ହୋଇଛି। ବିଧାନସଭା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri