ମେଟ୍ରୋ

ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୧୧: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏମ୍ସ ଡାକ୍ତରଙ୍କ ସହ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ହ୍ୟୁମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାକୁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ…

ଭେଣ୍ଟିଲେଟର୍‌ରେ ହ୍ୟୁମାନ ସାଗର: କାନ୍ଦି କାନ୍ଦି ସହାୟତା ଲୋଡିଲେ ମା’

ଭୁବନେଶ୍ୱର,୧୫।୧୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର କିଡ୍‌ନୀ ଏବଂ ଲିଭରଜନିତ ରୋଗରେ ପୀଡ଼ିତ ଅଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକରୁ ଏମ୍‌ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏହି ସମୟରେ ପୁଅର…

ଜୟ ଢୋଲକିଆଙ୍କୁ ଆଜିଠୁ ମିଳିବ କି ବିଧାୟକ ଭାବେ ଦରମା? ଜାଣନ୍ତୁ…

ଭୁବନେଶ୍ୱର,୧୫।୧୧: ବିଜେଡି ଗଡ଼ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି । ୧୧ ବର୍ଷ ପରେ ନୂଆପଡା ପୁଣି ଥରେ ପଦ୍ମ ଫୁଟିଛି । ଭାଜପା ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩…

ଜୟଙ୍କ କୁନି ଝିଅ ବାପାଙ୍କ ବିଜୟ ନେଇ କ’ଣ କହିଲେ ଜାଣନ୍ତୁ

ନୂଆପଡ଼ା,୧୫।୧୧(ମକାରୁ ବେମାଲ):ନୂଆପଡ଼ାରେ ଜୟ ଢୋଲକିଆଙ୍କ ବିଜୟ ପରେ ବେଶ୍‌ ଖୁସି ଅଛନ୍ତି ତାଙ୍କ ପୁରା ପରିବାର ସ୍ତ୍ରୀ ସୁମାନଙ୍କ ସହ ବିଜୟ ଉତ୍ସବରେ ଯୋଗ ଦେଇଛନ୍ତି ୨ ଝିଅ। ତାଙ୍କ ଝିଅ କହିଛନ୍ତି ବାପା ଜିତିଛନ୍ତି ସେଥିପାଇଁ ଆସିଛୁ। ଅନ୍ୟପକ୍ଷେ ସ୍ତ୍ରୀ…

ବିଜୟ ପରେ ଜୟଙ୍କ ସ୍ତ୍ରୀ କହିଦେଲେ ଏମିତି, ଭାଜପାରେ…

ନୂଆପଡ଼ା,୧୫।୧୧(ମକାରୁ ବେମାଲ):ନୂଆପଡ଼ାରେ ଜୟଙ୍କ ଢୋଲକିଆଙ୍କ ବିଜୟ ପରେ ବେଶ୍‌ ଖୁସି ଅଛନ୍ତି ତାଙ୍କ ସ୍ତ୍ରୀ ସୁମାନ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଜୟର ସବୁ ଶ୍ରେୟ ଭାଜପାର ପ୍ରତ୍ୟେକ ସଦସ୍ୟଙ୍କୁ ଦେବାକୁ ଚାହିଁବ। ଭୋଟର ମାନେ ସପୋର୍ଟ କଲେ ଓ ଆମକୁ…

ସ୍ପେଶାଲ OTET ରେଜଲ୍ଟ ପ୍ରକାଶ: ଏହି ଓ୍ବେବସାଇଟରେ ଦେଖିପାରିବେ ରେଜଲ୍ଟ

ଭୁବନେଶ୍ୱର,୧୫।୧୧: ପ୍ରକାଶ ପାଇଲା ସ୍ପେଶାଲ OTET-୨୦୨୫ ରେଜଲ୍ଟ। ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ ଶନିବାର ପ୍ରକାଶ ପାଇଛି। ପେପର-୧ରେ ୧୨ହଜାର ୯୮୮ କୃତକାର୍ଯ୍ୟ, ପାସ ହାର ୪୭.୧୭% ଥିବା ବେଳେ ପେପର ୨ରେ ୩୫ ହଜାର ୧୬୫…

ଜୟଙ୍କ ବିଜୟ ପରେ ବଡ଼ ବୟାନ ଦେଲେ ବସନ୍ତଙ୍କ ପୁଅ, କହିଲେ ଆଉ ଆଶା ନାହିଁ…

ନୂଆପଡା,୧୫।୧୧: ବିଜେଡି ଗଡ଼ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି । ୧୧ ବର୍ଷ ପରେ ନୂଆପଡା ପୁଣି ଥରେ ପଦ୍ମ ଫୁଟିଛି । ଭାଜପା ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩…

ବିଜୟ ଉତ୍ସବରେ ନବୀନଙ୍କୁ ଟାର୍ଗେଟ୍‌ କଲେ ମୋହନ

ଭୁବନେଶ୍ୱର,୧୫।୧୧: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଭାଜପା ରାାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ଏହି ଅବସରରେ ମନମୋହନ କହିଛନ୍ତି,ନୂଆପଡ଼ାରେ ଇତିହାସ ସୃଷ୍ଟି ହୋଇଛି। ସମସ୍ତଙ୍କ…

ଭାଜପାର ଐତିହାସିକ ବିଜୟକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର: କହିଲେ…

ଭୁବନେଶ୍ୱର, ୧୫।୧୧(ସୁନିତ୍‌ ମିଶ୍ର):ବିହାରର ଜନତା ପୁଣିଥରେ ପ୍ରମାଣିତ କରିଛନ୍ତି, ବିକାଶ, ସୁଶାସନ ଏବଂ ସ୍ଥାୟୀ ସରକାର ହିଁ ସେମାନଙ୍କର ପ୍ରାଥମିକତା। ଏନଡିଏକୁ ମିଳିଥିବା ଏହି ପ୍ରଚଣ୍ଡ ଜନାଦେଶ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଡବଲ…

ନୂଆପଡ଼ା ବିଜୟକୁ ନେଇ ଏମିତି କହିଦେଲ ଅଶ୍ୱିନ ବୈଷ୍ଣବ: କହୁ କହୁ କହିଦେଲେ…

ଭୁବନେଶ୍ୱର,୧୫।୧୧: ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାର ୭୪୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପରାଜିତ କରିଛନ୍ତି। ଭାଜପାର ଏହି ବିପୁଳ ବିଜୟ ପରେ ଦଳୀୟ ଶିବିରରେ ଏବଂ ନେତା ଓ କର୍ମୀଙ୍କ…

ଜୟ ଢୋଲକିଆଙ୍କୁ ମିଳିବ ଏତେଟଙ୍କା ଦରମା, ସାଙ୍ଗରେ ମିଳିବ କାର୍‌

ନୂଆପଡା ଉପନିର୍ବାଚନରେ ଭାଜପା ପାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ସେ ବିଧାୟକ ଭାବେ ଶପଥ ଗ୍ରହଣ କରିବେ। ତେବେ ଜାଣିଛନ୍ତି କି ତାଙ୍କୁ ବିଧାୟକ ଭାବେ କେତେ ଟଙ୍କା ଦରମା ମିଳିବ? ଜଣେ ସାଧାରଣ ବିଧାୟକ…

କେତେ ସମ୍ପତ୍ତିର ମାଲିକ ଜୟ ଢୋଲକିଆ? ଜାଣିଲେ ସହଜରେ ବିଶ୍ୱାସ ହେବନି

ଭୁବନେଶ୍ୱର,୧୪।୧୧: ନୂଆପଡାରେ ଭାଜପାର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟରେ ଜୟ ଢୋଲକିଆ ବଡ଼ ମାର୍ଜିନରେ ବିଜୟ ହାସଲ କରିଛନ୍ତି। ତେବେ ଏହିକ୍ରମରେ କଂଗ୍ରେସ ଦ୍ୱିତୀୟ ଓ ବିଜେଡି ତୃତୀୟ ସ୍ଥାନରେ ରହିଛି। ଜୟଙ୍କ ସମ୍ପତ୍ତି ବାବଦରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri