ମେଟ୍ରୋ

୨ ବର୍ଷ ପରେ ଫେରିଲା ‘ପଥୋତ୍ସବ’

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ):ରାଜଧାନୀକୁ ଫେରିଲା ‘ରାହଗିରି’ ବା ‘ପଥୋତ୍ସବ’। କରୋନା କଟକଣା ହଟିବା ଯୋଗୁ ଦୀର୍ଘ ୨ବର୍ଷ ପରେ ରାଜଧାନୀରେ ପୁଣି ପଥୋତ୍ସବ ଆୟୋଜନ ହୋଇଥିବାରୁ ଲୋକେ ଏହାକୁ ମନଭରି ଉପଭୋଗ କରିଛନ୍ତି। ନାଚ, ଗୀତ ସହ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ...

ବଡ଼ଦିନରେ ଧଉଳିରେ ଦେଢ଼ଲକ୍ଷ ପର୍ଯ୍ୟଟକ

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.):ରବିବାର ବଡ଼ଦିନ ଅବସରରେ ଶାନ୍ତିସ୍ତୂପ ଧଉଳିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବା ସହ ପାହାଡ଼ ପାଦଦେଶ ସମିତ ଚତୁପାର୍ଶ୍ୱରେ ଭୋଜି କରୁଥିବା ଦେଖିବାକୁ ମିଳିଥିଲା। ଧଉଳି ପଞ୍ଚାୟତରେ ଥିବା ୧୦ଟି ପିଣ୍ଡିକୁ ବାଦ୍‌ଦେଲେ ଅଣଅନୁମୋଦିତ ପିଣ୍ଡିରେ...

୧୭୧ କିସମ ବିକଶିତ କରିଛି ଓୟୁଏଟି

ଭୁବନେଶ୍ବର,୨୬ା୧୨(ବ୍ୟୁରୋ):ଓୟୁଏଟି ପକ୍ଷରୁ ବର୍ତ୍ତମାନ ଯାଏ ବିଭିନ୍ନ ଫସଲର ୧୭୧ଟି କିସମ ବିକଶିତ ହୋଇଛି। ଚଳିତ ବର୍ଷ କଳିଙ୍ଗ ସୁଆଁ ୧୮ ନାମରେ ଏକ ସୁଆଁ କିସମ ବିକାଶ କରାଯାଇଛି। ଗତ ୨୦୨୧-୨୨ ବର୍ଷରେ ଧାନ, ଚିନାବାଦାମ, ସୁଆଁ, ଆଖୁ, ବିରି,...

ଆଜି ଓୟୁଏଟିର ୩୯ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୯ତମ ସମାବର୍ତ୍ତନ ଉତ୍ସବ ସୋମବାର ପାଳନ ହେବ। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପୌରୋହିତ୍ୟ କରିବେ। ଭାରତର କୃଷି ଗବେଷଣା ଓ ଶିକ୍ଷା...

ରାଜ୍ୟରେ କମିଛି ମାଓବାଦୀ ହିଂସା

ଭୁବନେଶ୍ୱର,୨୬ା୧୨ (ଆଇଏଏନ୍‌ଏସ୍‌): ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସାଧାରଣ ଲୋକଙ୍କ ନିମନ୍ତେ କେତେକ ଆର୍ଥିକ ଓ କଲ୍ୟାଣମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଯୋଗୁ ଓଡ଼ିଶାରେ ୨୦୨୧ରେ ମାଓବାଦୀ ହିଂସା ତଥା ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି। ୨୦୧୦ରେ ରାଜ୍ୟରେ...

ଗାଡ଼ି ଶୋ’ ରୁମ୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ରାଜଧାନୀରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫାୟାର ଷ୍ଟେଶନ ପାଖରେ ଥିବା ପିଜିଏଲ ହୋଣ୍ଡା ଶୋ’ରୁମ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶଟ୍‌ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମୁକ୍ତିକାନ୍ତ, ଘରକୁ ଗଲେ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ହୋର୍ଡିଂ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସିତ ହେଉଥିବା ସାମାଜିକ କର୍ମୀ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଶନିବାର କ୍ୟାପିଟାଲ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମାନସିକ ସ୍ଥିତି ଠିକ ନ ଥିବାରୁ ତାଙ୍କୁ ହସ୍ପିଟାଲରୁ ସିଧା ଟ୍ରେନ ଯୋଗେ...

କମିଲା ଶୀତ: ୨୬ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଓଡ଼ିଶା ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିଯୋଗୁ ରାଜ୍ୟକୁ ଜଳୀୟ ବାଷ୍ପ ପ୍ରବେଶ କରୁଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,...

ଚିନ୍ତା ବଢ଼ାଇଛି ପ୍ଲାଷ୍ଟିକ୍‌ ବର୍ଜ୍ୟ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ରାଜ୍ୟରେ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଚିନ୍ତା ବଢ଼ାଇଲାଣି। ଯୁଆଡ଼େ ଦେଖିବ କୁଢ଼ କୁଢ଼ ପଲିଥିନ ଓ ଭଙ୍ଗା, ଫଟା ବ୍ୟବହୃତ ପ୍ଲାଷ୍ଟିକ୍‌। ବାହାଘର ଓ ବିଭିନ୍ନ ପର୍ବପର୍ବାଣିରେ ପ୍ଲାଷ୍ଟିକ୍‌, ଥର୍ମୋକୁଲର ଅତିମାତ୍ରାରେ ବ୍ୟବହାର କେବଳ ସହର ନୁହେଁ, ଗ୍ରାମାଞ୍ଚଳକୁ ମଧ୍ୟ...

‘ଛାଡ଼ପତ୍ର ଦିନ ପାଳିବି ଜନ୍ମଦିନ’

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଆଜି ଅର୍ଥାତ୍‌ ଡିସେମ୍ବର ୨୪ ଶନିବାର ଓଲିଉଡ୍‌ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ଜନ୍ମଦିନ। ଏହି ଅବସରରେ ଅନୁଭବ ନିଜେ ସୋସିଆଲ ମିଡିଆରେ ଏମିତି କିଛି କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନୁଭବ ତାଙ୍କ...

‘କରୋନାକୁ ନେଇ ଆତଙ୍କିତ ହୁଅ ନାହିଁ’

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ରାଜ୍ୟରେ ବିଏଫ୍‌.୭ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ସଂକ୍ରମଣକୁ ନେଇ ରାଜ୍ୟବାସୀ ଆତଙ୍କିତ ନ ହେବାକୁ ଶନିବାର କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଆମ ରାଜ୍ୟରେ ୨...

ଅର୍ଚ୍ଚନାଙ୍କ ହାତ ଲେଖା ନେଲା ପୋଲିସ୍‌

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ହସ୍ତାକ୍ଷର ନେଇଛି କମିଶନରେଟ ପୋଲିସ। ତାଙ୍କ ଡାଏରୀର ଲେଖା ସହ ହସ୍ତାକ୍ଷର ମେଳ କରିବାକୁ ଶନିବାର ଝାରପଡ଼ା ଜେଲରୁ ନମୁନା ଅଣାଯାଇଛି। ଏହାଫଳରେ କୋର୍ଟରେ ଦେବା ଲାଗି ଏକ ବଳିଷ୍ଠ ପ୍ରମାଣ ପୋଲିସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri