ମେଟ୍ରୋ

ବିବାହର ମିଥ୍ୟା ପ୍ରତିଶୃତି ଦେଇ ଘରୋଇ ସହାୟିକାଙ୍କୁ ଠକେଇ, ଅଟୋ ଚାଳକ ଗିରଫ

ଭୁବନେଶ୍ୱର,୨୭।୨(ସୂର୍ଯ୍ୟକାନ୍ତ ବେହେରା): ଜଣେ ଘରୋଇ ସହାୟିକାଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କଠାରୁ ଟଙ୍କା ଠକିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ…

2 years ago

ମେ’ ୧୫ ଭିତରେ ଯୁକ୍ତ୨ ପରୀକ୍ଷା ଫଳ

ଭୁବନେଶ୍ୱର, ୨୭।୨(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଫଳ ମେ’ ୧୫ ଭିତରେ ପ୍ରକାଶ ପାଇପାରେ। ଚଳିତ ବର୍ଷ ଗୋଟିଏ…

2 years ago

ବାରବାଟୀ ଷ୍ଟାଡିୟମର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ: ବିଭିନ୍ନ ଜିଲାରେ ହେବ ୪୧କ୍ରିକେଟ ଏକାଡେମୀ

କଟକ,୨୭।୨: କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟର ବିଭିନ୍ନ ଜିଲାରେ ହେବାକୁଥିବା ଥିବା ୪୧ଟି କ୍ରିକେଟ…

2 years ago

ନିର୍ବାଚନ କମିଶନରଙ୍କ ଛାଟ: ୧୫୬ ଓଏଏସ ଅଫିସରଙ୍କ ବଦଳି

ଭୁବନେଶ୍ୱର,୨୭।୨: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ବଦଳି ନିୟମକୁ କଡାକଡି ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେବା ପରେ ରାଜ୍ୟର ବଦଳି ପ୍ରକ୍ରିୟା ଜାରି…

2 years ago

ଖୁବ୍‌ ଶୀଘ୍ର ଟିକେଟ୍‌ ଘୋଷଣା କରିବ ବିଜେଡି

ଭୁବନେଶ୍ୱର,୨୭।୨: ବିଜେଡି ଆଗୁଆ ଟିକେଟ ଘୋଷଣା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପରଜଙ୍ଗ ବିଧାୟକ ନୃସିଂହ ସାହୁ କହିଛନ୍ତି ବିଜେଡି ପୂର୍ବରୁ ଟିକେଟ…

2 years ago

ଓଡ଼ିଶାରେ ଭାଜପା ନିର୍ବାଚନ ପ୍ରଭାରୀ: ଭାଜପା- ବିଜେଡି ମେଣ୍ଟ ନେଇ କହିଲେ…

ଭୁବନେଶ୍ୱର,୨୭।୨: ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଙ୍ଗଳବାର ସକାଳେ ଓଡ଼ିଶାରେ ପହଞ୍ଚିଛନ୍ତି। ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ…

2 years ago

ଚଳିତ ବର୍ଷ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି: ସମସ୍ତଙ୍କୁ ମିଳିବ ନାହିଁ ଗ୍ରେସ୍‌ ମାର୍କ, କେଉଁମାନଙ୍କୁ ମିଳିବ…

ଭୁବନେଶ୍ୱର,୨୭।୨: ଚଳିତ ବର୍ଷ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସିଏଚଏସଇ ସ୍ବୀକାର କରିଛି। ପରୀକ୍ଷା ନିୟନ୍ତ୍ରକ କହିଲେ, ପ୍ରଶ୍ନପତ୍ରରେ ଆଉଟ ଅଫ ସିଲାବସ ନୁହେଁ…

2 years ago

ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର, ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ

ଭୁବନେଶ୍ୱର,୨୭।୨: ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ…

2 years ago

ଆହୁରି ୬ ଦିନ କୋହଲା ପାଗ ସାଙ୍ଗକୁ ବର୍ଷା

ଭୁବନେଶ୍ୱର,୨୭।୨: ରାଜ୍ୟର କୋହଲା ପାଗ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ବଙ୍ଗୋପ ସାଗରରେ ପ୍ରବାହିତ ଥଣ୍ଡା ବାୟୁ ପ୍ରଭାବରେ ତାପମାତ୍ରା କମିବାରୁ ଗରମରୁ…

2 years ago

ରାଜ୍ୟବ୍ୟାପୀ ଗ୍ରାମ ପରିକ୍ରମା ଚାଲ ଅଭିଯାନ କରିବ ଭାଜପା

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର):ରାଜ୍ୟର ସବୁ ପଞ୍ଚାୟତରେ ଗ୍ରାମ ପରିକ୍ରମା ଚାଲ ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବାକୁ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ସୋମବାର…

2 years ago