ମେଟ୍ରୋ

ଧଳସାମନ୍ତ ଭ୍ରାତାଙ୍କ ଘରୁ ଜାଲ୍‌ ନୋଟ୍‌ ଜବତ ମାମଲା ତତ୍କାଳୀନ ଏଏସ୍‌ଆଇଙ୍କୁ ଜେରା

କଟକ ଅଫିସ,୫|୯: ଧଳ ସାମନ୍ତ ଭ୍ରାତାଙ୍କ ପୋଖରୀପୁଟ୍‌ସ୍ଥିତ ଆନନ୍ଦବିହାର ବାସଭବନ ଓ ମର୍କତନଗର ଘରୁ ଜବତ ଜାଲ୍‌ ନୋଟ୍‌ ସମ୍ପର୍କିତ ମାମଲାକୁ ନେଇ ବୁଧବାର ଚାଉଳିଆଗଞ୍ଜ ଥାନାର…

6 years ago

ନୟାପଲ୍ଲୀରେ ଏଥର, ‘ପଦ୍ମାବତୀ ପ୍ୟାଲେସ୍‌

ଭୁବନେଶ୍ୱର,୫|୯(ବ୍ୟୁରୋ) - ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ। ଧୂମ୍‌ଧାମରେ ମା’ଙ୍କୁ ସ୍ବାଗତ କରିବା ପାଇଁ ସମସ୍ତ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସଜବାଜ। ଏଥିପାଇଁ…

6 years ago

ଇସ୍‌…କି…ସ୍ମାର୍ଟ ସିଟି

ଭୁବନେଶ୍ୱର, ୫|୯ (ବ୍ୟୁରୋ) - ଶନିବାର ସ୍ବାୟତ୍ତଶାସନ ଦିବସ ପାଳନ କରିଛି ବିଏମ୍‌ସି। ଭୁବନେଶ୍ୱରକୁ ସ୍ବଚ୍ଛ, ସୁନ୍ଦର ଓ ସବୁଜିମାଭରା ସହର କରିବା ଉପରେ ଅଧିକାରୀମାନେ ଗୁରୁତ୍ୱ…

6 years ago

ଡ୍ୟୁଟିବେଳେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା

କଟକ ଅଫିସ, ୫।୯: ଭୁବନେଶ୍ୱର ରୁପାଲି ଛକରେ ଡ୍ୟୁଟିବେଳେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ରହି ନିଲମ୍ବିତ ହୋଇଥିବା ୨ଜଣ କନଷ୍ଟେବଳଙ୍କୁ ବୁଧବାର ଜିଲାପାର ବଦଳି କରାଯାଇଛି। ଡିଜିପି ବିଜୟ…

6 years ago

ଭଙ୍ଗା ଗଢ଼ାରେ ଜବରଦଖଲ ଉଚ୍ଛେଦ

ସ୍ଥିତପ୍ରଜ୍ଞ ମିଶ୍ର ଭୁବନେଶ୍ୱର, ୫।୯(ବ୍ୟୁରୋ): ମୁଖ୍ୟ ଡ୍ରେନ ହେଉ ଅବା ସ୍କୁଲ ଆଗ ସବୁଠି ଜବରଦଖଲକାରୀଙ୍କ ରାଜ। ରାସ୍ତାପାଖ ଦୋକାନୀମାନେ ନିଜ ଇଚ୍ଛା ମୁତାବକ ସେମାନଙ୍କ ଦୋକାନ ଆଗକୁ…

6 years ago

ରାଜ୍ୟ ସରକାରଙ୍କୁ କଟାକ୍ଷ ପ୍ରସଙ୍ଗରେ ଅମରଙ୍କ ଜବାବ: ବିଜୟଙ୍କ କଥା ଅଦାଲତ ଅବମାନନା ଭଳି, ଏହାର କୌଣସି ଆଧାର ନାହିଁ

ଭୁବନେଶ୍ୱର, ୪।୯(ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କଟାକ୍ଷ କରିଥିଲେ। ଏହାକୁ ନେଇ ପ୍ରତିକ୍ରିୟା…

6 years ago

ଦାୟିତ୍ୱ ନେଲେ ଓଏଚ୍‌ଆରସି ଅଧ୍ୟକ୍ଷ

ଭୁବନେଶ୍ୱର, ୪।୯(ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ର ଅଧ୍ୟକ୍ଷ ଭାବେ ବୁଧବାର ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି,…

6 years ago

ଅଟୋ ଚାଳକଙ୍କୁ ୫୨ହଜାର ଜରିମାନା, ୮ ନିୟମ ଭାଙ୍ଗିଥିଲେ

ଭୁବନେଶ୍ୱର, ୪।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଟୋ ଚାଳକଙ୍କ ଉପରେ ଲାଗିଛି ୫୨ହଜାର…

6 years ago

ରାଜ୍ୟ ସରକାରଙ୍କୁ ବିଜୟଙ୍କ କଟାକ୍ଷ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଏକ ଦିଗହରା ନିଷ୍ପତ୍ତି, ରଣକ୍ଷେତ୍ର ପାଲଟିଲାଣି ଶ୍ରୀକ୍ଷେତ୍ର

ଭୁବନେଶ୍ୱର, ୪।୯(ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ କରାଯାଉଥିବା ଉଚ୍ଛେଦକୁ ନେଇ ବିଷଦ୍‌ଗାର କରିଛନ୍ତି ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର।…

6 years ago

ବିଜେଡିର ନୂଆ ମୁଖପାତ୍ର ତାଲିକା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ..

ଭୁବନେଶ୍ୱର, ୪।୯(ବ୍ୟୁରୋ): ବିଜେଡି ପକ୍ଷରୁ ବୁଧବାର ନୂଆ ମୁଖପାତ୍ର ତାଲିକା ପ୍ରକାଶ ପାଇଛି। ଏଥିରେ ମିଡିଆ କୋର୍ଡିନେଟର ଭାବେ ଏମ୍‌ପି ସସ୍ମିତ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି…

6 years ago