ଜୀବନଚର୍ଯ୍ୟା

ଶାଢ଼ି ଫ୍ୟାଶନ୍‌

ଶାଢ଼ି ଗେଟ୍‌ଅପ୍‌ ପ୍ରତିଟି ଅକେଜନ ପାଇଁ ପରଫେକ୍ଟ ଲାଗିବା ସହ ପର୍ସନାଲିଟିକୁ ଦ୍ୱିଗୁଣିତ କରିଥାଏ। ତେବେ ଯୁଗ ବଦଳିବା ସହ ଏବେ ଶାଢି ନୂଆ ରୂପରେ ଆସିଲାଣି। ପଲୁ, ବର୍ଡର ଏବଂ ପ୍ଲିଟ୍‌ସରେ ଏହା ଲାଗୁଛି ଆହୁରି ଆକର୍ଷକ। ତେବେ ପର୍ସନାଲିଟିକୁ…

ବ୍ଲସର ସିଲେକ୍ସନ

ମେକ୍‌ଅପ୍‌ରେ ବ୍ଲସର ଭୂମିକା ମୁଖ୍ୟ। କାରଣ ଏହା ମେକ୍‌ଅପ୍‌କୁ ଆହୁରି ଆକର୍ଷଣୀୟ କରିଥାଏ। ତେବେ ଏହାର ଚୟନ ବେଳେ ତ୍ୱଚାର ରଙ୍ଗ ଏବଂ ପ୍ରକାରଭେଦ ପ୍ରତି ଧ୍ୟାନ ଦେବା ଆବଶ୍ୟକ। କୌଣସି ବ୍ଲସର୍‌ କିଣିବା ପୂର୍ବରୁ ତାହା ଆପଣଙ୍କ ତ୍ୱଚାକୁୁ ସୁଟ୍‌…

ପିଲାଙ୍କ ସ୍ପେଶାଲ ସମର ଭ୍ୟାକେଶନ

ସମର ଭ୍ୟାକେଶନ ପିଲାଙ୍କ ପାଇଁ ଯେତିକି ଖାସ୍‌ ବାପାମା’ଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପିଲାଙ୍କୁ ବିଜି ରଖିବା ପାଇଁ ଯେକୌଣସି କ୍ଲାସ୍‌ରେ ଭର୍ତ୍ତି କରିଦେବାଟା ଠିକ୍‌ ନୁହେଁ। ପ୍ରଥମେ ତା’ର ପସନ୍ଦ ନାପସନ୍ଦକୁ ବୁଝନ୍ତୁ ଓ ସେମାନଙ୍କ ବ୍ୟକ୍ତିତ୍ୱ…

ତମାଖୁ ସେବନ, ମହିଳାଙ୍କ ସ୍ବାସ୍ଥ୍ୟ

ସାରା ପୃଥିବୀରେ ମେ ୩୧ ତାରିଖ ଦିନ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରିଥା’ନ୍ତି ା ଏହି ଦିନ ପ୍ରାୟ ୨୪ ଘଣ୍ଟା ପାଇଁ ତମାଖୁ ସେବନ ଓ ଧୂମପାନ…

ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ପାଣି…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଆପଣାଇଲେ ଏଥିରୁ ସହଜରେ ମୁକ୍ତି ମିଳିଥାଏ। ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ ଖାଲି ପେଟରେ…

ଥରା ରୋଗ ପାଇଁ ପ୍ରାରମ୍ଭିକ ଚିକିତ୍ସା ଜରୁରୀ

ଥରା ରୋଗର ଏଭଳି ଏକ ସ୍ନାୟୁଜନିତ ରୋଗ, ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହଁି। ଉକ୍ତ ରୋଗୀଙ୍କୁ ନିୟମିତ ଔଷଧ ଖାଇବା ସହ ଅଭିଜ୍ଞ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପଡ଼ିଥାଏ। ଯଦି ଏଭଳି ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଯାଇପାରେ, ତେବେ…

ସ୍ବାସ୍ଥ୍ୟ ପାଇଁ ଭଲ ଉପବାସ

ଉପବାସ ରହିଲେ ଏହାର କେତେକ ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏହାଦ୍ୱାରା ଟକ୍ସିନ୍‌ ନାମକ ବିଷାକ୍ତ ତତ୍ତ୍ୱ ଶରୀରରୁ ନିର୍ଗତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ୍‌ ମେଲବୋର୍ଣ୍ଣର ଖାଦ୍ୟବିଜ୍ଞାନୀମାନେ ଏକ ଗବେଷଣାରୁ ଜାଣିପାରିଛନ୍ତି। ସେମାନଙ୍କ ମତରେ, ଯଦି ଜଣେ ବ୍ୟକ୍ତି ମାସକୁ…

ଶୀଘ୍ର ବିଛଣା ଛାଡ଼ିଲେ ଦୂର ହୁଏ ଏସବୁ ସମସ୍ୟା

ଆଜିକାଲି ଦୈନନ୍ଦିନ ଜୀବନଶୈଳୀ ବଦଳିଗଲାଣି। ଏଇ ଯେମିତି କିଛି ଲୋକଙ୍କର ବିଳମ୍ବରେ ଶୋଇବା, ବିଳମ୍ବରେ ଉଠିବା ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ ବିଳମ୍ବରେ ଉଠିଲେ ଅନେକ କ୍ଷତି ହୋଇଥାଏ। ସେଥିପାଇଁ ଶୀଘ୍ର ବିଛଣା ଛାଡ଼ିଲେ ଶାରୀରିକ ତଥା ମାନସିକ ଶାନ୍ତି…

ପେଟ ମାଲିସ ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା

ମାଲିସ ଶରୀର ପାଇଁ ବହୁତ ଲାଭଦାୟକ। ଏହା ଦ୍ୱାରା ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ନିଜକୁ ସୁସ୍ଥ ଅନୁଭବ କରିଥାଏ। ସେହିପରି ପେଟ ମାଲିସର ବହୁ ଉପକାରିତା ରହିଛି। ପେଟ ମାଲିସ ଦ୍ୱାରା ଚିନ୍ତାମୁକ୍ତ ହେବା ସହ ସମସ୍ତ…

ରୋଗ ପ୍ରତିରୋଧକ ଶକ୍ତି କମାଏ ଅତ୍ୟଧିକ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ୍‌ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଏହା ଅଭ୍ୟାସରେ ପରିଣତ ହୋଇଗଲେ ତାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।…

ଅଂଶୁଘାତରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗରମରେ ଅଂଶୁଘାତ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆଖୁରସ ପିଇଲେ ଅନେକ ଉପକାର ମିଳେ । ଆଖୁରସରେ ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ପୋଷକତତ୍ତ୍ୱ ରହିଛି। ଖରାଦିନେ ଆଖୁସରରେ ଅଦାରସ, ଲେମ୍ବୁରସ ଏବଂ ବିଟ୍‌…

ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏହିସବୁ ଭଲଗୁଣ

ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ ମିଶିି ରହିବାକୁ ପସନ୍ଦ ଥିବା ବେଳେ କାହାକୁ ଏକୁଟିଆ ରହିବା ପସନ୍ଦ ହୋଇଥାଏ। ଏକୁଟିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?