Shivratri aur Mahashivratri: ଶିବରାତ୍ରି ଏବଂ ମହାଶିବରାତ୍ରି ମଧ୍ୟରେ ପ୍ରାର୍ଥକ୍ୟ କ’ଣ? ସମାନ ଭାବୁଥିଲେ ଦୂର କରନ୍ତୁ ଦ୍ୱନ୍ଦ୍ୱ…
ହିନ୍ଦୁ ଧର୍ମରେ ସୋମବାରକୁ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ପୂଜା ପାଇଁ ସମର୍ପିତ ଦିନ ଭାବରେ ବିବେଚନା କରାଯାଏ। ସୋମବାର ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିର ବୈବାହିକ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ ଏବଂ...
Mahashivratri 2025: ମହାଶିବରାତ୍ରୀରେ ଚମକିବ ଏହି ୪ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଚାକିରିରୁ ନେଇ ପ୍ରେମ ଜୀବନରେ ପାଇବେ ସଫଳତା
ମହାଶିବରାତ୍ରି ହେଉଛି ଶିବ ଏବଂ ଶକ୍ତିର ମିଳନର ଏକ ମହାନ ପର୍ବ। ଯଦିଓ ଏହି ପର୍ବ ପ୍ରତି ମାସରେ ପାଳିତ ହୁଏ, କିନ୍ତୁ ଫାଲଗୁନ୍ ମାସରେ ପଡୁଥିବା ଶିବରାତ୍ରିକୁ ସବୁଠାରୁ ସ୍ବତନ୍ତ୍ର ବୋଲି ବିବେଚନା କରାଯାଏ। ଯାହାକୁ ଲୋକମାନେ ମହାଶିବରାତ୍ରି...
Valentine Week: ମନର ମଣିଷକୁ ଅନ୍ୟ ସହ ତୁଳନା…
ଫେବୃୟାରୀ ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଯାଏ ବୋଲି କହିଲେ ଭୁଲ ହେବ ନାହିଁ। ଫେବୃୟାରୀ ୭ ରୋଜ ଡେରୁ ଆରମ୍ଭ କରି ୨୧ ତାରିଖ ବ୍ରେକ୍ଅପ୍ ଡେ ପର୍ଯ୍ୟନ୍ତ ପ୍ରତିଟି ଦିନକୁ ପାଳନ କରିବାକୁ ଆଜିର ଯୁବପିଢ଼ି...
ଦହି ସହ ଏସବୁ ଖାଇଲେ ଦୂର ହେବ ଅନେକ ରୋଗ
ଦହି ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଏବଂ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ରହିଛି ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିପାରେ, ଚର୍ମକୁ ସୁସ୍ଥ ରଖିଥାଏ ଏବଂ ଚାପ ହ୍ରାସ କରିବାରେ...
କାହାକୁ ରସୁଣ ଖାଇବା ମନା
– ଦୈନନ୍ଦିନ ରସୁଣ ଖାଇବା ସ୍ବାସ୍ଥ୍ୟ ପ୍ରତି ଅନେକ ଲାଭଦାୟକ ହୋଇଥାଏ। ରସୁଣ ଖାଇବା ଦ୍ୱାରା କ୍ୟାନ୍ସର, ରକ୍ତଚାପ, ମୁଖବ୍ରଣ ଆଦି ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କେଉଁମାନେ ରସୁଣ ଖାଇବା ଅନୁଚିିତ? ତେବେ...
ବୈବାହିକ ଜୀବନକୁ କେମିତି କରିବେ ସୁନ୍ଦର… ଆପଣାନ୍ତୁ ଏହି ଟିପ୍ସ
ଭାବକୁ ନିୟନ୍ତ୍ରଣକରେ ଭାବପ୍ରବଣତା। ଭାଷାକୁ ସୃଷ୍ଟିକରେ ଏହି ଇମୋଶନ। ଏଇ ଭାବ ହିଁ ବୈବାହିକ ଜୀବନକୁ କରିଥାଏ ସ୍ବପ୍ନିଳ, ସୁନ୍ଦର। କିନ୍ତୁ ସମ୍ପର୍କର ପରିଭାଷାରେ ସବୁ ବୁଝାମଣା ଭୁଲ୍ଭାଲ୍ ହୋଇଯାଏ ସେତେବେଳେ, ଯେତେବେଳେ ଦେଖାଯାଏ ଇମୋଶନାଲ୍ ଡିଷ୍ଟାନ୍ସ। ତେଣୁ ଏଭଳି...
ପିଲାଙ୍କ ପଢା ଘରେ କ’ଣ ରଖିବେ ନ ରଖିବେ…ଏମିତି କରନ୍ତୁ ଷ୍ଟଡି ରୁମ୍
ପଢ଼ା ଘରର ପରିବେଶ ଭଲ ରହିଲେ ପିଲାଙ୍କ ମନରେ ସକାରାତ୍ମକ ପ୍ରଭାବ ପଡ଼େ। ତେଣୁ ଘରକୁ କିପରି ସଜାଡ଼ି ରଖିବେ ଜାଣିରଖନ୍ତୁ… ପାଠ ପଢ଼ିବା ପାଇଁ ବାସ୍ତୁ ଅନୁସାରେ ଉତ୍ତର-ପୂର୍ବ ଦିଗ ହିଁ ସବୁଠୁ ଭଲ। ତେବେ ଦକ୍ଷିଣ କିମ୍ବା...
୪୦ ପରେ ମହିଳାମାନେ କେଉଁ ଖାଦ୍ୟ ଖାଇବେ; ଜାଣିନିଅନ୍ତୁ….
୪୦ ବର୍ଷ ପରେ ମହିଳାଙ୍କର ବିଭିନ୍ନ ପ୍ରକାର ଶାରୀରିକ ପରିବର୍ତ୍ତନ ଆସିଥାଏ। ତେଣୁ ଏହି ସମୟରେ ଖାଦ୍ୟପେୟ ଓ ବ୍ୟାୟାମ ଉପରେ ଧ୍ୟାନ ନ ଦେଲେ ବହୁ ସମସ୍ୟା ଦେଖାଦିଏ। ଏହି ସମୟରେ କେଉଁ ଖାଦ୍ୟକୁ ଗୁରୁତ୍ୱ ଦେବେ ଜାଣିରଖନ୍ତୁ.....
ଛାତିରେ ଜଳାପୋଡ଼ା ହାର୍ଟ ଆଟାକ୍ର ଲକ୍ଷଣ କି? ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର…
କିଛି ବର୍ଷ ଧରି ଭାରତରେ ହୃଦରୋଗ ସମ୍ବନ୍ଧୀୟ ରୋଗର ମାମଲା ବୃଦ୍ଧି ପାଉଛି। ହଠାତ୍ ଲୋକମାନେ ହୃଦଘାତର ଶିକାର ହେଉଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି। ନିକଟରେ ମଧ୍ୟପ୍ରଦେଶର ବିଦିଶାରେ, ଜଣେ ମହିଳା ମଞ୍ଚ ଉପରେ ନାଚୁଥିବା ସମୟରେ ହୃଦ୍ଘାତ ହୋଇଥିଲା...
ଡାଇବେଟିସ୍ ରୋଗୀ ପୂରା ଆଳୁ ଖାଇବା ଛାଡ଼ିଦେବା ଉଚିତ କି? ଜାଣନ୍ତୁ କ’ଣ କୁହନ୍ତି ଡାଇଟିସିଆନ୍…
ଡାଇବେଟିସ୍ ବା ମଧୁମେହ ରୋଗୀମାନେ ମିଠା ଖାଇବାଠାରୁ ଦୂରେଇ ରହିବା ଉଚିତ୍। ପ୍ରାୟତଃ କୁହାଯାଏ ଯେ, ଆଳୁ ଖାଇବା ଉଚିତ୍ ନୁହେଁ କାରଣ ଏହା ସୁଗାର ବା ଶର୍କରା ବୃଦ୍ଧି କରିପାରେ, କିନ୍ତୁ ଏହା କ’ଣ ସତ୍ୟ ଯେ ଆଳୁ...
Chanakya Niti: ସୁନ୍ଦରୀ ସ୍ତ୍ରୀ ସ୍ବାମୀ ପାଇଁ ବିପଦ, ଏମିତି କାହିଁକି କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଜଣେ ଲୋକପ୍ରିୟ ଅର୍ଥନୀତିଜ୍ଞ, ଏବଂ କୂଟନୀତିଜ୍ଞ ଭାବରେ ଜଣାଶୁଣା। ଚାଣକ୍ୟ, ଚାଣକ୍ୟ ତାଙ୍କ ନୀତି ନାମରେ ପ୍ରସିଦ୍ଧ। ଚାଣକ୍ୟ ସାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନେକ...
ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ
ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ସ୍ଥଳଭାଗରେ ମଧ୍ୟ ବର୍ଷକୁ ପ୍ରାୟ ଏକ ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି ବୋଲି ଏକ ସର୍ଭେରୁ ଜଣାପଡିଛି। ଅଶୋଧିତ ପେଟ୍ରୋଲିୟମ୍ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ...
Archives


