କ୍ୟାନସର୍ ଆଶଙ୍କା ହ୍ରାସ କରିବ ସାଇକେଲିଂ
ମହଙ୍ଗା ବାଇକ୍ ଏବଂ ବିଳାସପୂର୍ଣ୍ଣ କାର୍ ସବୁବେଳେ ଷ୍ଟାଟସ୍ ସିମ୍ବଲ ହୋଇରହିଛି। କିନ୍ତୁ ଏବେ ସ୍ବାସ୍ଥ୍ୟ ପ୍ରତି ସଚେତନ ଲୋକଙ୍କ ମଧ୍ୟରେ ସାଇକେଲ୍ର ଚାହିଦା ତୀବ୍ର ବେଗରେ ବଢ଼ିଚାଲିଛି। ଅଧିକ ସଂଖ୍ୟକ ଲୋକେ ନିଜକୁ ଫିଟ୍ ରଖିବାକୁ ସାଇକେଲ୍ ଚଲାଇବାକୁ ପସନ୍ଦ…
ସକାଳୁ ଏଥିରୁ ଦୁଇମୁଠା…
ସକାଳେ ଦୁଇ ମୁଠା ବୁଟ, ମଟର ଅବା ମୁଗ ଗଜା ଚୋବାଇ ଖାଇଲେ ମିଳିଥାଏ ଅନେକ ଫାଇଦା। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ରକ୍ତରେ କୋଲେଷ୍ଟଟରଲସ୍ତର ହ୍ରାସ କରି ଏହା ହାର୍ଟ ଆଟାକ୍ରୁ ମୁକ୍ତି ଦିଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।…
କମ୍ପ୍ୟୁଟରରେ କାମ କରୁଥିଲେ ସାବଧାନ: ହୋଇପାରେ ଏହି ରୋଗ
ଲ୍ୟାପ୍ଟପ୍ ଏବଂ କମ୍ପ୍ୟୁଟର୍ ଆମ ଜୀବନକୁ ଏବେ ଯେତିକି ସହଜ କରିଛି, ତା’ଠୁ ଅଧିକ ରୋଗାକ୍ରାନ୍ତ। ଲଗାତାର ୭-୮ ଘଣ୍ଟା ଏଥିରେ କାମ କରିବା ଦ୍ୱାରା ଆଖି ଉପରେ ତ ଖରାପ ପ୍ରଭାବ ପଡ଼େ, ତା’ସହ ହାତ ଆଙ୍ଗୁଳିରେ ଅନେକ ପ୍ରକାର…
ବର୍ଷାଦିନେ ଷ୍ଟ୍ରିଟ୍ଫୁଡ୍
ମୌସୁମୀ ଆସିଲେ ପ୍ରଥମେ ସମସ୍ତଙ୍କ ମନକୁ ଆସେ ଘରେ ବସି କେମିତି ଗରମ ଗରମ ଖାଦ୍ୟର ମଜାନେବା। ଗରମ ପକୁଡ଼ି ସାଙ୍ଗକୁ ଗରମ ଚା’ ହୋଇଗଲେ ବର୍ଷାଦିନିଆ ସନ୍ଧ୍ୟା ଆଉ ସକାଳର ମଜା ଆହୁରି ଜମିଯାଏ। ହେଲେ ଏହାପରେ ବି ମନ…
ଡାଏଟ୍ରେ ସାମିଲ୍ କରନ୍ତୁ ଭିଟାମିନ୍ ବି-କମ୍ପ୍ଲେକ୍ସଯୁକ୍ତ ଖାଦ୍ୟ…
ଭିଟାମିନ୍ ବି-କମ୍ପ୍ଲେକ୍ସ ଶରୀର ପାଇଁ ବେଶ୍ ଉପଯୋଗୀ। ଏହାର ସ୍ତର ହ୍ରାସ ପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମ କଲେ ହାଲିଆ ଲାଗେ। ଏହାର ଅଭାବରେ ଡିପ୍ରେସନ ହେବାର ଆଶଙ୍କା ବଢ଼ିଥାଏ। ତେଣୁ ସୁସ୍ଥ ରହିବା ପାଇଁ ସବୁବେଳେ…
ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଫଳ
ସମଗ୍ର ବିଶ୍ୱରେ ଦିନକୁଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷର ଦୁର୍ବଳ ମେଟାବୋଲିଜିମ୍ କାରଣରୁ ଏହି ରୋଗ ହେଉଥିବାରୁ ଶରୀରରେ ସଠିକ୍ ମାତ୍ରାରେ ଇନ୍ସୁଲିନ୍ ପ୍ରସ୍ତୁତ ହୋଇପାରି ନ ଥାଏ। ଯେଉଁଥିପାଇଁ ମଧୁମେହ ରୋଗୀଙ୍କୁ ବିଶେଷ କରି ଖାଦ୍ୟପେୟ ନେଇ…
ବିଷପାନ କରିଥିବା ଲୋକଙ୍କ ଜୀବନ ରକ୍ଷା କରିବେ କେମିତି ଜାଣନ୍ତୁ…
ମଣିଷ ମାନସିକ ସ୍ଥିତି ହରାଇ ବସିଲେ ଆତ୍ମହତ୍ୟା ପରି ପଥ ବାଛି ନେଇଥାଏ। କେହି କେହି ମାନସିକ ଭାରସାମ୍ୟ ହରାଇ ବିଷପାନ ଉଦ୍ୟମ କରିଥାନ୍ତି। ତେବେ ବିଷପାନ କରିଥିବା ଲୋକଙ୍କୁ ଡାକ୍ତରଖାନା ନେବା ତ ନିହାତି ଜରୁରୀ। ମାତ୍ର ଯେ ପର୍ଯ୍ୟନ୍ତ…
ସାବଧାନ! ସମୁଦ୍ରରେ ସ୍ନାନ କଲେ ହୋଇପାରେ ଏହିସବୁ ରୋଗ
ଅଧିକାଂଶ ଲୋକ ସମୁଦ୍ରରେ ସ୍ନାନ କରିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏହାଦ୍ୱାରା ଶରୀରରେ କ’ଣ କ୍ଷତି ହୋଇଥାଏ ସେ ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣିଛନ୍ତି। ତେବେ ଆସନ୍ତୁ ଜାଣିବା ସମୁଦ୍ରରେ ସ୍ନାନ କଲେ କେଉଁ ରୋଗରେ ଆକ୍ରାନ୍ତ ହେବାକୁ ପଡ଼େ।…
ଏସିଡିଟି ସମସ୍ୟା ବି ଦୂରକରେ ଗୁପ୍ଚୁପ ପାଣି…
ଗୁପ୍ଚୁପ୍ ସ୍ବାସ୍ଥ୍ୟ ଲାଗି ଖରାପ ନୁହେଁ। ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାଠାରୁ ଦୂରେଇ ରଖେ। ଗୁପ୍ଚୁପ୍ ପାଣିରେ ତେନ୍ତୁଳି ପାଣି, ପୋଦିନା, କଳାଲୁଣ, ଜିରା, ଗୋଲମରିଚ ଆଦି ରହିଥାଏ। ଏହାକୁ ପିଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ ବୋଲି ଆମେରିକା କାରୋଲିନା…
ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ ଗ୍ରୀନ ଟି
ଗ୍ରୀନ ଟି ସ୍ବାସ୍ଥ୍ୟପକ୍ଷେ ଅଧିକ ଲାଭଦାୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା ଦାଗ, ଚର୍ମକୁଞ୍ଚନରୁ ଏହା ମୁକ୍ତି ଦେଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟର ଗୁଣ ଆଖିତଳୁ…
ସପୁରୀ ରସରେ ରହିଛି ଏପରି ଉପକାରୀ ଗୁଣ
ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଟିକେ ଅଧିକ ପରିମାଣରେ ସପୁରୀ ମିଳିଥାଏ। ଏହି ସପୁରୀ ରସ ଆଖି ପାଇଁ ବେଶ୍ ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ…
ଚଣାଡାଲି କଟଲେଟ୍
ଆବଶ୍ୟକ ସାମଗ୍ରୀ: ଭିଜା ହୋଇଥିବା ଚଣାଡାଲି ଏକକପ୍, ହଳଦୀ ଛୋଟ ଚାମଚ, ଲଙ୍କାଗୁଣ୍ଡ ପାଉଡର ଏକ ଛୋଟ ଚାମଚ, କଞ୍ଚାଲଙ୍କା ଦୁଇଟି, ରସୁଣ ୨-୩ଟି କୋଲା, ଫ୍ରାଏ ପାଇଁ ତେଲ ଓ ସ୍ବାଦ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ରାଇଣ୍ଡର…
Archives


