ଥାଇରଏଡ୍କୁ ଆୟତ୍ତ କରନ୍ତୁ ଏହି ଉପାୟରେ
ଥାଇରଏଡ୍ ସମସ୍ୟା ସାଧାରଣତଃ ଦୁଇ ପ୍ରକାରର- ହାଇପୋଥାଇରଏଡିଜିମ ଓ ହାଇପର୍ଥାଇରଏଡିଜିମ। ଥାଇରଏଡ ଗ୍ଲାଣ୍ଡ୍ରେ ସମସ୍ୟା ଯୋଗୁ ଶରୀର ଲାଗି ଆବଶ୍ୟକ ହେଉଥିବା ଥାଇରଏଡ୍ ହର୍ମୋନ କ୍ଷରଣ କମିଯିବା ଦ୍ୱାରା ହାଇପୋଥାଇରଏଡିଜିମ ଦେଖାଦିଏ। ହାଇପୋଥାଇରଏଡିଜିମରେ ଥଣ୍ଡା ଲାଗି ରହେ, ତ୍ୱଚା ଶୁଷ୍କ ହୋଇଯାଏ।…
ଆଲର୍ଜି ସମସ୍ୟା ଥିଲେ..
ଆଜିକାଲି ଆଲର୍ଜି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେବେ ଏହାଠାରୁ ନିଜକୁ ଦୂରେଇ ରଖିବା ପାଇଁ ସତର୍କ ରହିବା ନିହାତି ଜରୁରୀ। କାରଣ ପରୋକ୍ଷରେ ଏହା କେତେକ ରୋଗର କାରଣ ସାଜିଥାଏ। ଯଦି ଆପଣଙ୍କର ଆଲର୍ଜି ଅଛି ତେବେ ନିମ୍ନଲିଖିତ…
ହୃଦ୍ରୋଗୀଙ୍କ ପାଇଁ ନୂଆ ମୋବାଇଲ ଆପ୍
ଚିକିତ୍ସା ବିଜ୍ଞାନ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛି। କେବଳ ସେତିକି ନୁହେଁ, ବିଭିନ୍ନ ରୋଗର ନିଦାନ ପାଇଁ ନୂଆ ତଥା ସରଳ ଚିକିତ୍ସା ପ୍ରଣାଳୀକୁ ଚିକିତ୍ସକମାନେ ଅନୁସରଣ କରୁଛନ୍ତି। ନିକଟରେ ଭାରତ ଏବଂ ଅଷ୍ଟ୍ରେଲିଆର ଗବେଷକମାନେ ଏପରି…
ସ୍ପୋର୍ଟିଂ ରୋବୋ
ଆଜିକାଲି ରୋବୋକୁ ବିଭିନ୍ନ କାମରେ ନିୟୋଜିତ କରାଯାଉଛି। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ସହାୟତାରେ ଅପରେଶନ ପରି ଗୁରୁତ୍ୱପୂର୍ଣ୍ଣ କାମ ସମ୍ପାଦିତ ହୋଇପାରୁଛି। ନିକଟରେ ଜାପାନର ବୈଜ୍ଞାନିକମାନେ ଏକ ସ୍ପୋର୍ଟିଂ ରୋବୋ ପ୍ରସ୍ତୁତ କରିଛନ୍ତି। ଏହି ରୋବୋ ମଣିଷ…
ଆଜି ବିଶ୍ୱ ମସ୍ତିଷ୍କ ଦିବସ : ଜାଣନ୍ତୁ ‘ମାଇଗ୍ରେନ୍’ ରୋଗର କାରଣ, ନିରାକରଣ
ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ମସ୍ତିଷ୍କ ଅନ୍ୟତମ। ଏହା ସୁସ୍ଥ ରହିଲେ ଆମର ଶାରୀରିକ ପ୍ରକ୍ରିୟା ସୁଚାରୁରୂପେ ଚାଲିଥାଏ। ମସ୍ତିଷ୍କ ସମ୍ପର୍କିତ ରୋଗ, ତାହାର କାରଣ ଏବଂ ଚିକିତ୍ସା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୨କୁ…
ଲୋ ବ୍ଲଡ୍ପ୍ରେସର
ସାଧାରଣତଃ ବ୍ଲଡ୍ପ୍ରେସର ଦୁଇ ପ୍ରକାର- ଲୋ ଏବଂ ହାଇ। ଲୋ ବ୍ଲଡ୍ପ୍ରେସର ଥିଲେ କେତେକ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟ ତାଲିକାରେ ଆଇରନ୍ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ବିଶେଷ ଭାବରେ ସବୁଜ ପନିପରିବାରେ ଆଇରନ୍ ପ୍ରଚୁର ପରିମାଣରେ…
ସିଗାରେଟ୍ : ଜୀବନ ଘାତକ
‘ପ୍ରାୟ ଦୁଇ ଦଶକ ପୂର୍ବେ ସ୍ବାସ୍ଥ୍ୟ ଉପରେ ଧୂମପାନର ଭୟାବହ ପରିଣାମ କ୍ରମେ ଜଣାଗଲା । ସେଥିରୁ ଜଣାପଡ଼ିଲା ଯେ, ସିଗାରେଟ୍ ଧୂଆଁରେ ଥାଏ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ବିଷାକ୍ତ ରସାୟନ । ତନ୍ମଧ୍ୟରୁ ପ୍ରମୁଖଗୁଡ଼ିକ ହେଲା ନିକୋଟିନ୍ ,ଏସିଟୋନ, ଆମୋନିଆ,…
ହାର୍ଟ ଆଟାକ୍ରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ଚାମୁଚେ…
ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ଚାମୁଚେ ଆଲୋଭେରା ବା ଘିକୁଆଁରୀ ରସ ପିଇଲେ ବହୁ ସୁଫଳ ମିଳିଥାଏ । ଏହା ରକ୍ତସଞ୍ଚାଳନ ବୃଦ୍ଧି କରି ହାର୍ଟ ଆଟାକ୍ ଆଶଙ୍କାକୁ ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହି…
ଓଜନ ହ୍ରାସ କରିବ ମୁଗଡାଲି ପାଣି
ଡାଲିକୁ ପ୍ରୋଟିନ୍ର ପାୱାର୍ ହାଉସ୍ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ ମାଙ୍ଗାନିଜ୍, ପଟାସିୟମ୍,…
ପିମ୍ପୁଡ଼ିିଠୁ ଛୋଟ ରୋବଟ୍ ଶରୀର ଭିତରେ ଚିକିତ୍ସା କରିବ
ଓ୍ବାଶିଂଟନ,୨୧।୭: ଚିକିତ୍ସା କ୍ଷେତ୍ରରେ ରୋବଟ୍ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି। ଏବେ ବୈଜ୍ଞାନିକମାନେ ବିକାଶ କରିଥିବା ଛୋଟ ରୋବଟ୍ର ଆକାର ପିମ୍ପୁଡିଠାରୁ ବି ଛୋଟ। ବିଶ୍ୱର ସବୁଠାରୁ ଛୋଟ ଏହି ଉଡ଼ନ୍ତା…
ଭାଗ୍ୟ ଖୋଲିଦେବ ଏହି ଗଛ
ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି, ବାଡ଼ି ବଗିଚାରେ ଗଛଲତାର ଯନତ୍ ନେଲେ ଆରୋଗ୍ୟ ଲାଭ ସହ ଗ୍ରହଦୋଷ ମଧ୍ୟ କଟିଯାଏ। ତେବେ ଘରେ କେଉଁସବୁ ଗଛ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ସେ ସମ୍ପର୍କରେ… + ଲାଜକୁଳି ଲତା ଯଦି…
ପେଟଜନିତ ସମସ୍ତ ସମସ୍ୟା ଦୂର କରେ ଏହି ଯୋଗାସନ
ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗାସନର ମହତ୍ତ୍ୱ ଅଲଗା। ଏମିତି କିଛି ଯୋଗାସନ ରହିଛି ଯାହାକୁ ନିୟମିତ ଅଭ୍ୟାସ କଲେ ଆମେ ଫିଟ୍ ରହିପାରିବା। କିଛି ଆସନ ମଧ୍ୟରୁ ‘ଗୋରକ୍ଷାସନ’ହେଉଛି ଗୋଟିଏ। ଏହି ଯୋଗାସନ ନିମୟିତ କଲେ ସମସ୍ତ ପେଟରୋଗ ଜନିତ…
Archives


