ବର୍ଷାଦିନିଆ ତ୍ୱଚାର ଯତ୍ନ ସମ୍ପର୍କରେ କିଛି ଟିପ୍ସ
ବର୍ଷାଋତୁରେ ଅନେକ ତ୍ୱଚା ସମସ୍ୟା ଦେଖାଯାଇଥାଏ। କେବଳ ତରୁଣୀ ନୁହନ୍ତି, ଏହି ସମସ୍ୟା ପୁରୁଷମାନଙ୍କଠାରେ ମଧ୍ୟ ଦେଖାଯାଇଥାଏ। କିନ୍ତୁ କିଶୋରୀମାନେ ଏହାକୁ ନେଇ ଅଧିକ ଚିନ୍ତିତ ଥିବାବେଳେ ଅଧିକାଂଶ ଯୁବକଙ୍କ ଏଥିପ୍ରତି ନଜର ନ ଥାଏ। ସେମାନେ ଭାବନ୍ତି ତ୍ୱଚାର...
ପେଟ ସମସ୍ୟାରୁ ମୁକ୍ତି ଦେବା ସହ ତ୍ୱଚାକୁ ସୁନ୍ଦର ରଖିଥାଏ ଭେଣ୍ଡି
ଭେଣ୍ଡି ଖାଇବାକୁ କେତେଜଣଙ୍କୁ ପସନ୍ଦ ହୋଇଥିବା ବେଳେ ଅନ୍ୟ କେତେଜଣ ଏହା ଲାଳୁଆ ଲାଗୁଥିବା କାରଣଯୋଗୁ ଖାଇବାକୁ ପସନ୍ଦ କରି ନ ଥାନ୍ତି। ମାତ୍ର ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ। ପେଟ ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ...
ସିଗାରେଟ୍ ପିଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ଶୁକ୍ରାଣୁ ହୋଇଥାଏ କମ୍
ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା ଦେଖାଯାଏ। ତେବେ ଯଦି ଆପଣ ସିଗାରେଟ୍ ପିଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ। କାରଣ...
ଉପକାରୀ ଜାମୁକୋଳି, ଖାଇଲେ ଦୂର ହୁଏ ଏହିସବୁ ରୋଗ
ଜାମୁକୋଳି ଶରୀର ପାଇଁ ବହୁ ଉପକାରୀ। ଏଥିରୁ ମିଳୁଥିବା ମିନେରାଲ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ। ଏହାକୁ ଖାଇଲେ ରକ୍ତଚାପ, ମଧୁମେହ, ପେଟରୋଗ ପରି ଅନେକ ରୋଗ ଭଲ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ୍ ଉପକାରୀ। ମୁଠାଏ...
ତଳିପାଦ ମୋଡ଼ି ହୋଇଯାଇଥିଲେ କରନ୍ତୁ ଏପରି, ମିଳିବ ଆରାମ
ତଳିପାଦ ମୋଡ଼ି ହୋଇଗଲେ ଏହାକୁ ହାଲୁକା ମନେ କରନ୍ତୁ ନାହିଁ। କାରଣ ଭବିଷ୍ୟତରେ ଏହା ଅନେକ ସମସ୍ୟା ସୃଷ୍ଟି କରିବ। ଦୀର୍ଘଦିନ ଧରି ଦରଜ ରହିବା ସହିତ ଚଲାବୁଲା କରିବାରେ ଅସୁବିଧା ଭୋଗ କରିବେ। ଏକ ପରୀକ୍ଷାରୁ ଜଣାପଡ଼ିଛି, ତଳିପାଦ...
କ୍ୟାନସର୍ ଆଶଙ୍କା ହ୍ରାସ କରିବ ସାଇକେଲିଂ
ମହଙ୍ଗା ବାଇକ୍ ଏବଂ ବିଳାସପୂର୍ଣ୍ଣ କାର୍ ସବୁବେଳେ ଷ୍ଟାଟସ୍ ସିମ୍ବଲ ହୋଇରହିଛି। କିନ୍ତୁ ଏବେ ସ୍ବାସ୍ଥ୍ୟ ପ୍ରତି ସଚେତନ ଲୋକଙ୍କ ମଧ୍ୟରେ ସାଇକେଲ୍ର ଚାହିଦା ତୀବ୍ର ବେଗରେ ବଢ଼ିଚାଲିଛି। ଅଧିକ ସଂଖ୍ୟକ ଲୋକେ ନିଜକୁ ଫିଟ୍ ରଖିବାକୁ ସାଇକେଲ୍ ଚଲାଇବାକୁ...
ସକାଳୁ ଏଥିରୁ ଦୁଇମୁଠା…
ସକାଳେ ଦୁଇ ମୁଠା ବୁଟ, ମଟର ଅବା ମୁଗ ଗଜା ଚୋବାଇ ଖାଇଲେ ମିଳିଥାଏ ଅନେକ ଫାଇଦା। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ରକ୍ତରେ କୋଲେଷ୍ଟଟରଲସ୍ତର ହ୍ରାସ କରି ଏହା ହାର୍ଟ ଆଟାକ୍ରୁ ମୁକ୍ତି ଦିଏ ବୋଲି ଆୟୁର୍ବେଦରେ ଉଲ୍ଲେଖ...
କମ୍ପ୍ୟୁଟରରେ କାମ କରୁଥିଲେ ସାବଧାନ: ହୋଇପାରେ ଏହି ରୋଗ
ଲ୍ୟାପ୍ଟପ୍ ଏବଂ କମ୍ପ୍ୟୁଟର୍ ଆମ ଜୀବନକୁ ଏବେ ଯେତିକି ସହଜ କରିଛି, ତା’ଠୁ ଅଧିକ ରୋଗାକ୍ରାନ୍ତ। ଲଗାତାର ୭-୮ ଘଣ୍ଟା ଏଥିରେ କାମ କରିବା ଦ୍ୱାରା ଆଖି ଉପରେ ତ ଖରାପ ପ୍ରଭାବ ପଡ଼େ, ତା’ସହ ହାତ ଆଙ୍ଗୁଳିରେ ଅନେକ...
ବର୍ଷାଦିନେ ଷ୍ଟ୍ରିଟ୍ଫୁଡ୍
ମୌସୁମୀ ଆସିଲେ ପ୍ରଥମେ ସମସ୍ତଙ୍କ ମନକୁ ଆସେ ଘରେ ବସି କେମିତି ଗରମ ଗରମ ଖାଦ୍ୟର ମଜାନେବା। ଗରମ ପକୁଡ଼ି ସାଙ୍ଗକୁ ଗରମ ଚା’ ହୋଇଗଲେ ବର୍ଷାଦିନିଆ ସନ୍ଧ୍ୟା ଆଉ ସକାଳର ମଜା ଆହୁରି ଜମିଯାଏ। ହେଲେ ଏହାପରେ ବି...
ଡାଏଟ୍ରେ ସାମିଲ୍ କରନ୍ତୁ ଭିଟାମିନ୍ ବି-କମ୍ପ୍ଲେକ୍ସଯୁକ୍ତ ଖାଦ୍ୟ…
ଭିଟାମିନ୍ ବି-କମ୍ପ୍ଲେକ୍ସ ଶରୀର ପାଇଁ ବେଶ୍ ଉପଯୋଗୀ। ଏହାର ସ୍ତର ହ୍ରାସ ପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମ କଲେ ହାଲିଆ ଲାଗେ। ଏହାର ଅଭାବରେ ଡିପ୍ରେସନ ହେବାର ଆଶଙ୍କା ବଢ଼ିଥାଏ। ତେଣୁ ସୁସ୍ଥ ରହିବା ପାଇଁ...
ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଫଳ
ସମଗ୍ର ବିଶ୍ୱରେ ଦିନକୁଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷର ଦୁର୍ବଳ ମେଟାବୋଲିଜିମ୍ କାରଣରୁ ଏହି ରୋଗ ହେଉଥିବାରୁ ଶରୀରରେ ସଠିକ୍ ମାତ୍ରାରେ ଇନ୍ସୁଲିନ୍ ପ୍ରସ୍ତୁତ ହୋଇପାରି ନ ଥାଏ। ଯେଉଁଥିପାଇଁ ମଧୁମେହ ରୋଗୀଙ୍କୁ ବିଶେଷ କରି ଖାଦ୍ୟପେୟ...
ବିଷପାନ କରିଥିବା ଲୋକଙ୍କ ଜୀବନ ରକ୍ଷା କରିବେ କେମିତି ଜାଣନ୍ତୁ…
ମଣିଷ ମାନସିକ ସ୍ଥିତି ହରାଇ ବସିଲେ ଆତ୍ମହତ୍ୟା ପରି ପଥ ବାଛି ନେଇଥାଏ। କେହି କେହି ମାନସିକ ଭାରସାମ୍ୟ ହରାଇ ବିଷପାନ ଉଦ୍ୟମ କରିଥାନ୍ତି। ତେବେ ବିଷପାନ କରିଥିବା ଲୋକଙ୍କୁ ଡାକ୍ତରଖାନା ନେବା ତ ନିହାତି ଜରୁରୀ। ମାତ୍ର ଯେ...
Archives


