ପ୍ଲାଷ୍ଟିକ୍ କପ୍ରେ ଚା’ ପିଉଥିଲେ ହୁଅନ୍ତୁ ସାବଧାନ…
କେତେକଙ୍କର ଚା’ ପିଇବା ଅଭ୍ୟାସ ଥାଏ। ତେବେ ବାହାରେ ପ୍ଲାଷ୍ଟିକ୍ କପ୍ରେ ଚା’ ପିଉଥିଲେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କାରଣ ଏହା ମଧ୍ୟରେ ଥିବା ପ୍ଲାଷ୍ଟିକ୍ କୋଟିଂ ତାପମାତ୍ରା ଯୋଗୁ ଏକ ପ୍ରକାର ପ୍ରତିକ୍ରିୟା କରିଥାଏ। ଏଥିରୁ ସୃଷ୍ଟି ହେଉଥିବା…
ଅଧିକ ହଳଦୀ କ୍ଷତିକାରକ
ହଳଦୀ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତଙ୍କୁ ଜଣା। ସେଥିପାଇଁ ତାକୁ ରୋଷେଇ ଘରର ଭଲ ମସଲା ବୋଲି କୁହାଯାଏ। ହେଲେ ଏବେ ଗବେଷକମାନେ କହିଛନ୍ତି ଅତ୍ୟଧିକ ହଳଦୀ ବ୍ୟବହାର ଶରୀର ପାଇଁ କ୍ଷତିକାରକ। -ହଳଦୀରେ ରହିଛି କର୍କକ୍ୟୁମିନ। ଯାହା ଶରୀର…
ରାତିରେ ଏସବୁ ଖାଦ୍ୟ ଖାଇଲେ ବଢ଼ିଯାଏ ଓଜନ
ଆଜିକାଲି ଓଜନ ବଢ଼ିବା ସମସ୍ୟା ନେଇ ପ୍ରାୟ ସମସ୍ତେ ଚିନ୍ତିତ। ଏମିତି କିଛି ଖାଦ୍ୟ ରହିଛି ଯାହାକୁ ରାତିରେ ଶୋଇବା ପୂର୍ବରୁ ଖାଇଲେ ଓଜନ ବଢ଼ିବାର ଆଶଙ୍କା ରହିଥାଏ। ଜାଣନ୍ତୁ ଏ ସମ୍ପର୍କରେ… – କଦଳୀ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।…
ହାର୍ଟ ଆଟାକ୍ରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ…
ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଗ୍ରୀନ ପିଆଜ ଶଣ୍ଢା ଅନେକ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍ ପିଆଜ ଶଣ୍ଢା ରସ ପିଇଲେ ହାର୍ଟ ଆଟାକ୍ରୁ ମୁକ୍ତି ମିଳେ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା…
କ’ଣ ଆପଣଙ୍କ ସଫଳତା ଦେଖି ଚିଡୁଛନ୍ତି କି ପାର୍ଟନର..
ଅନେକ ସମୟରେ ଆପଣଙ୍କ ସଫଳତାରେ ପାର୍ଟନର ଖୁସି ହେବା ଅପେକ୍ଷା ଅଧିକ ଚିଡ଼ିବା ଭଳି ମନେ ହୋଇଥାଏ। ଏଥିଯୋଗୁ ଉଭୟଙ୍କ ଭିତରେ ମନୋମାଳିନ୍ୟ ସୃଷ୍ଟି ହେବା ସହ ସମ୍ପର୍କରେ ଧୀରେ ଧୀରେ ଦୂରତ୍ୱ ବୃଦ୍ଧି ପାଇଥାଏ। ଶେଷରେ ଏହା ସମ୍ପର୍କକୁ ଶେଷ…
ମାନସିକ ଚିନ୍ତାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…
ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା ଚିନ୍ତା ଦୂରେଇ ଯାଏ। ଅତିକମ୍ରେ ପ୍ରତିଦିନ ୩ କିଲୋମିଟର ଏବଂ ସପ୍ତାହକୁ ୫ ଦିନ…
ଭୁଲରେ ବି ବର୍ଷାଦିନେ ଖାଆନ୍ତୁନି ବାଇଗଣ
ବର୍ଷାଦିନେ ଖାଦ୍ୟପେୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଏହି ଦିନଗୁଡିକରେ ସବୁଠାରୁ ଅଧିକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ଏହି ଦିନଗୁଡ଼ିକରେ ସୂର୍ଯ୍ୟକିରଣ କମ୍ ପଡ଼ୁଥିବାରୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ। ତେବେ…
ଆଖି ଥାଏ ସବୁବେଳେ ଜାଗ୍ରତ…
ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ନିଦ୍ରାରେ ଥିବାବେଳେ କେବଳ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଦୀର୍ଘଦିନ ଧରି ଗବେଷଣା କରିବା ପରେ ସେମାନେ ଏସମ୍ପର୍କିତ ରିପୋର୍ଟରେ ଏହା…
ମା’ବାପା ପିଲାମାନଙ୍କୁ ଶିଖାନ୍ତୁ ଏହି ସବୁ ବ୍ୟବହାର: ଯାହା ଭବିଷ୍ୟତରେ ହେବ ବରଦାନ ସଦୃଶ
ମା’ବାପା ପିଲାମାନଙ୍କର ସବୁଠୁ ପ୍ରିୟ ହୋଇଥା’ନ୍ତି। ତେବେ ମା’ବାପା ହେବା କୌଣସି ସହଜ କଥା ନୁହେଁ। ପିଲାଙ୍କୁ ଛୋଟରୁ ବଡ଼ କରି ସେମାନଙ୍କୁ ଭଲ ନୀତି, ଆଦର୍ଶ ଶିକ୍ଷା ଦେଇ ଗଢ଼ିବାରେ ଅଭିଭାବକଙ୍କ ଅନେକ ଭୂମିକା ରହିଛି। ଯେପରି ପିଲାମାନଙ୍କ ଉତ୍ତମ…
କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…
ପ୍ରତିଦିନ ସକାଳେ ଅଧା କପ୍ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ହଷ୍ଟନ ବିଶ୍ୱବିଦ୍ୟାଳୟରେ ହୋଇଥିବ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।…
ନିଦ୍ରାହୀନତା ସମସ୍ୟା ପାଇଁ ଦାୟୀ କଫି
ଖବରଟି କଫି ପ୍ରେମୀଙ୍କୁ ନିରାଶ ଦେଇପାରେ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁ ଲୋକମାନେ ଦୈନନ୍ଦିନ ଦୁଇ କପ୍ କଫି ପିଅନ୍ତି, ସେମାନଙ୍କଠାରେ ଭବିଷ୍ୟତରେ ନିଦ୍ରାହୀନତା ସମସ୍ୟା ଦେଖାଦେଇପାରେ। ଗବେଷଣା ଅନୁସାରେ, କଫି ପିଇବା ଦ୍ୱାରା ଲୋକଙ୍କ ମସ୍ତିଷ୍କର ଏଭଳି ଅଂଶ ସଙ୍କୁଚିତ…
ବିପଜ୍ଜନକ ହୋଇପାରେ ହ୍ୟାଣ୍ଡ୍ ସାନିଟାଇଜର୍
ଯଦି ପରିଷ୍କାର ପରିଚ୍ଛନ୍ନ ଏବଂ କୀଟାଣୁ ଭୟରେ ସାବୁନ ପରିବର୍ତ୍ତେ ହ୍ୟାଣ୍ଡ୍ସାନିଟାଇଜର୍ର ବ୍ୟବହାର କରୁଛନ୍ତି, ତେବେ ଖବର ଆପଣଙ୍କୁ ଚିନ୍ତାରେ ପକାଇପାରେ। ସାଧାରଣତଃ ଦେଖାଯାଇଥାଏ, ହାତ ପରିଷ୍କାର କରିବାକୁ ବର୍ତ୍ତମାନ ସମୟରେ ବିଭିନ୍ନ ବ୍ରାଣ୍ଡ୍ର ହ୍ୟାଣ୍ଡ୍ସାନିଟାଇଜର୍ ବ୍ୟବହାର କରାଯାଉଛି। କିନ୍ତୁ ଏହାର…
Archives


