ଲୁଣପାଣିରେ ଗାଧୋଇଲେ ତ୍ୱଚାରେ ଆସିଥାଏ ଚମକ
ଲୁଣ ବିନା ଖାଦ୍ୟ ସ୍ବାଦହୀନ। ଲୁଣ ବେଶି ହେଲେ ଖାଇହେବ ନାହିଁ କିମ୍ବା କମିଗଲେ ମଧ୍ୟ ଖାଇହେବ ନାହିଁ। ଲୁଣ ଆମ ଦୈନନ୍ଦିନ ଜୀବନରେ ଖୁବ୍ ଦରକାରୀ। କେବଳ ଖାଦ୍ୟ ପାଇଁ ନୁହେଁ, ଏହା ତ୍ୱଚା ପାଇଁ ମଧ୍ୟ ଖୁବ୍ ଉପକାରୀ।…
ବହୁ ଉପକାରୀ ଛେଳି କ୍ଷୀର, ଭଲ ହୋଇଥାଏ ଏସବୁ ରୋଗ
କ୍ଷୀର ସ୍ବାସ୍ଥ୍ୟ ପ୍ରତି ବହୁ ଉପକାରୀ। ଏଥିରେ କ୍ୟାଲସିୟମ, ପ୍ରୋଟିନ୍, ପଟାସିୟମ ଏବଂ ଭିଟାମିନ୍ ଡି ପ୍ରଚୁରମାତ୍ରାରେ ରହିଛି। ଅଧିକାଂଶ ଲୋକ ଗାଈ, ମଇଁଷି କ୍ଷୀର ପିଇଥାନ୍ତି। କିନ୍ତୁ ଛେଳି କ୍ଷୀର ବି ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏହା ଇମିନୋ…
ପନିର ନୁରାନି
ପର୍ଯ୍ୟଟନ ସହର ପୁରୀରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ । ବଳିଆପଣ୍ଡାସ୍ଥିତ ହୋଟେଲ ଲକି ଇଣ୍ଡିଆ ରୟାଲ ହେରିଟେଜରେ ଗ୍ରାହକଙ୍କୁ ସୁସ୍ବାଦୁ ବ୍ୟଞ୍ଜନ ପ୍ରଦାନ କରାଯାଏ । ଏଠାରେ ଉଭୟ…
ଏସିଡିଟି ସମସ୍ୟାର ସମାଧାନ ହାତ ପାଆନ୍ତାରେ…
ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଯୋଗୁ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। ସକାଳୁ ଖାଲି ପେଟରେ ଲାଉ ରସ ପିଇଲେ ଏସିଡିଟି ସମସ୍ୟାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ…
ଡାଇବେଟିସ୍, ରକ୍ତଚାପରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏସବୁ
ଆଜିକାଲି ଡାଇବେଟିସ୍, ରକ୍ତଚାପରେ ଅଧିକାଂଶ ପୀଡ଼ିତ। ସ୍ବାସ୍ଥ୍ୟ ହିଁ ସମ୍ପଦ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏମିତି କିଛି ଖାଦ୍ୟ ଉପରେ ଧ୍ୟାନ ଦେଲେ ନିରୋଗ ରହିବେ। ଏକ ରିପୋର୍ଟରୁ ପ୍ରକାଶ ଯେ, ଡାଇବେଟିସ୍, ରକ୍ତଚାପ ନିୟନ୍ତ୍ରଣ ପାଇଁ ଆତ,…
ସୁଗାର ଫ୍ରି’ ନୁହେଁ ବ୍ରାଉନ ରାଇସ୍
ବଜାରରେ ଚଢ଼ାଦରରେ ମିଳୁଥିବା ବ୍ରାଉନ ରାଇସ୍ ସୁଗାର ଓ କୋଲେଷ୍ଟରଲ ମୁକ୍ତ ଥିବା ଦର୍ଶାଯାଇଥାଏ । କିନ୍ତୁ ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ମାଡ୍ରାସ ଡାଇବେଟିଜ୍ ରିସର୍ଚ୍ଚ ଫାଉଣ୍ଡେସନ (ଏମ୍ଡିଆର୍ଏଫ୍) ପ୍ରକାଶ କରିଛି। ଚାଉଳ ସୁଗାର-ଫ୍ରି ହୋଇପାରିବ ନାହିଁ ବୋଲି…
ମାନସିକ ଶାନ୍ତି ପାଇବାକୁ ଚାହୁଁଛନ୍ତି;ଆପଣାନ୍ତୁ ଏହି ସହଜ ଉପାୟ…
ପ୍ରତିଦିନ ସକାଳେ ସାଇକେଲ ଚଳାଇଲେ ଶରୀର ଫିଟ୍ ରହିବା ସହିତ ମାନସିକ ଚାପ ହ୍ରାସ ପାଇ ଚିନ୍ତା ଦୂରେଇ ଯାଏ। ସାଇକେଲ ଚଳାଇବା ପାଇଁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଶିକ୍ଷାର୍ଥୀମାନଙ୍କ କ୍ଷେତ୍ରରେ ଏହା ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ନିୟମିତ ୨ରୁ ୩…
ସ୍ବାସ୍ଥ୍ୟ ପାଇଁ ଉପକାରୀ ଶାଗୁଦାନା
ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ କେତେକେ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି! ଏସମୟରେ ଶାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି ସ୍ବାସ୍ଥ୍ୟ ପାଇଁ ତାହା ଅଧିକ ନିରାମୟ ଏବଂ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି…
ପେଟରୁ ଫ୍ୟାଟ୍ କମାଏ ଏହି ପାନୀୟ
ସୁପର୍ ଫୁଡ୍ ଗାଜରରେ ଅତ୍ୟଧିକ ଫାଇବର୍ ରହିଛି। ଏକ ଗ୍ଲାସ୍ ଗାଜର ରସ ସକାଳୁ ପିଇଲେ ମଧ୍ୟାହ୍ନ ଯାଏ ଭୋକ ଲାଗେନାହିଁ। ଗାଜର ରସରେ ବାଇଲ୍ ଥିବାରୁ ଏହା ପେଟରୁ ଫ୍ୟାଟ କମାଇଦିଏ। ଲେମ୍ବୁରସରୁ ଖୁବ୍ କମ୍ କ୍ୟାଲୋରି ମିଳେ। ଏଣୁ…
ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ
ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ। କିନ୍ତୁ ଜାଣିଛନ୍ତି କି, ଦ୍ୱିତୀୟ ଥର ଗରମ କରି ଖାଉଥିବା ଖାଦ୍ୟ ଆମ ଶରୀର…
ବର୍ଷାଦିନେ ମହିଳାଙ୍କ ଟେନଶନ୍, କ’ଣ ପିନ୍ଧିବେ
ବର୍ଷାଦିନେ ମହିଳାଙ୍କ ଟେନଶନ୍ ବଢ଼ିଯାଏ ଯେ କ’ଣ ପିନ୍ଧିବେ ଓ ପିନ୍ଧିବେନି। ଯାହା ସେମାନଙ୍କୁ ଷ୍ଟାଇଲିଶ୍ କରିବା ସହିତ ଫ୍ୟାଶନ୍ ସହିତ ଯୋଡ଼ି ରଖେ। ଏଥିପାଇଁ ଆଜି ଆପଣଙ୍କ ଲାଗି ଫ୍ୟାଶନ୍ ଟିପ୍ସ ଦେଉଛୁ ଯାହାର ସାହାଯ୍ୟ ନେଇ ନିଜକୁ ଷ୍ଟାଇଲିଶ୍…
ହାଣ୍ଡି ପନିର
ଆବଶ୍ୟକ ସାମଗ୍ରୀ: ପନିର (୨୦୦ଗ୍ରାମ୍), ଅଳ୍ପ ପରିମାଣର ଅଦା(ଘସା ହୋଇଥିବା), ହଳଦୀଗୁଣ୍ଡ (ଅଧା ଚାମଚ), ଗରମ ମସଲା (ଅଧା ଚାମଚ), ଟମାଟୋ (ଗୋଟିଏ), ଗୋଲମରିଚ ଗୁଣ୍ଡ (ଅଳ୍ପ ପରିମାଣର), ୩ଟି ଛୋଟ ଆକାରରେ କଟା ହୋଇଥିବା ପିଆଜ, ଦହି (ଅଧାକପ୍), ଛୋଟ…
Archives


