ଜୀବନଚର୍ଯ୍ୟା

ବାୟୁ ପ୍ରଦୂଷଣ ବଢାଉଛି ଗର୍ଭପାତ ଆଶଙ୍କା

ବାୟୁ ପ୍ରଦୂଷଣ ସଂସ୍ପର୍ଶରେ କିଛି ସମୟ ପାଇଁ ଆସିଲେ, ଗର୍ଭପାତ ଆଶଙ୍କା ବଢୁଥିବା ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଯୋଗୁ ଆଜ୍‌ମାଠୁ ନେଇ ସମୟପୂର୍ବ ପ୍ରସବ ପର୍ଯ୍ୟନ୍ତ ସମସ୍ୟା ବଢ଼ିବାରେ ଲାଗିଛି। ଏହାସହ ଗବେଷଣାରେ ବାୟୁ ପ୍ରଦୂଷଣ ଯୋଗୁ…

ବ୍ୟାୟାମ କଲେ ବୃଦ୍ଧିପାଏ ବୟସ୍କଙ୍କ ସ୍ମରଣ ଶକ୍ତି

ନ୍ୟୁୟର୍କ:  ବ୍ୟାୟାମ କଲେ ବୟସ୍କମାନଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଓ ସ୍ମରଣ ଶକ୍ତି ବୃଦ୍ଧି ପାଏ  । ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି। ଗବେଷଣାରେ ୬୦ରୁ ୮୦ ବର୍ଷ ବୟସ ମଧ୍ୟରେ ୩୪ ଜଣଙ୍କୁ ସାମିଲ କରାଯାଇଥିଲା। ଏହି…

୨ ବର୍ଷର କମ୍‌ ଶିଶୁଙ୍କୁ ଫଳ ରସ ଦେଉଛନ୍ତି କି, ତାହେଲେ ହୋଇଯାଆନ୍ତୁ ସାବଧାନ

ଫଳ ରସ ପିଇବା ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃ୍‌ଦ୍ଧ ଯାଏଁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହାଦ୍ୱାରା ଜରୁରୀ ପୋଷକ ତତ୍ତ୍ୱ ମିଳିବା ସହ ଶରୀରରେ ପାଣିର ଅଭାବକୁ ମଧ୍ୟ ଦୂର କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଛୋଟ…

ଜାଣି ରଖନ୍ତୁ…

ବର୍ଷାଦିନେ ପିଲାଙ୍କ ଦେହରେ ଫଙ୍ଗାଲ୍‌ ଓ ରିଙ୍ଗଓ୍ବର୍ମ ଇନ୍‌ଫେକ୍ସନର ଆଶଙ୍କା ଅଧିକ। ଏହା ଅପରିସ୍କାର ପାଣି କିମ୍ବା ପୋଷା ଜୀବଜନ୍ତୁଙ୍କ ଯୋଗୁ ହୋଇପାରେ। ତେଣୁ ଏଦିନେ ପିଲାଙ୍କୁ ଜୀବଜନ୍ତୁଙ୍କ ଠାରୁ ଦୂରେଇ ରଖନ୍ତୁ। ସେମାନଙ୍କ ପୋଷାକ ଆଣ୍ଟିସେପ୍ଟିକ୍‌ କିମ୍ବା ମେଡିକେଟେଡ୍‌ ସଲ୍ୟୁଶନ୍‌ରେ…

ବାମ୍ବୁ ଚିକେନ ବିରିୟାନି

ଆବଶ୍ୟକ ସାମଗ୍ରୀ: ୫୦୦ ଗ୍ରାମ୍‌ ଚିକେନ୍‌, ୨ କପ୍‌ ବାସ୍‌ମତି ଚାଉଳ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ୧/୨ ଚାମଚ ହଳଦୀଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଧନିଆ ପାଉଡର, ୧/୨ ଚାମଚ ଜିରା, ଏକ ଚାମଚ ବିରିୟାନି ମସଲା,…

ମହିଳାଙ୍କ ଲାଗି ଆପ୍‌

ବର୍ତ୍ତମାନ ଛୋଟରୁ ବଡ଼, ପୁରୁଷଠୁ ମହିଳା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ମୋବାଇଲ ଫୋନ୍‌ । ଆଉ ସମସ୍ତଙ୍କ ଆବଶ୍ୟକତା ତଥା ରୁଚିକୁ ଦେଖି ଭିନ୍ନ ଭିନ୍ନ ଆପ୍ଲିକେଶନ ମଧ୍ୟ ଡାଉନ୍‌ାଲାଡ୍‌ କରି ବ୍ୟବହାର କରି ହେଉଛି। ତେବେ ଏଭଳି…

ଗର୍ଭାବସ୍ଥାରେ ଟର୍ଚ୍ଚ ସଂକ୍ରମଣ

ଗର୍ଭାବସ୍ଥା ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ଲାଗି ବେଶ୍‌ ସମ୍ବେଦନଶୀଳ ସମୟ। ଏ ସମୟରେ ସାମାନ୍ୟ ଅସୁବିଧା ଉଭୟଙ୍କ ଜୀବନ ପ୍ରତି ବିପଦପୂର୍ଣ୍ଣ। ଠିକ୍‌ ସେଭଳି ଏକ ସମସ୍ୟା ହେଉଛି ଏହି ଅବସ୍ଥାରେ ଟର୍ଚ୍ଚ ସଂକ୍ରମଣ, ଯାହାକି ଶିଶୁର ବିକଳାଙ୍ଗତା…

କ୍ୟାଣ୍ଡେଲ ମସାଜ ଥେରାପି

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଶରୀରକୁ ଫିଟ୍‌ ରଖିବା ଲାଗି ଅଧିକାଂଶ ବିଭିନ୍ନ ମସାଜ ଥେରାପି ଆପଣାଉଥିବା ଦେଖିବାକୁ ମିଳୁଛି। ଯାହା ଭିତରୁ ବର୍ତ୍ତମାନ ଖୁବ୍‌ ଡିମାଣ୍ଡରେ ରହିଛି କ୍ୟାଣ୍ଡେଲ ମସାଜ। ଜାଣିରଖନ୍ତୁ, ସୌନ୍ଦର୍ଯ୍ୟ ସହ ଏହାର ସ୍ବାସ୍ଥ୍ୟ ପ୍ରତି ଥିବା…

ଜଙ୍କ୍‌ ଫୁଡ୍‌ ଅଧିକ ଖାଇଲେ ଅବସାଦ ଆଶଙ୍କା ବଢେ

ଫାଷ୍ଟ୍‌ ଫୁଡ୍‌, କେକ୍‌ ଏବଂ ଜଙ୍କ୍‌ ଫୁଡ୍‌ର ମାତ୍ରାଧିକ ସେବନ ଅବସାଦ ଆଶଙ୍କା ବୃଦ୍ଧିର ମୁଖ୍ୟ କାରଣ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରିଟେନ୍‌ର ମାଞ୍ଚେଷ୍ଟର୍‌ ମେଟ୍ରୋପଲିଟାନ୍‌ ୟୁନିଭର୍ସିଟିର ଗବେଷକମାନେ ଜାଣିବାକୁ ପାଇଛନ୍ତି, ଛାତିରେ ଜ୍ୱଳନ ଉପତ୍ନ୍ନ କରୁଥିବା ଆହାର ଯେଉଁଥିରେ…

ଓ୍ବାଟରପ୍ରୁଫ୍‌ ମୋଜା

ମୋଜା, ପୁଣି ଓ୍ବାଟରପ୍ରୁଫ୍‌-ଏ କଥାକୁ ହୁଏ ତ ଅନେକେ ବିଶ୍ୱାସ କରିବା କଷ୍ଟକର ହୋଇପାରେ। ହେଲେ ସେପରି ଏକ ମୋଜା ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି। ଏଭଳି ମ୍ୟାଜିକ୍‌ ମୋଜାକୁ ଜାପାନର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି। ବିଶେଷଭାବରେ ବର୍ଷାଦିନେ…

ଲ୍ୟୁକେମିଆର ସହଜ ଚିକିତ୍ସା

ଲ୍ୟୁକେମିଆ ରୋଗୀଙ୍କ ପାଇଁ ଖୁସି ଖବର। ଏହି ରୋଗର ଏକ ସରଳ ଚିକିତ୍ସା ପ୍ରଣାଳୀ ନିକଟରେ ଉଦ୍ଭାବିତ ହୋଇଛି। ଦୀର୍ଘ ୫ବର୍ଷ ଗବେଷଣା କରି ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏପରି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ମଣିଷ ଶରୀରରେ ଏପରି ଏକ ସ୍ବତନ୍ତ୍ର…

ସନ୍ତୁଳିତ ଓଜନ ପାଇଁ..

ଆଜିକାଲି ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା। ଏହାକୁ ନିୟନ୍ତ୍ରଣରେ ନ ରଖିଲେ ତାହା ପରୋକ୍ଷରେ କେତେକ ରୋଗର କାରଣ ସାଜିଥାଏ। ତେଣୁ ଏଥିପାଇଁ ମେଦବହୁଳ ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡ଼େ। ଓଜନକୁ ସନ୍ତୁଳିତ ରଖିବାର ଏକ ସହଜ ତଥା ସରଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri