ଜୀବନଚର୍ଯ୍ୟା

ରାତି ଅନିଦ୍ରା ବଢ଼ାଇଥାଏ ବିଷାଦ

ଦିନସାରା ମନ ଅଶାନ୍ତ ରହୁଛି କି? ସାମାନ୍ୟ କଥାରେ ରାଗି ଯାଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଶୋଇବା ସମୟ ବ୍ୟତିକ୍ରମ ପାଇଁ ହୋଇଥାଇପାରେ। କାରଣ ଅନେକ ସମୟରେ ଶୋଇବା ଓ ଉଠିବା ସମୟରେ ବ୍ୟତିକ୍ରମ ହେଲେ ଶାରୀରିକ…

ସକାଳେ ପିଇଲେ ମଲ୍ଲୀ ପତ୍ର ରସ ମିଳିବ ଏସବୁ ଫାଇଦା…

ନିୟମିତ ମଲ୍ଲୀ ପତ୍ର ରସ ଚାମୁଚେ ପିଇଲେ ଅନେକ ଉପକାର ମିଳିଥାଏ। ଏହା କୃମି ନାଶ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଚର୍ମ ରୋଗରେ ଏହାକୁ ଦେହରେ ମାଲିସ କଲେ ସୁଫଳ ମିଳିଥାଏ। ପାଟି ଘା’କୁ ଏହା ଭଲ କରିଥାଏ।…

କିଡ୍‌ନୀ ଖରାପ ଥିଲେ ଦେଖାଦିଏ ଏସବୁ ଲକ୍ଷଣ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଲୋକେ ନାନା ରୋଗର ଶିକାର ହେଉଛନ୍ତି। ବିଶେଷ କରି କିଡ୍‌ନୀ ସମସ୍ୟା ଏବେ ଚିନ୍ତାର କାରଣ ହୋଇଛି। ତେବେ କିଡ୍‌ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଦେଇଥାଏ। ଯଥାଶୀଘ୍ର…

୫ ଜିନିଷ ଯୋଗୁ ମସ୍ତିଷ୍କ ହୁଏ ବିକଶିତ

ଶରୀର ସହ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିବା ନିହାତି ଜରୁରୀ। ତେବେ ଏହାର ବିକାଶ ଲାଗି ୫ ଜିନିଷ ସବୁଠୁ ଦରକାରୀ ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ… ବ୍ରୋକଲି: ସବୁ ପରିବା ମଧ୍ୟରୁ ବ୍ରୋକଲିରେ ଅଧିକ ପୋଷକତତ୍ତ୍ୱ ଥାଏ। ଏହା ସ୍ବାସ୍ଥ୍ୟ…

ଫ୍ରିଜ୍‌ରେ ବଟର୍‌ ରଖୁଛନ୍ତି କି…

ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି ଦେଇଥାଉ। କିନ୍ତୁ ବଟରକୁ ଫ୍ରିଜ୍‌ରେ ରଖି ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ,…

ଥାଇରଏଡ୍‌ ସମସ୍ୟା ଥିଲେ ଖାଆନ୍ତୁ ଏସବୁ

ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍‌ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍‌ ମାତ୍ରା କମ୍‌ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା ବଂଶାନୁଗତ ମଧ୍ୟ ହୋଇପାରେ। ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କଠାରେ ଥାଇରଏଡ୍‌ ସମସ୍ୟା ଅଧିକ ଦେଖା ଦେଇଥାଏ।…

୫୦ ବର୍ଷ ବୟସ ପୂର୍ବରୁ ଟାଇପ୍‌ ୨ ଡାଇବେଟିସ୍‌କୁ ଚିହ୍ନିହେବ

ଡାଇବେଟିସ୍‌ ବା ମଧୁମେହ ଏକ ନିରବଘାତି ରୋଗ ବୋଲି କୁହାଯାଇଥାଏ। କାରଣ ସମସ୍ତଙ୍କର ଧାରଣା ରହିଛି ଯେ ୫୦ବର୍ଷ ପାଖାପାଖି ହେଲେ ଡାଇବେଟିସର ଲକ୍ଷଣ ପ୍ରକାଶ ପାଇଥାଏ। କିନ୍ତୁ ଏବେ କାନାଡାର ଏକ ବିଶେଷଜ୍ଞ ଦଳ କହିଛନ୍ତି ମାତ୍ର ୮ ବର୍ଷ…

ଲୋ-ବ୍ଲଡ୍‌ ପ୍ରେସରରୁ ଦୂରେଇ ରହିବା ପାଇଁ ସକାଳେ ଖାଆନ୍ତୁ …

ପେସ୍ତା ବାଦାମ ଶରୀର ପାଇଁ ବହୁ ଉପକାରୀ। ପ୍ରତିଦିନ ସକାଳେ ଏହାକୁ ଲହୁଣୀ ସହିତ ମିଶାଇ ଖାଇଲେ ଅନେକ ଫାଇଦା ମିଳିଥାଏ। ଏ ସମ୍ପର୍କରେ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଲୋ-ବ୍ଲଡ୍‌ ପ୍ରେସରକୁ ନିୟନ୍ତ୍ରଣ କରିଥାଏ। ସକାଳେ ୪ଟି ପେସ୍ତା ବାଦାମ…

ଖାଦ୍ୟରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ଖାଦ୍ୟ ଉପରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ସାବଧାନ ହୋଇଯାନ୍ତୁ। ଏହାଦ୍ୱାରା ବିଭିନ୍ନ  ଶାରୀରିକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଲୁଣ ଏଭଳି ଏକ ଜିନିଷ ଯାହାର ସେବନ ଉପଯୁକ୍ତ ମାତ୍ରାରେ ଏବଂ  ସମୟରେ ହେବା ଆବଶ୍ୟକ। ନଚେତ୍‌ ସ୍ବାସ୍ଥ୍ୟ…

ଗୋଟିଏ ସ୍ଥାନରେ ଅଧିକ ସମୟ ବସି କାମ କରୁଥିଲେ ହୋଇପାରେ ଏହି ରୋଗ

ଆଧୁନିକ ଜୀବନଶୈଳୀର ପ୍ରଭାବ ଯୋଗୁ ଶାରୀରିକ ଗତିବିଧି ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି କହିଲେ ଚଳେ। ଏହାରି ଫଳସ୍ବରୂପ ଭବିଷ୍ୟତରେ ଜଣେ ସୁସ୍ଥ ମଣିଷ ବସି ବସି ଭିନ୍ନକ୍ଷମ ଆଡ଼କୁ ଗତି କରିପାରେ ବୋଲି ଗବେଷଣାରୁ ଜଣାପଡ଼ିଛି। ବିଶେଷକରି କାର୍ଯ୍ୟାଳୟରେ ସିଟ୍‌ରେ…

ଗହମ ବ୍ୟତୀତ ଖାଆନ୍ତୁ ଏସବୁ ଶସ୍ୟରୁ ପ୍ରସ୍ତୁତ ରୁଟି, ମିଳିବ ଅନେକ ରୋଗରୁ ମୁକ୍ତି

ଖାଦ୍ୟରେ ରୁଟିକୁ ସମ୍ପୂର୍ଣ୍ଣ ଆହାର କୁହାଯାଇଥାଏ। ଦିନରେ ହେଉ କି ରାତିରେ। ରୁଟି ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ତେବେ ଜାଣନ୍ତୁ ଭିନ୍ନ ଭିନ୍ନ ଶସ୍ୟରୁ ପ୍ରସ୍ତୁତ ରୁଟି ଖାଇଲେ କ’ଣ ସବୁ ଉପକାର ମିଳିଥାଏ।…

ରାନି ପ୍ରନ

ଆମିଷ ଭିତରେ ଚିଙ୍ଗୁଡିକୁ ବିଭିନ୍ନ ରଙ୍ଗ ଦେଇ ପରଷା ଯାଇଥାଏ। ଷ୍ଟାର୍ଟରଠାରୁ ନେଇ ମେନ୍‌ କୋର୍ସରେ ସମସ୍ତେ ପସନ୍ଦ କରନ୍ତି ଏହି ଖାଦ୍ୟକୁ। ସେହିଭଳି ରାନି ପ୍ରନ ହେଉଛି ଚିଙ୍ଗୁଡିର ଏକ ସ୍ବତନ୍ତ୍ର ପ୍ରସ୍ତୁତି। ଭୁବନେଶ୍ୱରରେ ଖୁବ୍‌ କମ୍‌ ରେସ୍ତୋରଁ।ରେ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri