ଜୀବନଚର୍ଯ୍ୟା

ଲୋ-ବ୍ଲଡ୍‌ପ୍ରେସର୍‌ଠାରୁ ରଖେ ଦୂରେଇ ଏସବୁ ଘରୋଇ ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍‌ପ୍ରେସର୍‌ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍‌ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ଆଦି ଲୋ-ବ୍ଲଡ୍‌ପ୍ରେସରର ଲକ୍ଷଣ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଏହାର ଅନେକ…

ଶରୀରକୁ ସତେଜ ରଖିବା ପାଇଁ ଗାଧୋଇବାବେଳେ ଆପଣାନ୍ତୁ ଏହି ଉପାୟ…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ କରନ୍ତି ନାହଁି। ଗାଧୋଇବା ଅଭ୍ୟାସରେ କିଛି ପରିବର୍ତ୍ତନ ଆଣିଲେ ଦିନସାରା ଫ୍ରେଶ୍‌ ଲାଗିବ ବୋଲି…

ଉପକାରୀ ଗୁଡ଼

ଗୁଡ ଖାଇଲେ ତାହା ଶରୀରକୁ ଉଷ୍ଣ ରଖିଥାଏ। ଥଣ୍ଡା, କାଶ, କଫଜନିତ ସମସ୍ୟା ସହ ଜଡ଼ିତ କି ? ଯଦି ହଁ, ତେବେ ପ୍ରତିଦିନ ଅଳ୍ପ ଗୁଡ଼ ଖାଇଲେ ତାହା ଏଥିରୁ ଅନେକାଂଶରେ ଉପଶମ ଦେଇଥାଏ। ଆଇରନ୍‌ ପରିମାଣ କମ୍‌ ଥିଲେ…

ନକାରାତ୍ମକ ଚିନ୍ତାଧାରା ପାଇଁ ଅବସାଦ ଦାୟୀ

ମନରେ ଅନେକ ସମୟରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ। ଏଥିପାଇଁ ପାରିପାର୍ଶ୍ୱିକ ପରିବେଶ ଏବଂ ନିଜର ଦୁର୍ବଳ ମାନସିକତା ଅନେକାଂଶରେ ଦାୟୀ। ଯଦି ଜଣେ ବ୍ୟକ୍ତି ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହନ୍ତି ତେବେ ତାଙ୍କ ମାନସିକତା ଅନେକ ସମୟରେ ନକାରାତ୍ମକ ରହିଥାଏ ବୋଲି…

ସମସ୍ୟା ସୃଷ୍ଟି କରିପାରେ ଏଭଳି ଔଷଧ ବ୍ୟବହାର

”ପ୍ରତ୍ୟେକ ଔଷଧରେ ବିଭିନ୍ନ ଘଟକର କମ୍‌ ବେଶି ମାତ୍ରା ତା’ର କାର୍ଯ୍ୟକ୍ଷମତା ଉପରେ ନିର୍ଭରକରେ। ଜ୍ଞାନ ଅଭାବରୁ ଠିକ୍‌ ପ୍ରୟୋଗ ନ କଲେ ଶରୀର ଓ ମୁଖ ଶୁଷ୍କତା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଝାଳ ବୋହିବା, ଆକାପାକା ଲାଗିବା ଦେଖାଯାଏ।…

ଦାନ୍ତ ପାଇଁ କ୍ଷତିକାରକ ସୁଗାର ଫ୍ରି ଖାଦ୍ୟ

ସାଧାରଣତଃ ଡାଇବେଟିସ୍‌ ରୋଗୀ ନିଜର ଖାଦ୍ୟପେୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିଥାଆନ୍ତି। ବିଶେଷଭାବରେ ଡାକ୍ତର ସେମାନଙ୍କୁ ସୁଗାର ଫ୍ରି ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାଆନ୍ତି, ଯାହାଦ୍ୱାରା ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣରେ ରହିଥାଏ। କିନ୍ତୁ ଏହି ଖାଦ୍ୟ ଅତ୍ୟଧିକ ପରିମାଣରେ…

ଅଙ୍ଗୁର ଓ ଲୋ ବ୍ଲଡ୍‌ ପ୍ରେସର

ବ୍ଲଡ୍‌ ପ୍ରେସର ବା ରକ୍ତଚାପ ଆଜିକାଲ ଏକ ସାଧାରଣ ସ୍ବାସ୍ଥ୍ୟଜନିତ ସମସ୍ୟା ପାଲଟିଗଲାଣି। ଏହାକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ-ଉଚ୍ଚ ରକ୍ତଚାପ (ହାଇ ବ୍ଲଡ୍‌ପ୍ରେସର) ଏବଂ ନିମ୍ନ ରକ୍ତଚାପ (ଲୋ ବ୍ଲଡ୍‌ପ୍ରେସର)। ଜଣେ ଲୋ ବ୍ଲଡ୍‌ ପ୍ରେସର ରୋଗୀ ନିଜର ଖାଦ୍ୟପେୟ ପ୍ରତି…

ଅଟିଜିମ୍‌ ରୋଗର ଲକ୍ଷଣ ଓ ଚିକିତ୍ସା

”ଅଟିଜିମ୍‌ ରୋଗରେ ଆକ୍ରାନ୍ତ ଶିଶୁ ଅନ୍ୟମାନଙ୍କ ସହ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏକବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନଁା ଧରି ଡାକିଲେ ସେମାନେ ଜାଣିପାରନ୍ତି ନାହିଁ। ନିଜ ଆଖପାଖ ଲୋକଙ୍କ ସହ ମିଳାମିଶା କରନ୍ତି…

କିଡ୍‌ନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ମଞ୍ଜୁଆତି ପତ୍ର ପାଣି…

ପ୍ରତିଦିନ ସକାଳେ ଅଧାକପ୍‌ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ। ଏହା ଦ୍ୱାରା ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଇନସୁଲିନ୍‌…

ସୁନିଦ୍ରା ପାଇଁ….

* ପ୍ରତ୍ୟେକ ଦିନ ଶୋଇବା ଏବଂ ଉଠିବାର ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ। ଦିନକୁ ଅନ୍ତତଃ ୬ ରୁ ୭ ଘଣ୍ଟା ଶୋଇବା ଜରୁରୀ। * ଶୋଇବାର ଏକ ଘଣ୍ଟା ପୂର୍ବରୁ ମୋବାଇଲ, ଲ୍ୟାପଟପ ଭଳି ଗ୍ୟାଜେଟକୁ ସ୍ବିଚ୍‌ ଅଫ୍‌ କରିଦିଅନ୍ତୁ।…

ଟ୍ରେଣ୍ଡରେ ଶାଢ଼ି ପ୍ୟାଣ୍ଟ ଫ୍ୟାଶନ

ଟ୍ରାଡିଶନାଲ୍‌ ଶାଢ଼ିକୁ ମଡର୍ନ ଟ୍ବିଷ୍ଟ ଦେବାକୁ ଚାହୁଁଥିଲେ ଶାଢ଼ି ପ୍ୟାଣ୍ଟ ଲୁକ୍‌ ପରଫେକ୍ଟ ଅପ୍ସନ। ଶାଢ଼ିକୁ କ୍ୟାରି କରିବାର ଏହି ଟ୍ରେଣ୍ଡ ଏବେ ଜୋର୍‌ ଧରିଛି। ବିବାହ ହେଉ କି ପାର୍ଟି ଏହି ଲୁକ୍‌ ଷ୍ଟାଇଲିଶ ସହ କମ୍ଫର୍ଟେବଲ ବି ଲାଗେ…

ରାତି ଅନିଦ୍ରା ବଢ଼ାଇଥାଏ ବିଷାଦ

ଦିନସାରା ମନ ଅଶାନ୍ତ ରହୁଛି କି? ସାମାନ୍ୟ କଥାରେ ରାଗି ଯାଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଶୋଇବା ସମୟ ବ୍ୟତିକ୍ରମ ପାଇଁ ହୋଇଥାଇପାରେ। କାରଣ ଅନେକ ସମୟରେ ଶୋଇବା ଓ ଉଠିବା ସମୟରେ ବ୍ୟତିକ୍ରମ ହେଲେ ଶାରୀରିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri