ନମନୀୟ ତ୍ୱଚା ପାଇଁ ଆଲୋଭେରା
ଆଲୋଭେରା ବା ଘିକୁଆଁରୀରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କେବଳ ସେତିକି ନୁହେଁ, ତ୍ୱଚାକୁ ନୂଆ ରୂପ ଦେବାରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ। ତେଣୁ ତ୍ୱଚାର ଘରୋଇ ଉପଚାର ସମୟରେ ଏହାକୁ ଆପଣେଇ ପାରନ୍ତି… -ଆଣ୍ଟି ଏଜିଂ…
କିପରି ଦେଖାଯିବେ ଷ୍ଟାଇଲିଶ୍
ଆଉ ଦିନ କେଇଟା ପରେ ଶୀତଦିନ ଆସିବ । ଏହି ଦିନରେ କିପରି ଷ୍ଟାଇଲିଶ୍ ଦେଖାଯିବେ ଜାଣନ୍ତୁ ସେ ସମ୍ପର୍କରେ… – ଆପଣ ଜିନ୍ସ ବଦଳରେ ମ୍ୟାକ୍ସି ସ୍କର୍ଟ କ୍ୟାରି କରିପାରିବେ। ଏହାକୁ ପିନ୍ଧିଲେ ଅଧିକ ଥଣ୍ଡାରେ ଆପଣ ଷ୍ଟାଇଲିଶ୍ ଲାଗିବେ।…
ମିଠା ପଲଉ
ଆବଶ୍ୟକ ସାମଗ୍ରୀ ଘିଅ ୩ଚାମଚ(ବଡ଼),ଦୁଇଟି ବଡ଼ ତେଜପତ୍ର,କଞ୍ଚାଲଙ୍କା୫-୬ଟି,କଳା ଅଳେଇଚ୨-୩ଟି,ଡାଳଚିନି ଦୁଇଖଣ୍ଡ, ଲବଙ୍ଗ ୭-୮ଟି, ଜାଇତ୍ରୀ-୧ଟି,କେସର ୩-୪ଖଣ୍ଡ,ଅଦା ଏକ ଚାମଚ, ବାସ୍ମତି ଚାଉଳ ଏକ କପ୍, କାଜୁ ୧୨-୧୬ଟି, କିସ୍ମିସ୍ ଏକଚତୁର୍ଥାଂଶ, ପିସ୍ତା ୧୨-୧୬ଟି, ଚିନି ଦୁଇ ବଡ଼ ଚାମଚ, ଲୁଣ ଆବଶ୍ୟକ…
ବୁଲି ଯିବାର ପ୍ଲାନିଂ ଥିଲେ…
କେଉଁଠିକି ବୁଲିଯିବାର ଥିଲେ ମନରେ ଯେତିକି ଉତ୍ସାହ ରହିଥାଏ,ତା’ ଠୁ ଜିନିଷପତ୍ରକୁ ଠିକ୍ଭାବେ ପ୍ୟାକ୍ କରିବାକୁ ନେଇ ଅଧିକ ଚିନ୍ତା ଥାଏ । ସାଧାରଣତଃ ଜିନିଷପତ୍ରକୁ ସଜାଇ ନ ରଖିଲେ ଠିକ୍ ସମୟରେ ଖୋଜିଲା ବେଳେ ସେଗୁଡିକ ସହଜରେ ମିଳି ନ…
ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ…
ଆଗରୁ ବୟସ ବଢିଲେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଉଥିଲା। ହେଲେ ଏବେ ଏହା ଯୁବପିଢିଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଲାଣି। କେତେ ଗୁଡିଏ ଘରୋଇ ଉପଚାର ମାଧ୍ୟମରେ ସହଜରେ ଏହି ଯନ୍ତ୍ରଣାକୁ ଲାଘବ କରାଯାଇ ପାରିବ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ବ୍ରୋକୋଲି:…
ହାର୍ଟଆଟାକରୁ ଦୂରେଇ ରହିବା ପାଇଁ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଏଥିରୁ ଖଣ୍ଡେ…
ଅଦା ଅନେକ ଔଷଧୀୟ ଗୁଣରେ ଭରପୁର। ଏହା ନାନା ପ୍ରକାର ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ପ୍ରତିଦିନ ସକାଳେ ଖଣ୍ଡେ ଅଦା ଚୋବାଇବା ସହିତ ଗ୍ଲାସେ ଉଷୁମ ପାଣି ପିଇଲେ ଅନେକ ଫାଇଦା ମିଳିଥାଏ। ଏହା ରକ୍ତ…
ଏସବୁ ସମସ୍ୟା ଦୂର କରେ କଳାଜିରା
ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ୧. ଥଣ୍ଡା,କାଶ, କଫ ଦୂର ପାଇଁ କଳାଜିରା…
ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର ଡେଙ୍ଗୁରୁ ରହିବେ ଦୂରେଇ…
ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱର ଭରପୁର। ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ କାର୍ବୋହାଇଡ୍ରେଟ୍, ପଟାସିୟମ୍, କପର, ଜିଙ୍କ୍ ଆଦି ପଦାର୍ଥ ରହିଛି। ଏହା ସହିତ…
ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି? ସାବଧାନ! ହୋଇପାରେ ଏସବୁ ମାରାତ୍ମକ ରୋଗ
ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହି ତେଲ ସ୍ବାସ୍ଥ୍ୟ ପକ୍ଷେ ଖୁବ୍ କ୍ଷତିକାରକ। ଏହା କର୍କଟ ଏବଂ ହୃଦ୍ରୋଗ…
ପିଆଜର ଉପକାରୀ ଗୁଣ
ଆୟୁର୍ବେଦ ଅନୁଯାୟୀ ପିଆଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଥାଏ। ଏଥିରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ। ବିଶେଷ କରି କଞ୍ଚା ପିଆଜ ଖାଇଲେ ଏହା ଉପକାର ଅନେକ। -ନିୟମିତ ଖାଦ୍ୟରେ କଞ୍ଚା…
ଫ୍ୟାଶନରେ ଅଳତା
ପୂଜା ପାର୍ବଣ ସମୟରେ ମହିଳାମାନେ ବି ଆକର୍ଷଣୀୟ ଦେଖାଯିବା ପାଇଁ ନିଜକୁ ଖୁବ୍ ସୁନ୍ଦର ଭାବେ ସଜାଇଥାନ୍ତି। ଝିଲ୍ମିଲ୍ ଡ୍ରେସ୍ କିମ୍ବା ଶାଢି ସାଙ୍ଗକୁ ମ୍ୟାଚିଂ ଜୁଏଲେରୀ ଆଉ ତା’ସହିତ ସୁନ୍ଦର ଦେଖାଯିବା ଭଳି ମେକ୍ଅପ୍ ସେମାନଙ୍କୁ ଆଟ୍ରାକ୍ଟିଭ୍ ଲୁକ୍ ଦେଇଥାଏ।…
ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…
ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ। ଏହି ସବୁଜ ପନିପରିବା ଔଷଧ ଠାରୁ ବି ଅଧିକ କାମ କରେ ବୋଲି ଆୟୁର୍ବେଦରେ…
Archives


