ଘରୋଇ ଉପଚାରରେ ଦୂର କରନ୍ତୁ ଥଣ୍ଡା ସମସ୍ୟା
ଋତୁ ପରିବର୍ତ୍ତନ ଦ୍ୱାରା ମନୁଷ୍ୟ ଶରୀରରେ ଏହାର ଅନେକ ପ୍ରଭାବ ପଡ଼ିଥାଏ। ଏହି ଦିନଗୁଡ଼ିକରେ ଫ୍ଲ୍ୟୁ, ଭାଇରାଲ ଫିବର ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ତେବେ ଶୀତଦିନେ ମଧ୍ୟ ପରିବର୍ତ୍ତିତ ଜଳବାୟୁ ଲାଗି ଥଣ୍ଡା କାଶ ଆଦି ସମସ୍ୟା ଦେଖାଦେଇଥାଏ। ଏ…
ଶୀତଦିନେ ପାଦ ଓ ଆଙ୍ଗୁଳି ପୋଡ଼ାଜଳାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି …
ନୂଆଦିଲ୍ଲୀ: ଶୀତଦିନେ ପରିବେଶ ଶୁଷ୍କ ଏବଂ ଥଣ୍ଡା ରହିଥାଏ। ଫଳରେ ଶରୀରର ନିମ୍ନ ଅଂଶରେ ରକ୍ତ ସଞ୍ଚାଳନ କମ ହୋଇଥାଏ। ତେଣୁ କେତେକଙ୍କଠାରେ ପାଦ ଓ ଆଙ୍ଗୁଳି ପୋଡ଼ାଜଳା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଘରୋଇ ଉପାୟ ଅବଲମ୍ବନ…
ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ସୋୟାବିନ୍
ଆମେରିକାସ୍ଥିତ ମାସାଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏମ୍ଆଇଟି)ର ଏକ ଗବେଷଣାରୁ ଜଣାପଡ଼ିଛି, ଡାଇବେଟିସ ରୋଗୀଙ୍କ ପାଇଁ ସୋୟାବିନ ସବୁଠୁ ଲାଭଦାୟକ। ଏଥିରେ ଆଇସୋଫ୍ଲୋଭୋନେସ୍ ରହିଛି, ଯାହା ବ୍ଲଡ୍ ସୁଗାର ଓ କୋଲେଷ୍ଟରଲ ସ୍ତର କମ୍ କରିବାରେ ସାହାଯ୍ୟ କରିଥାଏ। ଏପରିକି ହୃଦ୍ଘାତ ଏବଂ କିଡ୍ନୀଜନିତ…
ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ
ସ୍ମରଣ ଶକ୍ତି ବଢ଼ାଇବାର ଏକ ସହଜ ଉପାୟ ରହିଛି। ତାହା ପୁଣି ହାତପାଆନ୍ତାରେ। ଆପଣ ପ୍ରତିଦିନ କିଛି ସମୟ ସାଙ୍ଗମାନଙ୍କ ସହ ଗପୁଛନ୍ତି କି ? ଯଦି ହଁ, ତେବେ ଏହା ଆପଣଙ୍କ ସ୍ମରଣ ଶକ୍ତି ବଢ଼ାଇବାରେ ଅନେକାଂଶରେ ସହାୟକ ହୋଇପାରିବ…
ପିଲାଙ୍କୁ ଡେଙ୍ଗା କରିବାକୁ ଚାହୁଁଥିଲେ କରାନ୍ତୁ ଏସବୁ ବ୍ୟାୟାମ
କୁହାଯାଏ, ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପିଲା ବଢ଼ିଥା’ନ୍ତି। ତା’ ପରେ ଆଉ ବଢ଼ନ୍ତି ନାହିଁ। ତେଣୁ ପିଲାଙ୍କ ଉଚ୍ଚତା ଯଦି କମ୍ ହୋଇଥାଏ ଅଭିଭାବକମାନେ ମନ ଊଣା କରିଥା’ନ୍ତି। ଅନେକେ ପିଲାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ମଧ୍ୟ ଯାଇଥା’ନ୍ତି। ମାତ୍ର ଏମିତି…
ବ୍ରେନ୍ ଷ୍ଟ୍ରୋକ୍
”ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଆମ ଦେଶରେ ମୃତ୍ୟୁର ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବ୍ରେନ ଷ୍ଟ୍ରୋକ୍। ଆମ ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମ ବଙ୍ଗଳା ପରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକ ଷ୍ଟ୍ରୋକ୍ ଦ୍ୱାରା ଆକ୍ରାନ୍ତ ହୁଅନ୍ତି। ୧୫…
ଓଜନ କମାଇବ ମାଣ୍ଡିଆ ରୁଟି
ରୁଟି କଥା କହିଲେ ସମସ୍ତଙ୍କ ମନରେ ଆସିଥାଏ ଗହମ ଅଟା କିମ୍ବା ମଇଦାର ରୁଟି। ହେଲେ ସବୁବେଳେ ଗୋଟିଏ ପ୍ରକାର ରୁଟି ଖାଇ ଖାଇ ବିରକ୍ତ ହୋଇଯାଉଥିବା ଲୋକେ ଆଉ କିଛି ରୁଟି ଖାଇଲେ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ…
ଏସବୁ ରୋଗରୁ ମୁକ୍ତି ଦିଏ ଅଖରୋଟ୍
ଅଖ୍ରୋଟ୍ ମସ୍ତିଷ୍କ ଲାଗି ଉପକାରୀ ହୋଇଥାଏ ବୋଲି ଆପଣ ଜାଣିଥିବେ। ମାତ୍ର ଏହା ଖାଲି ମସ୍ତିଷ୍କ ପାଇଁ ନୁହେଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରୁ ଭିଟାମିନ୍ ଫାଇବର୍, ପ୍ରୋଟିନ୍ ଫସ୍ଫରସ୍ , ମ୍ୟାଗ୍ନେଶିୟମ, ଓମେଗା-୩ ଆଦି ବିଭିନ୍ନ ପୋଷକ…
ଓଜନ କମାଇଥାଏ ଏହି ଜୁସ୍
ଆଜିକାଲି ଓଜନ ବୃଦ୍ଧି ମୁଖ୍ୟ ସମସ୍ୟା ହୋଇଛି। ଓଜନ କମାଇବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ମାତ୍ର କମଳା ଏବଂ ଗାଜର ଜୁସ୍ ପିଇଲେ ଓଜନ ଖୁବ୍ ଶୀଘ୍ର ହ୍ରାସ ପାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।…
କଥା କହିବାକୁ ଲାଗେ ଡର; ଜାଣନ୍ତୁ ଏହାର ରହସ୍ୟ…
ନୂଆଦିଲ୍ଲୀ: କେତେକ ଲୋକଙ୍କଠାରେ ଏକ ପ୍ରକାର ସମସ୍ୟା ରହିଥାଏ। ସେମାନେ ସମବେତ ଲୋକଙ୍କ ସମ୍ମୁଖରେ କଥା କହିବାକୁ ଭୟ କରନ୍ତି। କିଛି ଲୋକ ନିଜର ପ୍ରଦର୍ଶନ ନେଇ ଅକ୍ଷମତା ପ୍ରକାଶ କରିଥାନ୍ତି। କାଳେ କହିବା ବେଳେ କିଛି ଭୁଲ୍ ହୋଇଯିବ ସେ…
ପର୍ସରେ ରଖନ୍ତୁ ନାହିଁ ଏଭଳି ଜିନିଷ, ହୋଇଥାଏ ଦୁର୍ଭାଗ୍ୟର କାରଣ
ପର୍ସ ବା ଓ୍ବାଲେଟ ଟଙ୍କା ପଇସା ରଖିବା ପାଇଁ ଉଦ୍ଦିିଷ୍ଟ। ତେବେ ଅନେକେ ଏଥିରେ ଏଭଳି କିଛି ଜିନିଷ ରଖିଥାନ୍ତି, ଯାହା ଧନହାନି ବା ଦୁର୍ଭାଗ୍ୟର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପର୍ସ ବା ଓ୍ବାଲେଟରେ କ’ଣ ସବୁ ରଖିବା…
ପାଦର ଲକ୍ଷଣରୁ ଜାଣନ୍ତୁ ଆପଣ ଏସବୁ ରୋଗରେ ପୀଡ଼ିତ
ବିଶେଷଜ୍ଞଙ୍କ ମତରେ ପାଦରୁ ଜାଣିହେବ ଆପଣ କେତେ ସୁସ୍ଥ। ଏମିତି କିଛି ରୋଗ ଅଛି, ଯାହା ପ୍ରଥମେ ପାଦର ଲକ୍ଷଣରୁ ଜଣାପଡ଼ିଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ… ପାଦ ଥଣ୍ଡା ଲାଗୁଥିଲେ: ପାଦ ଅତ୍ୟଧିକ ଥଣ୍ଡା ଲାଗୁଥିଲେ ହାଇପୋ ଥାଇରଏଡ୍ଜିମ୍ ସଙ୍କେତ…
Archives


