ଜୀବନଚର୍ଯ୍ୟା

ଶରୀର ପାଇଁ ଉପକାରୀ ଅମୃତଭଣ୍ଡା ଚା’

କଞ୍ଚା ହେଉ ବା ପାଚିଲା ଅମୃତଭଣ୍ଡା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଅମୃତଭଣ୍ଡାରୁ ପ୍ରସ୍ତୁତ ଚା’ ପିଇଲେ ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ଅମୃତଭଣ୍ଡା ଚା’ ସମ୍ପର୍କରେ ଖୁବ୍‌ କମ୍‌ ଲୋକଙ୍କୁ ଜଣା। କିନ୍ତୁ ଚିକିତ୍ସା…

ମସ୍ତିଷ୍କ କାର୍ଯ୍ୟଦକ୍ଷତା ଓ ପ୍ରୋଟିନ୍‌

ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ଆହୁରି ସକ୍ରିୟ କରିବା ପଛରେ ଏକ ପ୍ରୋଟିନ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଉକ୍ତ ପ୍ରୋଟିନଟି ହେଲା ‘ବିଡିଏନ୍‌ଏଫ୍‌। ମସ୍ତିଷ୍କର କାର୍ଯ୍ୟଦକ୍ଷତା ଉପରେ ଗବେଷଣା କରିବା ସମୟରେ ଆମେରିକୀୟ ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ଏକଥା ଜାଣିପାରିଛନ୍ତି।…

ଫୁସ୍‌ଫୁସ୍‌ କ୍ୟାନ୍‌ସର ଚିହ୍ନଟ କରିବ ସଫ୍ଟଓ୍ବେର

ଆଜିକାଲି କ୍ୟାନ୍‌ସରକୁ କିପରି ସହଜରେ ଚିହ୍ନଟ କରାଯାଇପାରିବ ସେ ନେଇ କ୍ୟାନ୍‌ସର ବିଶେଷଜ୍ଞମାନେ ଚେଷ୍ଟା ଜାରି ରଖିଛନ୍ତି। ଏକ୍ଷେତ୍ରରେ ଆଉ ପାଦେ ଆଗକୁ ଆଗେଇଛନ୍ତି ଲଣ୍ଡନ ୟୁନିଭର୍ସିଟିର କ୍ୟାନ୍‌ସର ବିଜ୍ଞାନୀମାନେ। ସେମାନେ ଦୀର୍ଘ ତିନିବର୍ଷ ଗବେଷଣାକରି ଏକ ସଫଓ୍ବେର ପ୍ରସ୍ତୁତ କରିଛନ୍ତି।…

ଏପିଲେପ୍‌ସି

ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାରରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର (ଏପିଲେପ୍‌ସି) ଦିବସ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… ସୁସ୍ଥ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମସ୍ତିଷ୍କର ସ୍ନାୟୁକୋଷଗୁଡ଼ିକ ନିରନ୍ତର ଭାବରେ ପ୍ରତି ସେକେଣ୍ଡରେ ଅନ୍ତତଃ ୮୦ ଥର ଅନ୍ୟ ସ୍ନାୟୁକୋଷଗୁଡ଼ିକୁ ସ୍ନାୟୁ…

ଜଳବାୟୁ ପରିବର୍ତ୍ତନ ବନାମ ବିବର୍ତ୍ତନ

”ଗୋଟିଏ ଅଞ୍ଚଳର ହାରାହାରି ଅଥବା ଦୀର୍ଘ ସମୟ ଧରି ଅନୁଭୂତ ପାଣିପାଗ ଅବସ୍ଥାକୁ ଜଳବାୟୁ କୁହାଯାଏ। ଅନ୍ୟପକ୍ଷରେ ବିଶ୍ୱ ତାପମାତ୍ରା, ବୃଷ୍ଟିପାତ, ବାୟୁ ପ୍ରବାହ ଏବଂ ଆନୁଷଙ୍ଗିକ ବିଷୟରେ କେତେ ଦଶନ୍ଧି ଅଥବା ତତୋଽଧିକ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ବିବର୍ତ୍ତନ…

ସ୍ବାସ୍ଥ୍ୟୋପକାରୀ ବ୍ରେକ୍‌ଫାଷ୍ଟ

ପ୍ରଥମ କଥା ହେଲା, ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ ତାହା ନିର୍ଦ୍ଧାରଣ କରନ୍ତୁ। ସବୁଦିନେ ଯେପରି ଏହା ଦୈନନ୍ଦିନ ରୁଟିନ୍‌ରେ ସାମିଲହେବ ସେ ନେଇ ସଚେତନ ରହିବା ନିହାତି ଦରକାର। ବ୍ରେକ୍‌ଫାଷ୍ଟ ତାଲିକାରେ ଜୁସ୍‌ ସାମିଲ କରନ୍ତୁ। କାରଣ ଜୁସ୍‌ ଶରୀରରେ…

ଉପକାରୀ କ୍ୟାପ୍‌ସିକମ୍‌: ଦୂର ହୁଏ ଏସବୁ ରୋଗ

ସାଧାରଣତଃ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ରୋଷେଇରେ କ୍ୟାପ୍‌ସିକମ୍‌ ବ୍ୟବହାର କରାଯାଇଥାଏ। ବିଶେଷକରି ମ୍ୟାଗି, ଚାଓମିନ୍‌, ପାସ୍ତା, ପନିର, ନୁଡୁଲ୍ସ ଆଦିରେ କ୍ୟାପ୍‌ସିକମ୍‌ ବ୍ୟବହୃତ ହୁଏ। ଏହା ଖାଲି ଖାଦ୍ୟକୁ ସ୍ବାଦିଷ୍ଟ କରେ ନାହିଁ, ଏହାର ଅନେକ ଉପକାରୀ ଗୁଣ ମଧ୍ୟ…

ଭାଲେଣ୍ଟାଇନ୍ସ ଡେ’ରେ ଟ୍ରାଏ କରନ୍ତୁ କପଲ୍‌ ଟି-ଶାର୍ଟ

ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ। ଏହାକୁ ଖାସ୍‌ କରିବାକୁ ଚାହାନ୍ତି ସବୁ କପଲ୍‌ । କିଏ ଗୋଲାପ ତ କିଏ ପ୍ରେମଭରା କାର୍ଡ ଓ ଦାମୀ ଉପହାର ଦେଇ ଏହାକୁ ସ୍ମରଣୀୟ କରନ୍ତି। ତେବେ ଆଜିକାଲି ବଜାରରେ ଉପଲବ୍ଧ ହେଉଥିବା…

ଚକୋଲେଟ୍‌ ଡେ’ରେ ଘରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌

ଫେବୃୟାରୀ ୯ ଅର୍ଥାତ ରବିବାର ଭାଲେଣ୍ଟାଇନ୍ସ ଓ୍ବିକ୍‌ର ତୃତୀୟ ଦିନ। ଏହିଦିନ ନିଜ ସାଥୀଙ୍କୁ ଚକୋଲେଟ୍‌ ଦେବାକୁ ଆଦୌ ଭୁଲନ୍ତୁ ନାହିଁ। ବଜାରରୁ ନ କିଣି ଘରେ ତିଆରି କରିଥିବା ଚକୋଲେଟ୍‌ ଦେଇ ସାଥୀଙ୍କୁ ଆହୁରି ନିଜର କରିନିଅନ୍ତୁ। ଜାଣନ୍ତୁ କେମିତି…

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା ହାର୍ଟଆଟାକ୍‌ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ସୃଷ୍ଟି କରିଥାଏ। ଅନ୍ୟପକ୍ଷରେ ଏଥିଲାଗି କରୋନାରୀ ହାର୍ଟ…

ନିୟମିତ ଡାଳିମ୍ବ ଖାଇଲେ ହେବ ନାହିଁ ଏହି ଦୁଇ ମାରାତ୍ମକ ରୋଗ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଜଙ୍କ୍‌ଫୁଡ୍‌ ତଥା ବାହାର ଖାଦ୍ୟ ଉପରେ ନିର୍ଭରଶୀଳ। ଫଳରେ ଏହା ଆମ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଉତ୍ତମ ସ୍ବାସ୍ଥ୍ୟ ତଥା ନିରୋଗ ରହିବା ପାଇଁ ଦୈନନ୍ଦିନ ଫଳ ଖାଇବା ପାଇଁ ଡାକ୍ତର ମରାମର୍ଶ…

କ୍ୟାନ୍‌ସର ସହ ଲଢ଼ିବାର କ୍ଷମତା ରଖିଛି ଖଜୁରି

ଖଜୁରିରେ ଏଭଳି କିଛି ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ଭଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଫୁସ୍‌ଫୁସ୍‌, ସ୍ତନ ଏବଂ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର୍‌ ନାଶ କରିବାରେ ସାହାଯ୍ୟ କରେ  ଖଜୁରି । ରୟାଲ୍‌ ସୋସାଇଟି ଅଫ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri