ଜୀବନଚର୍ଯ୍ୟା

ସ୍ବାଦ, ଘ୍ରାଣଶକ୍ତି କମିବା କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ,୧୪ା୬: କେନ୍ଦ୍ର ସରକାର କରୋନା ରୋଗର ଲକ୍ଷଣ ମଧ୍ୟରେ ଆଉ ୨ଟିକୁ ସାମିଲ କରିଛନ୍ତି। ତାହା ହେଲା ସଂକ୍ରମିତଙ୍କଠାରେ ହଠାତ୍‌ ସ୍ବାଦ ବାରିବା ଓ ଘ୍ରାଣଶକ୍ତି କମିଯିବା। କ୍ଲିନିିକାଲ ମ୍ୟାନେଜ୍‌ମେଣ୍ଟ ପ୍ରୋଟୋକଲ: କୋଭିଡ୍‌-୧୯ ଦସ୍ତାବିଜ୍‌ରେ ୯ଟି ଲକ୍ଷଣ ଥିଲାବେଳେ ସେଥିରେ ଏହି…

ମଧୁମେହରୁ ମୁକ୍ତି ଦିଏ ମେଥିପାଣି

ଆୟୁର୍ବେଦରେ ମେଥିକୁ ସ୍ବାସ୍ଥ୍ୟ ଉପକାରୀ କୁହାଯାଇଥାଏ। ଅନ୍ୟପକ୍ଷରେ ଏହାକୁ ରୋଷେଇ ସମୟରେ ମଧ୍ୟ ମସଲା ରୂପେ ବ୍ୟବହାର କରାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ଏହା ଲାଭକାରୀ। ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବା ସହ…

ଏହି ସମୟରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଜଳ ହିଁ ଜୀବନ। ଜଳ ବିନା ଜୀବନ କଳ୍ପନା ଅସମ୍ଭବ, ସମସ୍ତଙ୍କୁ ବଞ୍ଚିରହିବାକୁ ହେଲେ ପାଣି ନିହାତି ଜରୁରି। ଏହା ଶରୀରକୁ ସୁସ୍ଥ ରଖିଥାଏ। ଶରୀରେ ୬୦ ପ୍ରତିଶତ ଜଳ ଥାଏ। ତେବେ ଯେତେବେଳେ ଶୋଷ ଲାଗିଥଏ ଆମେ ତୁରନ୍ତ ପାଣି…

ସ୍ବାସ୍ଥ୍ୟ ଉପକାରୀ ଡାଳିମ୍ବ ରସ: ରୋଗ ପ୍ରତିରୋଧକ ଶକ୍ତି କରେ ବୃଦ୍ଧି

ଡାଳିମ୍ବ ପ୍ରାୟ ସବୁ ଋତୁରେ ଉପଲବ୍ଧ । ଏହା ବଜାରରେ ସହଜରେ ମିଳିଯାଇଥାଏ। କେହିକେହି ଏହାର ଜୁସ୍‌ ପିଇବାକୁ ପସନ୍ଦ କରୁଥିବା ବେଳେ କେହି ଏହାକୁ ଚୋବାଇ ଖାଇବାକୁ ପସନ୍ଦ କରିଥାନ୍ତି। ଏଥିରେ ଥିବା ଔଷଧୀୟ ଗୁଣ ଶରୀର ସୁସ୍ଥ ରଖିବାରେ…

ଖରାଦିନେ ମାଟିପାତ୍ର ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର

ବର୍ତ୍ତମାନ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଲୋକେ ଫ୍ରିଜ୍‌ ପାଣି ବା ଥଣ୍ଡା ପାଣି ପିଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ମାତ୍ର ଗ୍ରୀଷ୍ମଋତୁରେ ଫ୍ରିଜ୍‌ ପାଣି ଅପେକ୍ଷା ମାଟିପାତ୍ର ପାଣି ପିଇବା ଅଧିକ ଲାଭଦାୟକ ତଥା ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ଜାଣନ୍ତୁ…

କଦଳୀ କିଣିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ

ପ୍ରତ୍ୟେକ ଋତୁରେ କଦଳୀ ସହଜରେ ମିଳିଥାଏ। ଏହା ସ୍ବାସ୍ଥ୍ୟ ଉପକାରୀ। ଡାକ୍ତର ପ୍ରତିଦିନ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ତେବେ ଏହି କଦଳୀ କିଣିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।…

ଆଲିଆଙ୍କ ପ୍ରିୟ ଖାଦ୍ୟ: ଏଥିରେ ରହିଛି ଏସବୁ ଉପକାରୀ ଗୁଣ

ବଲିଉଡ୍‌ର କୌଣସି ତାରକା ଯଦି କୁହନ୍ତି, ତାଙ୍କର ପ୍ରିୟ ଖାଦ୍ୟ ଦହି ଭାତ ତେବେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ। ମାତ୍ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଦହି ଭାତ ଅଧିକ ପସନ୍ଦ। ସେ ଦିନରେ ଯେତେ ଥର ହେଉନା କାହିଁକି ଏହାକୁ ଖାଇବାକୁ…

ଏକାଠି ଭୋଜନ କଲେ ନିିବିଡ଼ ହୁଏ ସମ୍ପର୍କ

ପେନସିଲଭାନିଆ,୯।୬: ପରିବାର ସଦସ୍ୟଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ତଥା ନିବିଡ଼ ସମ୍ପର୍କ ରହିବା ଗୁରୁତ୍ୱପୂର୍ଣ୍ଣ। ଏହା ପରିବାର ମୂଳଦୁଆ ପରି। ତେବେ ପରିବାର ସଦସ୍ୟ ଏକାଠି ଭୋଜନ କଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ। ଏନେଇ ଓହିଓ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟରେ…

ଫ୍ରିଜ୍‌ରେ ରଖିବେନି

ବଜାରରୁ ଆଣିଥିବା ଅନେକ ସାମଗ୍ରୀକୁ କିଛି ଦିନ ତାଜା ରଖିବା ପାଇଁ ଫ୍ରିଜରେ ରଖାଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟପଦାର୍ଥ ରହିଛି, ଯାହାକୁ ଫ୍ରିଜରେ ରଖିଲେ ତାହା ନଷ୍ଟ ହୋଇ ଯାଇଥାଏ। ତେଣୁ କେଉଁ ପଦାର୍ଥକୁ ଫ୍ରିଜରେ ରଖିବେ ନାହିଁ ଜାଣି…

ପଶ୍ଚିମ ନମସ୍କାର ଆସନ

ବ୍ୟାକ ପେନ୍‌ ସମସ୍ୟାରୁ ମୁକ୍ତି ପାଇଁ ଏକ୍ସରସାଇଜ୍‌ କରିବା ନିହାତି ଆବଶ୍ୟକ। ତେବେ ଏକ୍ସରସାଇଜ୍‌ କରିବା ପାଇଁ ଯଦି ସମୟ ନାହିଁ ତା’ହେଲେ ପଶ୍ଚିମ ନମସ୍କାର ନିଶ୍ଚିତ କରନ୍ତୁ… ପଶ୍ଚିମ ନମସ୍କାରକୁ ଆପଣ ଛିଡ଼ାହୋଇ କିମ୍ବା ବସିକରି କରିପାରିବେ। ଏହି ଆସନରେ…

ବ୍ୟୁଟି ମାସ୍କ

ବ୍ୟୁଟି ଟ୍ରିଟ୍‌ମେଣ୍ଟ ବି ହେବ ଆଉ ସୋସିଆଲ ଡିଷ୍ଟାନ୍ସକୁ ପାଳନ କରିହେବ। ସେଥିପାଇଁ ତିଆରି କରାଯାଇଛି ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ। ଗ୍ରହକମାନଙ୍କ ପାଇଁ ଏଭଳି ଏକ ମାସ୍କ ତିଆରି କରିଛି ବ୍ୟାଙ୍କକ୍‌ର ଥାଇ ବ୍ୟୁଟି କ୍ଲିନିକ୍‌। ଏହି ମାସ୍କ ପିନ୍ଧିବା…

କର୍ମଜୀବୀ: ବଢୁଛି ଦାୟିତ୍ୱ…

ଦୀର୍ଘଦିନର ଲକ୍‌ଡାଉନ୍‌ ପରେ ଏବେ ଟିକିଏ କୋହଳ ହୋଇଛି କଟକଣା। ଚାଲିଛି ଅନ୍‌ଲକ୍‌ ଫେଜ୍‌ ୱାନ୍‌। ତେଣୁ କର୍ମଜୀବୀ ମହିଳାମାନେବି ପୁଣି ଫେରିଛନ୍ତି କର୍ମକ୍ଷେତ୍ରକୁ। ଗୋଟିଏ ପଟେ କରୋନା ସଂକ୍ରମଣର ଭୟ କମି ନ ଥିବାବେଳେ ଅନ୍ୟ ପଟେ ନିଜ କ୍ୟାରିୟରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri