ଜୀବନଚର୍ଯ୍ୟା

ଯେତେ ରୋଜଗାର କଲେ ପାଖରେ ରହୁନି କି ଟଙ୍କା? ସଞ୍ଚୟର ଏହି ମୁଖ୍ୟ ଉପାୟ କହିଛନ୍ତି ଚାଣକ୍ୟ…

ଯେତେ ରୋଜଗାର କଲେ ପାଖରେ ରହୁନି କି ଟଙ୍କା? ଏହାକୁ ନେଇ ସର୍ବଶ୍ରେଷ୍ଠ ଅର୍ଥନୀତିଜ୍ଞ ଏବଂ ରଣନୀତିଜ୍ଞ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କିଛି କୁଅଭ୍ୟାସ ପାଇଁ ପାଖରେ ଟଙ୍କା ରହେ ନାହିଁ। ଟଙ୍କା ଉପାର୍ଜନ କରିବା ଯଥେଷ୍ଟ ନୁହେଁ; ଏହାକୁ…

ଦନ୍ତ କ୍ଷୟରୁ ରକ୍ଷା କରେ କ୍ଷୀର

କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। କାରଣ ଆମେ ସମସ୍ତେ ପ୍ରାୟ ଜାଣିଛେ ଯେ ଏଥିରେ ଅନେକ ପ୍ରକାର ଉପକାରୀ ତତ୍ତ୍ୱ ରହିଛି। ତେବେ ଏହି ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି।…

କାହିଁକି ହୁଏ ଚନ୍ଦ୍ର ଗ୍ରହଣ, କାହିଁକି ଦେଖିବାକୁ ମିଳେ ରକ୍ତ ଚନ୍ଦ୍ରମା ଜାଣନ୍ତୁ…

ଚଳିତ ମାସ ୭ ତାରିଖରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିଥିଲା। ଏହା ଭାରତ ସମେତ ପୃଥିବୀର ଅଧିକାଂଶ ଭୂଭାଗରେ ଦେଖାଯାଇଥିଲା। ଏହା ଏକ ରକ୍ତ ଚନ୍ଦ୍ରମା ଥିବାରୁ ଏହାର ଦର୍ଶନ ସାଧାରଣ ଜନତାଙ୍କ ମନରେ ଗଭୀର କୌତୂହଳ ଓ…

ଜାଣନ୍ତି କି ଗୋଟିଏ ଘଣ୍ଟାରେ ହାର୍ଟରେ କେତେଥର ହୁଏ ସ୍ପନ୍ଦନ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଓଜନ ହେଉଛି ମାତ୍ର ୩୦୦-୪୦୦ ଗ୍ରାମ୍‌। ତିନିଗୋଟି ସ୍ତରର ଗୋଟିଏ ଛୋଟିଆ ରକ୍ତ ସଞ୍ଚାଳନ ପମ୍ପ ରୂପେ କମ୍ପନ କରୁଥିବା ହୃତ୍‌ପିଣ୍ଡଟି ଗର୍ଭ ସଞ୍ଚାରଣର…

ଶୁକ୍ରଙ୍କ ଗୋଚର ଯୋଗୁ ମାଲାମାଲ ହେବେ ଏହି ୫ ରାଶି: ଫିଟିବ ଭାଗ୍ୟ, ଧନ ବର୍ଷା ସାଙ୍ଗକୁ ପଦୋନ୍ନତି…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ସୌନ୍ଦର୍ଯ୍ୟ, ପ୍ରେମ, ଐଶ୍ଚର୍ଯ୍ୟ, ବୈଭବ ଏବଂ ଭୌତିକ ସୁଖର କାରକ ବୋଲି ବିବେଚନା କରାଯାଏ। ଏହି ଗ୍ରହ ବିବାହ, ସମ୍ପର୍କ ଏବଂ ସୃଜନଶୀଳତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ୨୦୨୫ ଅକ୍ଟୋବର ୯ ତାରିଖରେ ଶୁକ୍ର…

ଯଦି ମହିଳାଙ୍କ ବଦଳରେ ପୁରୁଷମାନଙ୍କର ଋତୁସ୍ରାବ ହୁଅନ୍ତା, ତେବେ ଦୁନିଆ କିପରି ହୋଇଥାନ୍ତା ?

ନୂଆଦିଲ୍ଲୀ: ୪୭ ବର୍ଷ ପୂର୍ବେ ‘Ms. Magazine’ରେ ଗ୍ଲୋରିଆ ଷ୍ଟେନମଙ୍କ ନିବନ୍ଧ “ଯଦି ପୁରୁଷଙ୍କୁ ମାସିକ ଋତୁସ୍ରାବ ହେଉଥାନ୍ତା” ପ୍ରକାଶିତ ହୋଇଥିଲା, ଯେଉଁଥିରେ ସମାଜରେ ମହିଳାଙ୍କ ପ୍ରତି ଋତୁସ୍ରାବ ନେଇ ଥିବା ପକ୍ଷପାତମୂଳକ ଦୃଷ୍ଟିକୋଣ ଓ ବୈଷମ୍ୟକୁ ତୀକ୍ଷ୍ଣ ଭାବେ ଉପସ୍ଥାପନ…

ବିଶ୍ୱ ଗର୍ଭନିରୋଧ ଦିବସ ୨୦୨୫: ଗର୍ଭଧାରଣ ରୋକିବା ସହିତ ନିରାପଦ ଯୌନ ସମ୍ପର୍କ କାହିଁକି ଗୁରୁତ୍ୱପୂର୍ଣ୍ଣ

ପ୍ରତିବର୍ଷ ସେପ୍ଟେମ୍ବର ୨୬ ତାରିଖରେ ପାଳନ କରାଯାଉଥିବା ବିଶ୍ୱ ଗର୍ବନିରୋଧ ଦିବସ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ନିରାପଦ ଯୌନ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ୨୦୨୫ ବର୍ଷରେ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି…

ଖୁବ୍‌ଶୀଘ୍ର ହେବ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହିସବୁ ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ କୁପ୍ରଭାବ

ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ସେ ଲୋକମାନଙ୍କୁ ସେମାନଙ୍କ କାର୍ଯ୍ୟ ଅନୁସାରେ ପୁରସ୍କାର ଦିଅନ୍ତି। ଯେତେବେଳେ ଶନି ତାଙ୍କର ସ୍ଥାନ କିମ୍ବା ନକ୍ଷତ୍ର ପରିବର୍ତ୍ତନ କରନ୍ତି, ଏହା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ। କିଛିଙ୍କ ପାଇଁ,…

ଏହି ଗୋଟିଏ ରାଶି ପାଇଁ ସବୁଠୁ ଭଲ ଅକ୍ଟୋବର, ମିଳିବ କେବଳ ସଫଳତା ହିଁ ସଫଳତା

ଅକ୍ଟୋବର ମାସଟି ୧୨ ରାଶି ମଧ୍ୟରୁ ଗୋଟିଏ ରାଶି ପାଇଁ ବହୁତ ଚମତ୍କାର। ଅକ୍ଟୋବରରେ କେବଳ ମିଳିବ ସଫଳତା ହିଁ ସଳଫତା। ଏପରି ସୌଭାଗ୍ୟଶାଳୀ ରାଶି ହେଉଛି ମକର। ମାସର ପ୍ରଥମାର୍ଦ୍ଧ ସୁଦ୍ଧା, ମକର ରାଶି ବ୍ୟକ୍ତି ବିଶେଷଙ୍କ କ୍ୟାରିୟର, ବ୍ୟବସାୟ…

Paracetamol ଯୋଗୁ ବଢୁଛି Autismର ଆଶଙ୍କା, ଟ୍ରମ୍ପଙ୍କ ଏଭଳି ଦାବି ନେଇ କ’ଣ କହିଲେ WHO ଏକ୍ସପର୍ଟ? 

ନୂଆଦିଲ୍ଲୀ,୨୩।୯: ବିଶ୍ୱର ସବୁଠାରୁ ଲୋକପ୍ରିୟ ଔଷଧ ମଧ୍ୟରୁ ଗୋଟିଏ ପାରାସିଟାମଲ୍‌ ନିକଟରେ ଏକ ବଡ଼ ବିବାଦରେ ଫସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଗର୍ଭବତୀ ମହିଳାମାନେ ଟାଇଲେନଲ୍‌(ପାରାସିଟାମଲର ବ୍ରାଣ୍ଡ ନାମ, ଯାହା ଆମେରିକାରେ ଏହି ନାମରେ ଜଣାଶୁଣା)…

ଅକ୍ଟୋବରରେ ହେବ ବଡ଼ ପରିବର୍ତ୍ତନ: ଏହି ରାଶିର ଘଟିବ ରାଜଯୋଗ, ମିଳିବ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତି ଏବଂ ସ୍ଥିତି ଉପରେ ଆଧାରିତ ଅକ୍ଟୋବର ମାସ ବହୁତ ବିଶେଷ ହେବ। ଏହି ମାସରେ ଅନେକ ପ୍ରମୁଖ ଗ୍ରହର ରାଶି ପରିବର୍ତ୍ତନ ହେବ, ଯାହା ସମସ୍ତ ୧୨ଟି ରାଶି ଏବଂ ସମଗ୍ର…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବରଦାନ ଗାଜର, ନିୟନ୍ତ୍ରଣରେ ବି ରହିବ ବ୍ଲଡ୍‌ପ୍ରେସର

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍ସ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରିହୋଇ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅସ୍ଥି ଓ ମଜ୍ଜାକୁ ଶକ୍ତ କରିଥାଏ। ତେବେ ଏହାର ଆଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri