ଜୀବନଚର୍ଯ୍ୟା

ପ୍ରତିଦିନ ୪୫ ମିନିଟ୍ ଚାଲିଲେ ରକ୍ତ ଶର୍କରା ସ୍ତରରେ ହେବ ଏପରି ପରିବର୍ତ୍ତନ

ପ୍ରତିଦିନ ୪୫ ମିନିଟ୍ ଚାଲିବା ଦ୍ୱାରା ରକ୍ତ ଶର୍କରା (ବ୍ଲଡ୍ ଷୁଗର) ସ୍ତରରେ ଗୋଟିଏ ସକାରାତ୍ମକ ପରିବର୍ତ୍ତନ ଆସିଥାଏ, ଯାହା ଡାଏବେଟିସ୍ ପରିଚାଳନା ଏବଂ ଶରୀରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ନିକଟରେ ହୋଇଥିବା ଗବେଷଣା ପରିଚାଳନାରେ ଜଣାପଡ଼ିଛି। ଏକ...

ଅଜୀର୍ଣ୍ଣ ସମସ୍ୟା ହୋଇଥିଲେ…

ଆଜିକାଲି ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକେ ମନ ବଳାଇ ଥାଆନ୍ତି। ଏହି ସମୟରେ ନିଜ ଲୋଭକୁ ସମ୍ବରଣ କରି ନ ପାରି ଆମେ ଅଜୀର୍ଣ୍ଣ ସମସ୍ୟା ସମ୍ମୁଖୀନ ହୋଇଥାଉ। କାରଣ ସେତେବେଳେ ଜଣେ ଏଭଳି ଖାଦ୍ୟ...

କିପରି ହୋଇଥାଏ ବ୍ରେନ୍‌ ଷ୍ଟ୍ରୋକ୍‌

କିପରି ସଂଘଟିତ ହୁଏ ବ୍ରେନ୍‌ ଷ୍ଟ୍ରୋକ୍‌- ଏ ବିଷୟରେ ଆମେ ନିଶ୍ଚୟ କିଛି ଜାଣିବା ନିହାତି ଦରକାର। ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀ ଅଭ୍ୟନ୍ତରରେ ରକ୍ତ ଜମାଟ ବାନ୍ଧିଲେ ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳନ ହୋଇପାରେ ନାହିଁ। ଏହାଦ୍ୱାରା ସ୍ନାୟୁକୋଷଗୁଡ଼ିକ...

ଦୀର୍ଘାୟୁ ହେବାର ସରଳ ଉପାୟ

ଆମ ଭାରତୀୟ ସଂସ୍କୃତି, ପରମ୍ପରା ଅତି ମହାନ୍‌। ଆମ ପୂର୍ବ ପୁରୁଷମାନେ ନିଜ ନିଜର କୌଳିକ, ଆଧ୍ୟାତ୍ମିକ ଚିନ୍ତାଧାରା ସହ ଦୈନନ୍ଦିନ ନିଜ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଆମ ଭାରତୀୟ ଆୟୁର୍ବେଦରେ ଉଲ୍ଲେଖ କରାଯାଇଥିବା ବିଭିନ୍ନ ବୃକ୍ଷଲତା, ଗୁଳ୍ମର...

ବେଡ୍‌ରୁମ୍‌ ରଙ୍ଗ କରିଛନ୍ତି କି ଏପରି ତେବେ ଜାଣି ରଖନ୍ତୁ….

ବାସ୍ତୁଶାସ୍ତ୍ର ଅନୁଯାୟୀ, ବେଡ୍‌ରୁମ୍‌ର ରଙ୍ଗ ବି ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ଓ ମାନସିକତା ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତିକି: ଧଳା ରଙ୍ଗକୁ ବାସ୍ତୁଶାସ୍ତ୍ରରେ ଶାନ୍ତି ଓ ପବିତ୍ରତାର ପ୍ରତୀକ ବୋଲି କୁହାଯାଏ। ବେଡ୍‌ରୁମ୍‌ର ରଙ୍ଗ ଧଳା ରହିଲେ, ମନ ଭିତରେ...

୨୦୨୫ ପାଇଁ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ବର୍ଷ ଶେଷବେଳକୁ ଏହି ୫ରାଶିଙ୍କୁ ମନଇଛା ମିଳିବ ଟଙ୍କା!

ବୁଲଗେରୀୟ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ୨୦୨୫ ବର୍ଷ ପାଇଁ ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, କିଛି ରାଶିର ଲୋକଙ୍କ ଜୀବନରେ ସଫଳତା ଓ ସମୃଦ୍ଧି ଆସିବା ସହ ଭଲ ଚାକିରି ଏବଂ ଧନବର୍ଷାର ବି ଯୋଗ...

୫ ଜୁନରେ କୋଟିପତି ହେବେ ଏହି ୩ ରାଶି! ମିଳିବ ବଡ଼ ଅଫର୍‌

ଆଜିର ଦିନ ସମସ୍ତ ରାଶିର ବ୍ୟକ୍ତିଙ୍କ ପାଇଁ କିଛି ନୂଆ ସୁଯୋଗ ଓ ଆହ୍ବାନ ଆଣିପାରେ। ପ୍ରସିଦ୍ଧ ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ, ଆଜିର ରାଶିଫଳ ଆପଣଙ୍କୁ କ୍ୟାରିୟର, ସ୍ବାସ୍ଥ୍ୟ, ଅର୍ଥ ଓ ବ୍ୟକ୍ତିଗତ ଜୀବନରେ କ’ଣ ପ୍ରଭାବ ପଡିବ ଆସନ୍ତୁ...

ଏହି ସପ୍ତାହରେ ମାଲେମାଲ ହେବେ ଏହି ୨ରାଶି, ହେବ ଟଙ୍କାବର୍ଷା!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କର ରାଶି ପରିବର୍ତ୍ତନ ମଣିଷ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜୁନରେ ଗ୍ରହମାନଙ୍କର ରାଜକୁମାର ବୁଧ ଦେବ ନିଜର ଗତିପଥକୁ ୬ ଥର ପରିବର୍ତ୍ତନ କରିବେ, ଯାହା ଅନେକ ରାଶି ପାଇଁ ଶୁଭ ଫଳ...

ଜୁନରେ କୋଟିପତି ହେବେ ଏହି ୭ ରାଶି! ମିଳିବ ବଡ଼ ଅଫର୍‌

ଜୁନ ୨୦୨୫ରେ ବୁଧଙ୍କ ଗୋଚର: ୬ ଥର ରାଶି ପରିବର୍ତ୍ତନ, ୭ ରାଶିଙ୍କ ପାଇଁ ବଡ଼ ଲାଭ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କର ରାଶି ପରିବର୍ତ୍ତନ ମଣିଷ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜୁନରେ ଗ୍ରହମାନଙ୍କର ରାଜକୁମାର ବୁଧ...

କିସ୍‌ମିସ୍‌ରେ ରହିଛି ଅନେକ ଉପକାରୀ ଗୁଣ

କିସ୍‌ମିସ୍‌ରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଏହାକୁ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରିଥାଏ। ଏହାବ୍ୟତୀତ କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ଅନେକାଂଶରେ ଉପଶମ ମିଳିଥାଏ। କେବଳ ସେତିକି ନୁହେଁ, କିସ୍‌ମିସ୍‌ କମ୍‌ କ୍ୟାଲୋରିଯୁକ୍ତ।...

ବୁଦ୍ଧିମତ୍ତାକୁ ପ୍ରଭାବିତ କରେ ଅଧିକ ମିଠାଜାତୀୟ ଖାଦ୍ୟ

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ବୁଦ୍ଧିମତାକୁ ପ୍ରଭାବିତ...

ପରିବେଶ ଉପକାରୀ ଜୈବ ଇନ୍ଧନ

ବିଶ୍ୱରେ ଆଜି ଊର୍ଜାର ଅଭାବ, ତାହା ସହିତ ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମ୍ମୁଖୀନ। ଏହି ସମସ୍ୟାଗୁଡ଼ିକୁ ସମାଧାନକରିବା ପାଇଁ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ପାଇଁ ବିଭିନ୍ନ ଦେଶ ବିକଳ୍ପ ଊର୍ଜାର ଉତ୍ସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri