ପିଲାଙ୍କ ପଢ଼ାରେ ମନ ଲାଗିବା ପାଇଁ ମାନନ୍ତୁ କିଛି ନିୟମ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ବାତାବରଣ ଯେତେ ସକାରାତ୍ମକ ରହିବ, ପିଲାଙ୍କର ପଢ଼ାରେ ସେତେ ଆଗ୍ରହ ବଢ଼ିବ। ସେଥିପାଇଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଥିବା କିଛିଟା ନିୟମ ମାନିଲେ ଅନେକାଂଶରେ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଯେମିତି କି: ପିଲାଙ୍କ ଷ୍ଟଡି...
କୋଲେଷ୍ଟରଲ୍ ବଢ଼ୁଥିଲେ
ପରିମାଣରେ ତଟକା ପନିପରିବାକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏହା ନା କେବଳ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣରେ ରଖିବ ବରଂ ଶରୀରକୁ ଆବଶ୍ୟକମାତ୍ରାରେ ପୋଷକ ତତ୍ତ୍ୱ ଯୋଗାଇ ଦେବ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସୁସ୍ଥ ରଖିବାରେ...
କେଉଁ ଉପହାର ଦେବା ଶୁଭ…
ବାହାଘର ହେଉ କି ଜନ୍ମଦିନ ପାର୍ଟିରେ ସାଧାରଣତଃ ଉପହାର ଦେବା ନେବାର ଚଳଣି ଦେଖିବାକୁ ମିଳିଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଜିନିଷ ରହିଛି; ଯାହାକୁ ଉପହାର ସ୍ବରୂପ କାହାକୁ ଦେଲେ ଉଭୟ ଦେଉଥିବା ଓ ଗ୍ରହଣ...
ଏହି ୪ ରାଶିର ପୁରୁଷଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ମହିଳା; କରିପାରନ୍ତି ନାହିଁ ନା
ଜ୍ୟୋତିଷ ଶାସ୍ତ୍ରରେ ରାଶିର ମହତ୍ତ୍ୱ ଅଧିକ। ଏହା ଆଧାରରେ କୌଣସି ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତା’ର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ଏଭଳି ୪ ରାଶି ବିଷୟରେ କହିବୁ, ଯେଉଁଥିରେ ଜନ୍ମିତ ଯୁବକମାନଙ୍କ...
ରୋଷେଇ ଘରେ ରଖିଛନ୍ତି କି ଏସବୁ ବାସନ, ହୋଇପାରେ ଭୟଙ୍କର ରୋଗ: ସୂଚନା ଦେଲେ ଡାକ୍ତର
ଆମେ ଚିନ୍ତା ନ କରି ଆମ ଜୀବନରେ ଅନେକ କାର୍ଯ୍ୟ କରିଥାଉ। ଆମେ ଜାଣୁ ନାହିଁ ଏହା ଠିକ୍ କି ଭୁଲ ଏବଂ ବେଳେବେଳେ ଏହାର କ୍ଷତି ଜାଣିବା ପରେ ମଧ୍ୟ ଆମେ ଏହାକୁ ଅଣଦେଖା କରୁ। ତେବେ ଜଣେ...
କମାନ୍ତୁ ପେଟ ଚର୍ବି
ସାଧାରଣତଃ ମୋଟା ହେଲେ କିମ୍ବା ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କର ପ୍ରଥମେ ପେଟରେ ଚର୍ବି ଜମିବା ଆରମ୍ଭ ହୋଇଯାଏ। ଯାହାକି ଫିଗରକୁ ଖରାପ କରିଥାଏ। ହେଲେ ଏପରି ସମସ୍ୟା କମାଇ ନିଜକୁ ଏକ ଷ୍ଟାଇଲିସ୍ ତଥା ସୁନ୍ଦର ଲୁକ୍...
ଆତ୍ମସୁରକ୍ଷା
ଆଜିର ଦିନରେ ଚାରିଆଡ଼େ ଅପରାଧ ଏତେମାତ୍ରାରେ ବଢ଼ିଚାଲିଛି ଯେ, ପିଲାଠୁ ବୃଦ୍ଧ ସମସ୍ତେ ବିଶେଷ କରି ନାରୀମାନେ ଅସୁରକ୍ଷିତ। ତେଣୁ ପାଠପଢ଼ା, ଜବ୍ ଆଦି ଲାଗି ବାହାରକୁ ଯାଉଥିବା, ଏକାକୀ ବାହାରେ ରହୁଥିବା ଝିଅ କିମ୍ବା ମହିଳାଙ୍କଠାରୁ ଆରମ୍ଭ କରି...
ସୌରଜଗତକୁ ବୁଝିବାରେ ‘ଭୋୟେଜର-୨’ର ଭୂମିକା
ସୌରଜଗତର ଆଠଟି ଗ୍ରହ ମଧ୍ୟରୁ ୪ଟି ଗ୍ରହ-ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ସାଧାରଣତଃ ପଥୁରିଆ ଉପାଦାନକୁ ନେଇ ଗଠିତ ହୋଇଥିଲା ବେଳେ ଗ୍ରହାଣୁପୁଞ୍ଜ ପରେ ରହିଥିବା ବୃହସ୍ପତି, ଶନି, ୟୁରାନସ୍ ଓ ନେପ୍ଚୁନ୍ ଗ୍ରହଗୁଡ଼ିକର ଗଠନ ଧାରା ଭିନ୍ନ...
ଭୟ: ଏକ ବୈଜ୍ଞାନିକ ବିଶ୍ଳେଷଣ
ଭୟ ମଣିଷର ଏକ ସହଜାତ ପ୍ରବୃତ୍ତି। ଏପରି କୌଣସି ବ୍ୟକ୍ତି ନାହିଁ ଯାହା ମନରେ ଏହା କେବେ ନା କେବେ ସଞ୍ଚରିତ ନ ହୋଇଛି। ସାଧାରଣତଃ ଏହାକୁ ‘ନିରାନନ୍ଦ ଭାବପ୍ରବଣତା’ ବୋଲି ମନେକରାଯାଏ। ତେବେ ବେଳେବେଳେ ଏଥିରୁ ଆମେ ଆନନ୍ଦ...
ଘରର ମୁଖ୍ୟଦ୍ୱାର ପାଇଁ ଶୁଭ ଏହି ଗଛ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ଅଛି; ଯାହାକୁ ଘରର ମୁଖ୍ୟଦ୍ୱାର ନିକଟରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଯେମିତି କି: ତୁଳସୀ ଗଛ- ଏହି ଗଛ ଧାର୍ମିକ ଦୃଷ୍ଟିରୁ ଯେମିତି ପବିତ୍ର, ବାସ୍ତୁ ଅନୁଯାୟୀ ସେମିତି ଶୁଭ...
ରାଗ କମାଇବେ କିପରି
ରାଗ, କ୍ରୋଧ ମଣିଷର ବହୁତ କ୍ଷତି ପହଞ୍ଚାଇଥାଏ। ରାଗରେ ବେଳେବେଳେ ପାଟିରୁ ଏମିତି କିଛି କଟୁ କଥା ବାହାରିଯାଏ, ଯାହା କେବଳ ବାହାର ଲୋକଙ୍କୁ ନୁହେଁ ଘର ଲୋକଙ୍କୁ ବି ବହୁତ ଖରାପ ଲାଗିଥାଏ; ଯଦ୍ଦ୍ବାରା ସମ୍ପର୍କରେ ତିକ୍ତତା ଦେଖାଦେଇଥାଏ।...
ଥରେ ନୁହେଁ ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ; ରୋମାଣ୍ଟିକ୍ ସତ୍ତ୍ୱେ ହୃଦୟ ଭାଙ୍ଗେ
ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ ସବୁ ରାଶିର ସ୍ବଭାବ ଭିନ୍ନ। କେହି କେହି ଜୀବନକାଳ ଭିତରେ ଥରେ ପ୍ରେମରେ...
Archives


