୫ ହଜାର ଝିଅଙ୍କୁ ନେଇ ଦ୍ବନ୍ଦରେ ଥିଲେ ଯୁବକ, ପରଫେକ୍ଟ କନ୍ୟା ଖୋଜିଦେଲା ChatGPT

ନୂଆଦିଲ୍ଲୀ,୭ା୨: ଚାଟ୍ ଜିପିଟି ଲଞ୍ଚ ହେବା ପରଠାରୁ ଖବରରେ ରହିଛି। ଅବଶ୍ୟ, ଗତ ଦେଢ଼ ବର୍ଷ ମଧ୍ୟରେ ଏହା ବହୁତ ଅଗ୍ରଗତି କରିଛି। ଏଥିସହ ଅନେକ କ୍ଷେତ୍ରରେ ଏହାର ଉପଯୋଗୀତା ପ୍ରମାଣ କରିଛି, କିନ୍ତୁ ବର୍ତ୍ତମାନ ଏକ ନୂଆ ଖବର ଏହାକୁ ନେଇ ସାମ୍ନାକୁ ଆସିଛି। କାରଣ ଚାଟ୍ ଜିପିଟି ଏଠାରେ ‘ପ୍ରେମ ଗୁରୁ’ର ଭୂମିକା ଗ୍ରହଣ କରିଛି ଏବଂ ଜଣେ ପୁରୁଷକୁ ଉପଯୁକ୍ତ କନ୍ୟା ଖୋଜିବାରେ ସାହାଯ୍ୟ କରିଛି।

ଚାଟ୍ ଜିପିଟି ଏଥିପାଇଁ ୫ ହଜାରରୁ ଅଧିକ ପ୍ରୋଫାଇଲ୍ ଖୋଜିଲା ପରେ ଏହାର ଚଏସ୍ ଜଣାଇଛି। ଏଥିରେ ଋଷର ରହୁଥିବା ଜଣେ ବ୍ୟକ୍ତିଙ୍କୁ ମହିଳାଙ୍କ ପ୍ରୋଫାଇଲର ପରାମର୍ଶ ଦେଇଥିଲା, ଯାହାକୁ ଯୁବକ ଜଣକ ପ୍ରସ୍ତାବ ଦେଇ ବିବାହ କରିଥିଲେ।

ତେବେ ଋଷର ଏହି ବ୍ୟକ୍ତି ଆଲେକ୍ସଜାଣ୍ଡାର୍ ଜାଡାନ୍ ଦାବି କରିଛନ୍ତି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଚାଟବଟ୍ ତାଙ୍କୁ ଏକ ଉପଯୁକ୍ତ ମ୍ୟାଚ୍ ଖୋଜିବାରେ ସାହାଯ୍ୟ କରିଛି। ଚାଟବଟ୍ ଜଣେ ମହିଳାଙ୍କ ପ୍ରୋଫାଇଲ୍ ପରାମର୍ଶ ଦେଇଛି ଏବଂ ଆଜି ସେହି ମହିଳା ଜଣେ ଋଷୀୟ ବ୍ୟକ୍ତିଙ୍କ ପତ୍ନୀ। ଆଲେକ୍ସଜାଣ୍ଡାର୍ ଜାଦାନ ସାମାଜିକ ଗଣମାଧ୍ୟମ ଏକ୍ସରେ ଏହା ଉପରେ ଏକ ଲମ୍ବା ପୋଷ୍ଟ ଲେଖିଥିଲେ।

ଏହି ପୋଷ୍ଟରେ ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ଚାଟ୍‌ଜିପିଟି ସେହି ମହିଳାଙ୍କ ସହ ଏକ ବର୍ଷ ହେଲା କଥାବାର୍ତ୍ତା ହୋଇଛି ଯାହାକୁ ସେ ତାଙ୍କ ପାଇଁ ପ୍ରସ୍ତାବ ଦେଇଥିଲେ। ଚାଟ୍ ଜିପିଟି ବଟ୍ ପ୍ରାୟ ୫,୨୩୯ ଝିଅଙ୍କ ସହ କଥା ହୋଇଥିଲା, ଏହା ପରେ ଏହା ଗୋଟିଏ ଝିଅକୁ ଝିଅକୁ ସର୍ବାଧିକ ସ୍କୋର ଦେଇଥିଲା। ଆଲେକ୍ସଜାଣ୍ଡାର୍ ଜଦନ କହିଛନ୍ତି ଯେ ସେ 2023 ବର୍ଷ ଶେଷରେ କରୀନାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଜଦନ ଏବଂ କରୀନ୍ ବିବାହ କରି ଉପଯୁକ୍ତ ମ୍ୟାଚ୍ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସେପ୍ଟେମ୍ୱର ୧୧ରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନରେ ଫିଟିଯିବ ଭାଗ୍ୟ, ୫ ରାଶିଙ୍କ ଉପରେ ଧନବର୍ଷା

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ ଶୁକ୍ରବାର ରାତି ୧୧ଟା ୧୯ ମିନିଟରେ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଗ୍ରହଙ୍କର ସ୍ୱାତୀ ନକ୍ଷତ୍ରରେ ଗୋଚର ଫଳରେ…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଆଜିଠୁ ଆରମ୍ଭ ହେଲା କର୍କଟ ସମେତ ୪ ରାଶିଙ୍କ ଭଲ ଦିନ, ମାଲାମାଲ ହେବା ସହ…

ଧାର୍ମିକ ଦୃଷ୍ଟିରୁ ଜନ୍ମାଷ୍ଟମୀ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ୨୦୨୬ର ଜନ୍ମାଷ୍ଟମୀ ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ବିଶେଷ ବୋଲି କୁହାଯାଉଛି। ଜ୍ୟୋତିଷ ଅନୁସାରେ, ସେପ୍ଟେମ୍ବର ୪ ତାରିଖ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri