ତ୍ୱଚା ପାଇଁ ହାନିକାରକ ଆଲ୍କହଲ୍
ଆଲ୍କହଲ୍ ପିଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏକଥା ଜାଣିଥିଲେ ସୁଦ୍ଧା ଏଥିପ୍ରତି ଅଧିକାଂଶ ସଚେତନ ନାହାନ୍ତି। ତେବେ ଆପଣ ଜାଣନ୍ତି କି, ଏହା ନା କେବଳ କ୍ୟାନ୍ସର, ହୃଦ୍ରୋଗ ଏବଂ ଅନ୍ୟାନ୍ୟ ଘାତକ ରୋଗର ଆଶଙ୍କା ବୃଦ୍ଧି କରିଥାଏ ବରଂ ତ୍ୱଚା…
ଅଳ୍ପ ବିଦ୍ୟା ଭୟଙ୍କରୀ
ଆଜିକାଲି ଘରେ ବସି ଖୁବ୍ ସହଜରେ ଇଣ୍ଟରନେଟ୍ରୁ ମିଳିପାରୁଛି ପ୍ରତ୍ୟେକ ବିଷୟରେ ସୂଚନା। ଯାହା ମଧ୍ୟରୁ କେତେକ ସୂଚନାରେ ରହୁଛି ଅଧା ସତ୍ୟ। ହେଲେ ଇଣ୍ଟରନେଟ୍ର ତଥ୍ୟକୁ ଅନ୍ଧଭାବେ ବିଶ୍ୱାସ କରୁଥିବା ଜନସାଧାରଣ ଏହି ସୂଚନାକୁ ହିଁ ସତ ବୋଲି ମାନି…
ଅଁଳା ଗଛରେ ବାସ କରିଥାନ୍ତି ସ୍ବୟଂ ଲକ୍ଷ୍ମୀନାରାୟଣ, ଜାଣନ୍ତୁ ଏହାର ମହତ୍ତ୍ୱ…
ଅଁଳା ଗଛ ଯେତିକି ପବିତ୍ର ସେତିକି ଉପକାରୀ ମଧ୍ୟ। କାରଣ ଏହି ଗଛରେ ଭରି ରହିଛି ଅନେକ ଔଷଧୀୟ ଗୁଣ। ସେହିପରି ଏହାର ଆଧ୍ୟାତ୍ମିକ ଗୁଣ ମଧ୍ୟ ବେଶ୍ ଉଚ୍ଚକୋଟୀର। ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ କରିଥାନ୍ତି ବୋଲି ବିଶ୍ୱାସ…
ପକ୍ଷୀ ଦିଅନ୍ତି ଶୁଭଅଶୁଭର ସଙ୍କେତ, ଜାଣନ୍ତୁ ସେ ସମ୍ପର୍କରେ…
ବିଶ୍ୱାସ ରହିଛି ପକ୍ଷୀମାନଙ୍କର କାର୍ଯ୍ୟକଳାପ ଆମକୁ ଶୁଭଅଶୁଭର ସଙ୍କେତ ଦେଇଥାଏ। ତେବେ କେଉଁ ପକ୍ଷୀ କିଭଳି ସଙ୍କେତ ଦେଇଥାନ୍ତି ଆସନ୍ତୁ ଜାଣିନେବା ସେ ସମ୍ପର୍କରେ: * କାଉଟିଏ ପାତ୍ରରୁ ପାଣି ପିଉଥିବାର ଅବା ଖାଦ୍ୟ ଧରି ଉଡ଼ିଯାଉଥିବାର ଦୃଶ୍ୟ ଶୁଭ ସୂଚନା…
ମକର ସଂକ୍ରାନ୍ତିଠାରୁ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚମକିବ
ସାରା ଦେଶରେ ଜାନୁଆରୀ ୧୫ରେ ମକର ସଂକ୍ରାନ୍ତି ପାଳନ କରାଯିବ। ସନାତନ ଧର୍ମରେ ଏହି ଦିନର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନଠାରୁ ସୂର୍ଯ୍ୟ ଉତ୍ତରାୟଣ ହୋଇଯାଏ। ସୂର୍ଯ୍ୟ ମକର ରାଶିରେ ପ୍ରବେଶ କଲେ ମକର ସଂକ୍ରାନ୍ତି ପାଳନ କରାଯାଏ। ନୂତନ…
‘ଏଭଳି ପୁଅ ବଞ୍ଚି ରହିବା ଅପେକ୍ଷା ମରିଯିବା ଭଲ’: ଜାଣନ୍ତୁ ସନ୍ତାନକୁ ନେଇ ଏଭଳି କାହିଁକି କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି।…
ଆଜି ବି ମଣିଷ ଜୀବନ ଉପରେ ପ୍ରଭାବ ପକାଉଛି ମହାଭାରତ ଯୁଗର ଏସବୁ ଅଭିଶାପ: ଯୁଧିଷ୍ଠିରଙ୍କ ଯୋଗୁ…
ମହାଭାରତ ଦୁନିଆର ସବୁଠାରୁ ବଡ଼ କାବ୍ୟ। ଏହି ଯୁଦ୍ଧରେ ଅଭିଶାପର ପ୍ରମୁଖ ଭୂମିକା ରହିଛି। ସେଥିରୁ କିଛି ଆଜି ପର୍ଯ୍ୟନ୍ତ ଚାଲି ଆସୁଥିବା ବିଶ୍ୱାସ ରହିଛି। ଯୁଧିଷ୍ଠିରଙ୍କ ଅଭିଶାପ: କର୍ଣ୍ଣଙ୍କ ବଧ ପରେ କୁନ୍ତି ବଡ଼ପୁଅଙ୍କ ମୃତଦେହ ନିକଟରେ କ୍ରନ୍ଦନ କରୁଥିଲେ।…
ବ୍ଲଡ୍ ଗ୍ରୁପ୍ରୁ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ
ବ୍ଲଡ୍ଗ୍ରୁପ୍ରୁ ଆପଣ ଜାଣିପାରିବେ ଆପଣଙ୍କ ବ୍ୟକ୍ତିତ୍ୱ କିପରି। ୧୯୨୦ରୁ ଜାପାନରେ ଏହା ଏକ ଉଚ୍ଚ ମାନ୍ୟତା ପାଇଛି। ଏପରିକି ଲୋକମାନେ ସେମାନଙ୍କର ସିଭି ଏବଂ ଡେଟିଂ ପ୍ରୋଫାଇଲରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି। ଆପଣଙ୍କ ପ୍ରକୃତି କ’ଣ ଆପଣ କେଉଁ ପ୍ରକାରର…
ପିଉଛନ୍ତି କି ବୋତଲ ପାଣି, ହୋଇ ଯାଆନ୍ତୁ ସାବଧାନ ! ବ୍ରେନ-ହାର୍ଟରେ ପହଞ୍ଚିବ ଏସବୁ…
ନୂଆଦିଲ୍ଲୀ,୯।୧ : ବୋତଲରେ ପାଣି କିଣିବା ଅତ୍ୟନ୍ତ ସହଜ, ଏହା ଆମ ପାଇଁ ସହଜରେ ଉପଲବ୍ଧ କିନ୍ତୁ ବର୍ତ୍ତମାନ ଏହି ବିଷୟରେ ଏକ ଚିନ୍ତାଜନକ ପ୍ରକାଶ ସାମ୍ନାକୁ ଆସିଛି । ଏକ ଗବେଷଣା ଅନୁଯାୟୀ, ବୋତଲରେ ପାଣିରେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ…
ପ୍ରାତଃଭୋଜନରେ ଚୁଡ଼ାଦହି ଖାଇବା ସ୍ବାସ୍ଥ୍ୟପକ୍ଷେ ବେଶ ଉପକାରୀ, ଲାଭ ଜାଣିଲେ କହିବେ ‘ସବୁଦିନ ଖାଇବି’
ସମୟ ବଦଳିବା ସହ ବଦଳୁଛି ଆଜିକାଲି ଯୁବପୀଢ଼ିଙ୍କ ଜୀବନଶୈଳୀ। ତଦନୁଯାୟୀ ପାରମ୍ପରିକ ଖାଦ୍ୟପଦାର୍ଥର ସ୍ଥାନ ନେଉଛି ବିଦେଶୀ ବ୍ୟଞ୍ଜନ। ଏସବୁ ସତ୍ତ୍ୱେ ଚାଲିଆସୁଥିବା କିଛି ପ୍ରଥା ଫିଟ୍ ରହିବାର ନୂଆ ତରିକା ଶିଖାଉଛି। ଠିକ୍ ସେଭଳି ଏକ ଖାଦ୍ୟ ହେଲା ‘ଚୁଡ଼ା…
ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍, ଏନେଇ ଲୋକେ ଅଜଣା…
ନୂଆଦିଲ୍ଲୀ,୯।୧ : ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍ ଲାଗିଛି। କିନ୍ତୁ ଏ ସମ୍ପର୍କରେ ଲୋକେ ଅଜଣା। ଏହା ହେଉଛି ଉଚ୍ଚ ରକ୍ତଚାପ। ଏହି ସ୍ବାସ୍ଥ୍ୟ ସମସ୍ୟା ନେଇ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି, କିନ୍ତୁ ଭାରତରେ…
ଆଣ୍ଡ୍ରଏଡ୍ ଫୋନ୍ ପାଇଁ Gmail ଆଣିଲା ‘ଅଲ୍ ସିଲେକ୍ଟ’ ବିକଳ୍ପ: ଜାଣନ୍ତୁ ଏହା କିପରି କାମ କରେ
ନୂଆଦିଲ୍ଲୀ, ୯।୧: ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ଗୁଗୁଲ୍ ଏହାର ଜିମେଲ୍ ଆପରେ ଏକାଧିକ ଇମେଲ୍ ସିଲେକ୍ଟ କରିବା ପାଇଁ ବିକଳ୍ପ ଆରମ୍ଭ କରିଛି। ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ଜିମେଲ୍ ଆପ୍ ରେ ଥିବା ଉପଭୋକ୍ତାମାନଙ୍କଏହା ଧୀରେ ଧୀରେ ଉପଲବ୍ଧ ହେଉଛି। ନୂତନ…
Archives


