ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ
ଶିମଲା,୧।୪: କରୋନା ସଂକ୍ରମଣ ଯୋଗୁ ଦେଶର ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, କେରଳ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସରକାରଙ୍କ...
କରୋନା ଆକ୍ରାନ୍ତ ସରପଞ୍ଚ, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ, ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୫(ବ୍ୟୁରୋ): କରୋନା ଆକ୍ରାନ୍ତ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଟେଲିଫୋନ ଯୋଗେ କଥା ହୋଇଥିବା ବେଳେ ଅପରାହ୍ନରେ ଶିକ୍ଷକ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସହ କଥା ହୋଇଛନ୍ତି। କରୋନା ମୁକାବିଲା...
ଭୁଲ ନ କରୁ ଭାରତ: ୧୦ ସପ୍ତାହରୁ କମ୍ ହେଲେ ଲକ୍ଡାଉନ, ପରିସ୍ଥିତି ହେବ ଅସମ୍ଭାଳ
ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ୪୦ ଦିନିଆ ଲକ୍ଡାଉନ ଅବଧି ମେ’ ୩ରେ ଶେଷ ହେଉଛି। ସାଧାରଣ ଜନତା ଭାବୁଛନ୍ତି ଏହାପରେ ଜୀବନ ଯାତ୍ରା ସ୍ବାଭାବିକ ହୋଇଯିବ। ହେଲେ ବିଶ୍ୱର ତେତେ ଜଣ ହେଲ୍ଥ ଏକ୍ସପର୍ଟଙ୍କ...
ମାର୍ଚ୍ଚରେ ଅବସର ନେବାକୁ ଥିବା ଡାକ୍ତର, ନର୍ସ ଆଉ ୨ ମାସ ଯୋଗାଇବେ ସେବା
ଚେନ୍ନାଇ,୩୧।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ସବୁ ରାଜ୍ୟରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହିକ୍ରମରେ ତାମିଲନାଡୁରେ...
କାର୍ଗିଲ ଯୁଦ୍ଧରେ ଶହୀଦ୍ ହୋଇଥିଲେ ପିତା, ସେହିଦିନ ଜନ୍ମ ନେଲେ ଝିଅ କିନ୍ତୁ ପାଳନ୍ତି ନାହିଁ ଜନ୍ମଦିନ
ପୁଣେ, ୨୬।୭: ସାରା ଦେଶ ଶୁକ୍ରବାର କାର୍ଗିଲ ବିଜୟ ଦିବସ ପାଳନ କରୁଥିଲାବେଳେ କିଛି ଘରେ ଆଜି ବି ସମ୍ପର୍କୀୟଙ୍କୁ ହରାଇବାର ଦୁଃଖ ଲିଭିନାହିଁ। ମହାରାଷ୍ଟ୍ରର ସତାରାରେ ରହୁଥିବା ମହାଦେବ ଯଶଓ୍ବନ୍ତ ନିକମ କାର୍ଗିଲ ଯୁଦ୍ଧରେ ଯୋଗ ଦେଇ ୧୯୯୯,...
କାରଗିଲ୍ ଶହୀଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ
ଶ୍ରୀନଗର, ୨୬।୭: ଜମ୍ମୁ-କଶ୍ମୀରର ଦ୍ରାସ୍ରେ ଶୁକ୍ରବାର କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାଧାରଣ ଲୋକଙ୍କଠାରୁ ଯବାନଙ୍କ ପର୍ଯ୍ୟନ୍ତ ବୀର ଶହୀଦଙ୍କୁ ସଲାମ କରୁଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ରାସରେ ଥିବା...
୧୯୯୯ରେ କାରଗିଲ୍ ଯାଇଥିଲେ ମୋଦି, ଶେୟାର୍ କଲେ ଯୁଦ୍ଧ ବେଳର ଫଟୋ
ନୂଆଦିଲ୍ଲୀ, ୨୬।୭: ଆଜି ଦେଶ ପାଇଁ ଗୌରବର ଦିନଟିଏ। ଆଜକୁ ଠିକ୍ ୨୦ବର୍ଷ ପୂର୍ବେ କାରଗିଲରେ ଭାରତୀୟ ସୈନ୍ୟମାନେ ପାକିସ୍ତାନକୁ ଧୂଳି ଚଟେଇ ଦେଇଥିଲେ। ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଭାରତ ବିଜୟ ହାସଲ କରିଥିଲା। ତେଣୁ ଯୋଦ୍ଧାଙ୍କ ବୀରତାକୁ...
କାରଗିଲ୍ ଶହୀଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୬।୭: ଆଜି ସାରା ଦେଶରେ କାରଗିଲ୍ ବିଜୟ ଦିସ ପାଳନ କରାଯାଉଛି। ଏହି ଅବସରରେ କାରଗିଲ୍ ଶହୀଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଟୁଇଟ୍ ଯୋଗେ କହିଛନ୍ତି, କାରଗିଲ୍ ବିଜୟ...
ଆଜି କାରଗିଲ୍ ବିଜୟ ଦିବସ: ଶହୀଦ୍ ଯବାନଙ୍କୁ ସାରା ଦେଶ ଜଣାଇଲା ସମ୍ମାନ
ନୂଆଦିଲ୍ଲୀ, ୨୬।୭: କାରଗିଲ ଯୁଦ୍ଧକୁ ବିତିଛି ୨୦ ବର୍ଷ। ୧୯୯୯ ମସିହାରେ ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାରଗିଲରେ ବିଜୟର ଧ୍ୱଜା ଉଡାଇଥିଲା ଭାରତ। କାରଗିଲ୍ ଯୁଦ୍ଧରେ ୫୦୦ରୁ ଉର୍ଦ୍ଧ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ପାକିସ୍ତାନ ହରାଇଥିଲା...
କାରଗିଲ୍ର ବ୍ୟଥା: ନିଜ ମୃତ ସୈନ୍ୟଙ୍କୁ ଚିହ୍ନିବାକୁ ମନା କରିଥିଲା ପାକିସ୍ତାନ
ଶ୍ରୀନଗର,୨୫।୭: ଭାରତରେ ଜୁଲାଇ ୨୬ରେ କାରଗିଲ୍ ବଜୟ ଦିବସ ପାଳିତ ହେଉଛି। ଗତ ୨୦ ବର୍ଷ ଧରି ଏହା ପାଳିତ ହୋଇଆସୁଛି। ୧୯୯୯ ଜୁଲାଇ ୨୬ରେ ଭାରତ ଏହି ଯୁଦ୍ଧରେ ବିଜୟ ଲାଭ କରିଥିଲା। ସମୁଦ୍ର ପତ୍ତନଠାରୁ ୧୬ ହଜାର...
ବିବାହର ୧୦ ଦିନ ପରେ ସୀମାକୁ ଯାଇଥିଲେ ପୁଅ: ଫେରିଲେ କଫିନରେ ମୃତଦେହ ହୋଇ
ଡେରାଡୁନ,୨୫।୭: ବିବାହର ୧୦ ଦିନ ପରେ ସୀମାକୁ ଯାଇଥିବା ପୁଅ ଫେରିଛି ସତ ହେଲେ ଦୀର୍ଘ ୨୦ ବର୍ଷ ହେଲା ମା’ ଆଖିରୁ ଲୁହ ଶୁଖିନି। ଡେରାଡୁନର ବିଜୟ ସିଂ ଭଣ୍ଡାରି ୧୭ ଗଡଓ୍ବାଲ ବାଟେଲିୟରେ ଯୋଗ ଦେଇଥିଲେ। ହେଲେ...
କାରଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ
ନୂଆଦିଲ୍ଲୀ,୨୫।୭: ଆସନ୍ତା ଶୁକ୍ରବାର ପାଳନ ହେବ ୨୦ତମ କାରଗିଲ ବିଜୟ ଦିବସ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାରଗିଲର ଦ୍ରାସଠାରେ ଏହି ଦିବସ ପାଳନ କରାଯିବାକୁ ଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ...