ନୂଆ ରେକର୍ଡ କଲେ କେଏଲ୍ ରାହୁଲ
ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ସୋମବାର ୧୨ତମ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ କଡା ଟକ୍କର ହୋଇଛି। ଲକ୍ଷ୍ନୌ ଅଧିନାୟକ କେଏଲ୍ ରାହୁଲ ଜବରଦସ୍ତ ଇନିଂସ ଖେଳି ଅର୍ଦ୍ଧଶତକ କରିଛନ୍ତି। ୫୦ଟି ଅର୍ଦ୍ଧଶତକ କରି ରାହୁଲ…
ସନରାଇଜର୍ସ ଆଗରେ ୧୭୦ ରନ୍ର ଟାର୍ଗେଟ ରଖିଲା ଲକ୍ଷ୍ନୌ
ମୁମ୍ବାଇ,୪।୪: ଇଣ୍ଡିଆନ୍ ପ୍ରମିୟର ଲିଗ୍ର ସୋମବାର ୧୨ ତମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୭ ଓ୍ବିକେଟ ହରାଇ ୧୬୯ ରନ୍ କରିଛି। ସନରାଇଜର୍ସ ହାଇଦ୍ରାବାଦ ୧୭୦ ରନ୍ର ବିଜୟ ଲକ୍ଷ୍ୟ ରଖିଛି। ଲକ୍ଷ୍ନୌ ତରଫରୁ କେଏଲ ରାହୁଲ ୬୮ ଏବଂ…
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ
ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ସୋମବାର ୧୨ତମ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବଦ ଅଧିନାୟକ କେନ୍ ଓ୍ବିଲିୟମ୍ସନ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପ୍ରଥମେ ବ୍ୟାଟିଂ କରିବ। ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ (ଅଧିନାୟକ),…
‘ଆମକୁ ବାଟ ଖୋଜିବାକୁ ପଡ଼ିବ’
ମୁମ୍ବାଇ,୪।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସିଜନ ଆରମ୍ଭରୁ ଲଗାତାର ୩ ପରାଜୟ ବରଣ କରିଛି। ତୃତୀୟ ମ୍ୟାଚ୍ରେ ପଞ୍ଜାବ ଠାରୁ ୫୪ ରନ୍ରେ ପରାସ୍ତ ହେବାରୁ ଚେନ୍ନାଇ ତା’ର ଟାଇଟଲ ଡିଫେଣ୍ଡ କରିବା…
ଟସ୍ ଜିତିବା ପରେ ବି ବଦଳିଲା ନାହିଁ ସିଏସ୍କେ ଭାଗ୍ୟ
ମୁମ୍ବାଇ,୩।୪: ଚଳିତ ଆଇପିଏଲ୍ରେ ଲଗାତାର ତୃତୀୟ ପରାଜୟ ବରଣ କରିଛି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ଇଣ୍ଡିଆନ ପ୍ରମିୟର ଲିଗ୍ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ପୂର୍ବ ଦୁଇ ମ୍ୟାଚ୍ ଭଳି ଏଥର ଟସ୍…
ଆଗରେ ୧୮୧ ରନ୍ର ଟାର୍ଗେଟ, ସିଏସ୍କେ ୩୬/୫
ମୁମ୍ବାଇ,୩।୪: ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଧାର୍ଯ୍ୟ ୧୮୧ ରନ୍ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ୮ ଓଭରରେ ୩୬ ରନ୍ରେ ୪ ପ୍ରମୁଖ ବ୍ୟାଟରଙ୍କ ଉଇକେଟ ହରାଇ ସଙ୍କଟରେ ପଡ଼ିଛି। ପୂର୍ବ ମ୍ୟାଚ୍ରେ ବିସ୍ଫୋରକ ଅର୍ଦ୍ଧଶତକୀୟ…
ଡେଥ୍ ଓଭରରେ ମ୍ୟାଚ୍କୁ ଫେରିଲା ସିଏସ୍କେ
ମୁମ୍ବାଇ,୩।୪: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ କିଙ୍ଗ୍ସ ପ୍ରଥମ ଦୁଇ ଓଭରରେ ମୟଙ୍କ ଅଗ୍ରଓ୍ବାଲ (୪) ଏବଂ ଭାନୁକା ରାଜପକ୍ଷେ (୯)ଙ୍କ ଉଇକେଟ ହରାଇଥିଲା। ତା’ ପରେ ବ୍ୟାଟିଂ ଆସିଥିବା ଲିଆମ ଲିଭିଂଷ୍ଟୋନ କିଛି ବଲ ଖେଳିବା ପରେ…
ବଡ଼ ମାଇଲଷ୍ଟୋନ ଛୁଇଁଲେ ଧୋନୀ
ନୂଆଦିଲ୍ଲୀ,୩।୪: ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ହାସଲ କରିଛନ୍ତି। ବ୍ରାବୋର୍ନେ ଷ୍ଟାଡିୟମରେ ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମ୍ୟାଚ୍ ଧୋନୀଙ୍କ ପାଇଁ ଥିଲା ୩୫୦ତମ ମ୍ୟାଚ୍। ଏଭଳି…
ଆର୍ସିବିକୁ ଫେରିଲେ ପୂର୍ବତନ ସଦସ୍ୟ
ମୁମ୍ବାଇ,୩।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଦଳରେ ସାମିଲ ହୋଇଛନ୍ତି ମଧ୍ୟପ୍ରଦେଶ ବ୍ୟାଟର ରଜତ ପଟିଦାର। ତାଙ୍କୁ ଲବନିଥ ସିସୋଡିଆଙ୍କ ବଦଳ ଖେଳାଳି ଭାବେ ପୂରା ସିଜନ ପାଇଁ ଆର୍ସିବିରେ ସ୍ଥାନ ପାଇଛନ୍ତି। ଏ ନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ ରବିବାର…
ଆଇପିଏଲ୍ ଟଙ୍କାରେ ଘର କିଣିବେ ଏହି କ୍ରିକେଟର୍
ମୁମ୍ବାଇ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନୂତନ ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମ ମାଧ୍ୟମରେ, ଅନେକ ଖେଳାଳି ରାତାରାତି ତାରକା ପାଲଟନ୍ତି। ଏହିପରି ଜଣେ ଖେଳାଳି ହେଉଛନ୍ତି ୧୯ ବର୍ଷୀୟ ତିଳକ ବର୍ମା। ସେ ଆଇପିଏଲ ୨୦୨୨ରେ…
ପରାଜୟ ସ୍ୱୀକାର କଲା ଡିସି …
ମୁମ୍ବାଇ, ୨।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ବିଜୟ ହାସଲ କରିଛି । ୧୪ ରନରେ ଡିସି ଜିଟି ଠାରୁ ପରାଜିତ ହୋଇଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି…
ଡିସିି ପାଇଁ ବିଜୟ ଲକ୍ଷ୍ୟ ୧୭୨ …
ମୁମ୍ବାଇ, ୨।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଡିସିର…
Archives


