ଚେନ୍ନାଇକୁ ବଡ଼ ଝଟ୍କା
ମୁମ୍ବାଇ,୧୧।୫:ଆଇପିଏଲ୍ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ଼ ଝଟ୍କା ଲାଗିଛି। ଦଳର ପୂର୍ବତନ ଅଧିନାୟକ ରବିନ୍ଦ୍ର ଜାଡେଜା ଆହତ କାରଣରୁ ଚଳିତ ସିଜିନ୍ରୁ ବାଦ୍ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏନେଇ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଦିଲ୍ଲୀ...
ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍ର ଟାର୍ଗେଟ୍
ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍ର ଟାର୍ଗେଟ୍ ଦେଇଛି। ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଲାଯାଉଥିବା ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ...
ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ଭେଟୁଛି। ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପ୍ଲେ ଅଫ ଦୌଡରେ ରହିବାକୁ ପଡ଼ିଆରେ...
ବ୍ୟାଟିଂ କି ବୋଲିଂ ନୁହେଁ, ଏହି କାମରେ ଟ୍ୟାଲେଣ୍ଟ୍ ଦେଖାଇଲେ ସଚିନ ତେନ୍ଦୁଲକରଙ୍କ ପୁଅ
ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ଥିବା ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ତାଙ୍କ ଆଇପିଏଲ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ଅର୍ଜୁନଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଚଳିତ...
ମାତ୍ର ୨୩ ବର୍ଷ ବୟସରେ ଟି-୨୦ରେ କ୍ରିକେଟ୍ରେ ବଡ଼ ରେକର୍ଡ ହାସଲ କଲେ ଏହି କ୍ରିକେଟର୍
ମୁମ୍ବାଇ,୧୧।୫: ଗୁଜରାଟ ଟାଇଟାନ୍ସ (ଜିଟି) ଲେଗ-ସ୍ପିନର ରସିଦ ଖାନ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲଏସଜି) ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାରେ ରସିଦ ବିଶ୍ୱର ତୃତୀୟ ବୋଲର...
ଜିଟିର ସହଜ ବିଜୟ…
ମୁମ୍ବାଇ, ୧୦।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ସହଜ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୪୫ ରନ୍ ଲକ୍ଷ୍ୟର ପିଛା କରି ଏଲଏସଜି ୧୩.୫...
ଗିଲ୍ଙ୍କ ବିସ୍ଫୋରକ ବ୍ୟାଟିଂ,ଏଲ୍ଏସ୍ଜି ପାଇଁ ବିଜୟ ଲକ୍ଷ୍ୟ ୧୪୫ …
ମୁମ୍ବାଇ, ୧୦।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ରର ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏଶନ...
ଟସ୍ ଜିତିଲା ଜିଟି, ବ୍ୟାଟିଂ ନିଷ୍ପତ୍ତି…
ମୁମ୍ବାଇ, ୧୦।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏଶନ...
ବାପା ହେଲେ ଏହି କ୍ରିକେଟର୍
ମୁମ୍ବାଇ,୧୦।୫: ଆଇପିଏଲ ୨୦୨୨ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ୱେଷ୍ଟଇଣ୍ଡିଜ କ୍ରିକେଟର ଶିମ୍ରନ ହେଟମିୟର ପ୍ରଥମଥର ବାପା ହୋଇଛନ୍ତି। ଏଥିପାଇଁ ସେ ଆଇପିଏଲରୁ ବିରତି ମଧ୍ୟ ନେଇଛନ୍ତି। ନିକଟରେ ସ୍ତ୍ରୀଙ୍କୁ ସମୟ ଦେବା ପାଇଁ ସେ ଆଇପିଏଲର ବାୟୋ ବବୁଲ...
କାହିଁକି ବ୍ୟାଟ୍ କାମୁଡନ୍ତି ଧୋନୀ
ମୁମ୍ବାଇ,୧୦।୭: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ୟତମ ଶ୍ରେଷ୍ଠ ଫିନିସର। ଧୋନୀଙ୍କ ବ୍ୟାଟ ଆଇପିଏଲ ୨୦୨୨ରେ ମଧ୍ୟ ଚାଲିଛି। ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଛୋଟ କିନ୍ତୁ ବିସ୍ଫୋରକ ଇନିଂସ...
ବୁମ୍ରାଙ୍କ ଘାତକ ବୋଲିଂ ପରେ ସ୍ତ୍ରୀ କହିଲେ ମୋ ସ୍ବାମୀ…
ମୁମ୍ବାଇ,୧୦।୫: ଆଇପିଏଲ ୨୦୨୨ର ୫୬ତମ ମ୍ୟାଚ୍ରେ ଦୁଇଥର ବିଜେତା କୋଲକାତା ନାଇଟ ରାଇଡର୍ସ ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫୨ ରନ୍ରେ ପରାସ୍ତ କରି ଆଇପିଏଲରେ ପ୍ଲେ ଅଫରେ ପହଞ୍ଚିବା ଆଶା ଉଜ୍ଜିବୀତ ରଖିଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର...
ମୁମ୍ବାଇ ଆଗରେ ୧୬୬ ରନ୍ର ଟାର୍ଗେଟ୍
ମୁମ୍ବାଇ,୯।୫: ଆଇପିଏଲ-୨୦୨୨ର ୫୬ତମ ମ୍ୟାଚ୍ରେ ମୁମ୍ବାଇ ଆଗରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍ ରାଇଡର୍ସ ।ଏହି ମ୍ୟାଚ୍ରେ ମୁମ୍ବାଇ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଲକାତା ବ୍ୟାଟିଂ କରିଥିଲା। ତେବେ...
Archives


