ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ଏପ୍ରିଲରେ କରିବେ ଚାଇନା ଗସ୍ତ…
ପ୍ୟାରିସ,୨୫।୨ : ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏପ୍ରିଲ ଆରମ୍ଭରେ ଚାଇନା ଗସ୍ତ କରିବେ ବୋଲି କହିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧର ଗୋଟିଏ ବର୍ଷ ଶେଷ ହେବାର ପରଦିନ ଫ୍ରାନ୍ସ ରାଷ୍ଟ୍ରପତି…
ତୁର୍କୀରେ ପୁଣି ଭୂକମ୍ପ
ଆଙ୍କାରା,୨୫ା୨: ଶନିବାର ତୁର୍କୀରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। କେନ୍ଦ୍ରୀୟ ତୁର୍କୀ ଅଞ୍ଚଳରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଛି। ଏନେଇ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ, ଫେବୃୟାରୀ ୬ରେ ତୁର୍କୀ ଏବଂ…
ଆମେରିକା ବିଲିୟନେୟାର ନିଜକୁ ଗୁଳ କରି କଲେ ଆତ୍ମହତ୍ୟା…
ଓ୍ବାଶିଂଟନ,୨୫।୨ : ଆମେରିକୀୟ ବିଲିୟନେୟାର ଫାଇନାନ୍ସର୍ ଥୋମାସ ଏଚ ଲି ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ଇକ୍ୱିଟି ବିନିଯୋଗ ଏବଂ ଲିଭରେଜ କ୍ରୟଆଉଟର ଅଗ୍ରଦୂତ ଭାବରେ ବିବେଚିତ ହେଉଥିଲେ ମୃତ୍ୟୁ ବେଳକୁ ତାଙ୍କ ୭୮ ବର୍ଷ ବୟସ ହୋଇଥିଲା।…
କାମ୍ବୋଡିଆରେ ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ…
ଜେନେଭା,୨୫।୨ : ଦକ୍ଷିଣ ପୂର୍ବ କାମ୍ବୋଡିଆର ପ୍ରି ଭେଙ୍ଗ ପ୍ରଦେଶରେ ବାର୍ଡ ଫ୍ଲୁ ସଂକ୍ରମଣରେ ୧୧ ବର୍ଷ ବୟସ୍କା ନାବାଳିକଙ୍କର ମୃତ୍ୟୁ ଘଟିଛି। ଏବେ ତାଙ୍କ ପିତାଙ୍କଠାରେ ମଧ୍ୟ ଏଚ-୫ଏନ-୧ ମାନବ ପକ୍ଷୀ ସ୍ବାଇନ ଫ୍ଲୁ ଭୁତାଣୁ ଚିହ୍ନଟ ହୋଇଛି। ତାଙ୍କ…
ୟୁକ୍ରେନ୍ ଊପରେ ଆଣବିକ ଆକ୍ରମଣ ନ କରିବାକୁ ରୁଷିଆକୁ ପରାମର୍ଶ ଦେଇଥିଲେ ଭାରତ-ଚାଇନା: ଆମେରିକା…
ଓ୍ବାଶିଂଟନ,୨୫।୨ : ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରିଥାନ୍ତେ। ମାତ୍ର ଭାରତ…
ଭୂକମ୍ପ ମୃତ୍ୟୁ ସଂଖ୍ୟା ୫୦ ହଜାରକୁ ବୃଦ୍ଧି
ଆଙ୍କାରା, ୨୫।୨: ତୁର୍କୀ- ସିରିଆରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ଶନିବାର ୫୦ ହଜାରକୁ ବୃଦ୍ଧି ପାଇଛି। ଗତ ୬ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ପୁଣି ସୋମବାର ୬.୪ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପରେ ତୁର୍କୀର ହତାୟ ଅଞ୍ଚଳ…
ରୁଷିଆର ସଦସ୍ୟତା ରଦ୍ଦ କଲା ଏଫ୍ଏଟିଏଫ୍
ପ୍ୟାରିସ୍,୨୫।୨: ୟୁକ୍ରେନ ଓ ରୁଷିଆ ଜାରି ରହିଥିବା ଯୁଦ୍ଧକୁ ଇତିମଧ୍ୟରେ ବର୍ଷେ ପୂରିଛି। ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫ୍ଏଟିଏଫ୍) ରୁଷିଆକୁ ଏକ ବଡ଼ ଝଟ୍କା ଦେଇଛି। ଏଫ୍ଏଟିଏଫ୍ ରୁଷିଆର ସଦସ୍ୟତାକୁ ରଦ୍ଦ କରିଥିବା ଜଣାପଡ଼ିଛି। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ…
ଟ୍ରମ୍ଫକୁ ହତ୍ୟା ଧମକ: ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ମାରିବାକୁ ଇରାନ ପ୍ରସ୍ତୁତ କରିଛି କ୍ରୁଜ ମିଶାଇଲ
ତେହରାନ,୨୫ ।୨: ଇରାନରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାରେ ଇରାନର ଟପ କମାଣ୍ଡର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏଥିପାଇଁ ୧୬୫୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିବାର କ୍ଷମତା ରଖିଥିବା…
ପାକିସ୍ତାନରେ ଖୋଲାଖୋଲି ବୁଲୁଛନ୍ତି ହିଜବୁଲର ମୁଖ୍ୟ ସଲାଉଦ୍ଦିନ
ଇସଲାମାବାଦ,୨୫ ।୨: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ତା’ର ପୂର୍ବ ପ୍ରକୃତିକୁ ଛାଡି ପାରୁ ନାହିଁ । ବିଶ୍ୱ ସଙ୍ଗଠନର ବହୁ ପ୍ରତିବନ୍ଧକ ପରେ ବି ଏଠାରେ ସଡ଼କରେ ଖୋଲାଖୋଲି ଭାବେ ବୁଲୁଛନ୍ତି ଆତଙ୍କବାଦୀ । ନିକଟରେ…
ରୁଷିଆ ଇରାନକୁ ଦେଇପାରେ ଯୁଦ୍ଧ ବିମାନ, ଆମେରିକା ରଖିଛି ନଜର: ହ୍ୱାଇଟ ହାଉସ
ୱାଶିଂଟନ,୨୫ ।୨: ହ୍ୱାଇଟ ହାଉସ ପକ୍ଷରୁ ଶୁକ୍ରବାର କୁହାଯାଇଛି କି ରୁଷିଆ ଓ ଇରାନ ମଧ୍ୟରେ ବଢିଚାଲିଥିବା ପ୍ରତିରକ୍ଷା ସମ୍ପର୍କକୁ ଦେଖିଲେ ରୁଷିଆ ଇରାନକୁ ଯୁଦ୍ଧ ବିମାନ ଦେଇପାରେ । ଆମେରିକାର ଖବରକାଗଜ ଦ ହିଲ ଏହି ସୂଚନା ଦେଇଛି ।…
ୟୁଏନ୍ଜିଏରେ ପାକିସ୍ତାନକୁ ଭାରତର ନିନ୍ଦା
ଜାତିସଂଘ,୨୫ା୨(ପି.ଟି.): ଜାତିସଂଘ ସାଧାରଣ ସଭାରେ ୟୁକ୍ରେନ୍ ଉପରେ ସ୍ବତନ୍ତ୍ର ଅଧବେଶନ ବସିଥିବାବେଳେ ସେଠାରେ ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ଏହାର ନିନ୍ଦା କରିଛି। ଇସ୍ଲାମାବାଦ ଏଭଳି ପ୍ରସଙ୍ଗ ଉଠାଇବା ଦୁଃଖଦାୟକ ଓ ଭୁଲ୍ ଉପସ୍ଥାପନା ବୋଲି ନୂଆଦିଲ୍ଲୀ କହିଛି। ଆତଙ୍କବାଦୀଙ୍କୁ…
ଭାରତୀୟ କନ୍ସୁଲେଟ୍କୁ ଖଲିସ୍ତାନୀଙ୍କ ଟାର୍ଗେଟ
ମେଲ୍ବୋର୍ନ,୨୫ା୨(ପି.ଟି.): ଅଷ୍ଟ୍ରେଲିଆରେ ବ୍ରିସ୍ବେନ୍ରେ ଥିବା ଭାରତର ଅନରାରି କନ୍ସୁଲେଟ୍କୁ ଖଲିସ୍ତାନୀ ସମର୍ଥକମାନେ ଟାର୍ଗେଟ କରିଛନ୍ତି। ସେମାନେ କନ୍ସୁଲେଟ୍ କାର୍ଯ୍ୟାଳୟ ଆଗରେ ଖଲିସ୍ତାନୀ ପତାକା ଉଡ଼ାଇଛନ୍ତି। ଅଷ୍ଟ୍ରେଲିଆରେ ଭାରତୀୟ ସମ୍ପ୍ରଦାୟଙ୍କ ବିରୋଧରେ ଏହା ସଦ୍ୟତମ ଉଗ୍ରବାଦୀ କାର୍ଯ୍ୟ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ…
Archives


