ଆମେରିକାକୁ ନେଇ ବଡ଼ ଖୁଲାସା କଲା ଭାରତ, ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରମ୍ପ
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ଆମେରିକା ରୁଷିଆଠାରୁ ୟୁରାନିୟମ ଏବଂ ସାର କିଣୁଛି। ମସ୍କୋ ସହିତ ତୈଳ ବାଣିଜ୍ୟ ଜାରି ରଖିବା ନେଇ ପାଶ୍ଚାତ୍ୟ ଦେଶମାନଙ୍କ ସମାଲୋଚନାର ଜବାବରେ ଭାରତ...
ଆମେରିକା ସହିତ ଉତ୍ତେଜନା ମଧ୍ୟରେ ହଠାତ୍ ରୁଷିଆରେ ପହଞ୍ଚିଲେ ଡୋଭାଲ: ବିଶ୍ୱରେ ହଲଚଲ, ପୁଟିନଙ୍କ ସହ…
ନୂଆଦିଲ୍ଲୀ/ମସ୍କୋ,୬।୮: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ଭାରତର ତେଲ କ୍ରୟ ଉପରେ ଟାରିଫ୍ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ରୁଷିଆରେ...
ଟ୍ରମ୍ପଙ୍କୁ ଫୋନ କରିବି ନାହିଁ, ମୋଦି-ଜିନପିଙ୍ଗଙ୍କ ସହ କଥା ହେବି, ଏମିତି କହିଲେ…
ଓ୍ବାଶିଂଟନ୍,୬।୮: ଆମେରିକା ଏବଂ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ଏବେ ବାକ ଯୁଦ୍ଧରେ ପରିଣତ ହୋଇଛି। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରିଛନ୍ତି। ଲୁଲା ଡା ସିଲଭା କହିଛନ୍ତି...
ବଡ଼ ଘୋଷଣା କଲେ ଟ୍ରମ୍ପ! ବିଶ୍ୱରେ ହଇଚଇ, ଏତେ ମାତ୍ରାରେ ବଢିଯିବ…
ଓ୍ବାଶିଂଟନ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଉପରେ ଟାରିଫ୍ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଏକ ଭଲ ବାଣିଜ୍ୟିକ ଅଂଶୀଦାର ନୁହେଁ। ଆମେରିକା ବର୍ତ୍ତମାନ ଭାରତ ଉପରେ ୨୫ ପ୍ରତିଶତ...
ଟ୍ରମ୍ପଙ୍କ ସାଂଘାତିକ ବୟାନ, କହିଲେ ଭାରତକୁ ୨୪ଘଣ୍ଟା ଭିତରେ…
ଓ୍ବାଶିଂଟନ୍,୫।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ମୁଁ ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିବି। ରୁଷିଆକୁ ଏକ ଯୁଦ୍ଧ ଯନ୍ତ୍ର ଭାବରେ ବର୍ଣ୍ଣନା କରି ସେ...
ହଠାତ୍ ରାଜସ୍ଥାନରେ ଅବତରଣ କଲା ୟୁକ୍ରେନ ରାଷ୍ଟ୍ରପତି ସ୍ତ୍ରୀଙ୍କ ବିମାନ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୫।୮: ୟୁକ୍ରେନର ପ୍ରଥମ ମହିଳା ଓଲେନା ଭୋଲୋଦିମିରିଭନା ଜେଲେନସ୍କା ଓ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହାଙ୍କ ସମେତ ଏକ ଉଚ୍ଚସ୍ତରୀୟ ୟୁକ୍ରେନୀୟ ପ୍ରତିନିଧି ଦଳ ରବିବାର ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରରେ ଇନ୍ଧନ ଭର୍ତ୍ତି ପାଇଁ ଅବତରଣ କରିଥିଲେ। ଏହି ବିମାନ...
ପାକିସ୍ତାନକୁ ଆମେରିକାର ସମର୍ଥନ ପରେ କଟାକ୍ଷ ଭାରତୀୟ ସେନା, ମନେ ପକାଇଦେଲା ୧୯୭୧ କଥା
ନୂଆଦିଲ୍ଲୀ,୫।୮: ଭାରତୀୟ ସେନାର ପୂର୍ବାଞ୍ଚଳ କମାଣ୍ଡ ମଙ୍ଗଳବାର ଏକ ୧୯୭୧ ମସିହାର ଖବରକାଗଜ କ୍ଲିପ୍ ସେୟାର କରି ଆମେରିକାର ପାକିସ୍ତାନ ପ୍ରତି ଦଶନ୍ଧି ଧରି ଚାଲିଆସୁଥିବା ସମର୍ଥନ ଉପରେ କଟାକ୍ଷ କରିଛି। ଏହି ପୋଷ୍ଟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...
ଧରାପଡ଼ିଲା ଆମେରିକା-ପାକିସ୍ତାନର ୫୪ ବର୍ଷ ପୁରୁଣା ଷଡଯନ୍ତ୍ର! ପୁରୁଣା ଫଟୋ ଶେୟାର କରି କଡ଼ା ଜବାବ ଦେଲା ଭାରତୀୟ ସେନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲଗାଇବାକୁ ଲଗାତାର ଧମକ ଦେଉଛନ୍ତି। ଏହି ସମୟରେ, ସେନା ପୁଣିଥରେ ସମସ୍ତଙ୍କ ସାମ୍ନାରେ ଆମେରିକାର ପ୍ରକୃତ ଚେହେରାକୁ ପ୍ରଦର୍ଶିତ କରିଛି। ଠିକ ୫୪ ବର୍ଷ ପୂର୍ବେ, ଆମେରିକା ପାକିସ୍ତାନ...
ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ୟୁକ୍ରେନ: ରୁଷିଆ ସହ ଯୁଦ୍ଧରେ…
କ୍ୱିଭ୍,୫।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆରୁ ତେଲ କିଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ରାଗିଛନ୍ତି ଏବଂ ଜରିମାନା ଦେବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ଭାରତକୁ ଲଗାତାର ଧମକ ଦେଉଛନ୍ତି ଏବଂ ଦାବି କରୁଛନ୍ତି ଯେ,...
ପୁଟିନ୍ଙ୍କ ମୁଣ୍ଡକୁ ଚଢିଗଲା ରାଗ, ଟ୍ରମ୍ପଙ୍କ ବିରୋଧରେ ନେଲେ ବଡ଼ ନିଷ୍ପତ୍ତି, ଏବେ ହେବ ଅସଲ ଖେଳ!
ମସ୍କୋ,୫।୮: ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଉପକୂଳରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିଥିଲେ। ଏହି ସମୟରେ ଏବେ ଭ୍ଲାଦିମିର ପୁଟି୍ନ ଏକ ବଡ଼...
ପୂର୍ବତନ ରାଷ୍ଟ୍ରପତିଙ୍କ ନାଁରେ ଗମ୍ଭୀର ଅଭିଯୋଗ: ଗୃହବନ୍ଦୀ ରଖିବାକୁ ନିର୍ଦ୍ଦେଶ
ବ୍ରାସିଲିଆ,୫।୮: ବ୍ରାଜିଲର ସୁପ୍ରିମକୋର୍ଟ ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କୁ ଗୃହବନ୍ଦୀ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ତାଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ଆସିଛି। ବୋଲସୋନାରୋଙ୍କ ଉପରେ ଦେଶରେ ବିଦ୍ରୋହ ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ଆସିଛି। ଆମେରିକା ସୁପ୍ରିମକୋର୍ଟର...
ସମ୍ପୂର୍ଣ୍ଣ ଗାଜା ଦଖଲ କରିବାକୁ ନିର୍ଦ୍ଦେଶ ଦେଲେ ନେତାନ୍ୟାହୁ: ହମାସ ଉପରେ ଚାପ ପାଇଁ ବଡ଼ ପଦକ୍ଷେପ
ଜେରୁଜେଲମ୍: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସକୁ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଚାପ ପକାଇବା ଲାଗି ଗାଜା ଷ୍ଟ୍ରିପରେ ସମ୍ପୂର୍ଣ୍ଣ ସାମରିକ ଦଖଲର ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲୀ ଗଣମାଧ୍ୟମ ଅନୁସାରେ, ଏହି ନିଷ୍ପତ୍ତି ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଇସ୍ରାଏଲ...
Archives


