ତାରିକ ରହମାନ କିଏ? ୪ ବର୍ଷ ବୟସରେ ଜେଲ୍ ଯିବାଠୁ ଆରମ୍ଭ କରି ବାଂଲାଦେଶର ପ୍ରଧାନମନ୍ତ୍ରୀ ଆସନ ଯାଏ…ଜାଣନ୍ତୁ ପୂରା କାହାଣୀ
ଢାକା,୧୩।୨: ତାରିକ ରହମାନ ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ବାଂଲାଦେଶର ତ୍ରୟୋଦଶ ସାଧାରଣ ନିର୍ବାଚନରେ ଏକ ବିପୁଳ ବିଜୟ ହାସଲ କରିଛି। ଏପର୍ଯ୍ୟନ୍ତ ଫଳାଫଳ ଏବଂ ଧାରା ଦର୍ଶାଉଛି ଯେ…
ତାରିକ ରହମାନଙ୍କ ବିଜୟ ପରେ ଭାରତ ଉପରେ କ’ଣ ପଡିବ ଏହାର ପ୍ରଭାବ? ଯଦି ଜମାତ ବିଜୟୀ ହୋଇଥାଆନ୍ତା…
ଢାକା,୧୩।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଗୁରୁବାର, ଫେବୃଆରୀ ୧୨ରେ ବାଂଲାଦେଶରେ ଅନୁଷ୍ଠିତ ଐତିହାସିକ ସାଧାରଣ ନିର୍ବାଚନରେ ଏକ ବଡ଼ ବିଜୟ ପାଇଁ ପ୍ରସ୍ତୁତ। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ନେତୃତ୍ୱରେ BNP ନିର୍ବାଚନ ଳଢିଥିଲା। ରିପୋର୍ଟ…
୧୭ ବର୍ଷର ନିର୍ବାସନ ପରେ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ, ଭାରତକୁ ଏପରି କହିଛନ୍ତି ତାରିକ୍ ରହମାନ
ଢାକା/ନୂଆଦିଲ୍ଲୀ,୧୩।୨: ୧୭ ବର୍ଷର ଦୀର୍ଘ ପ୍ରତୀକ୍ଷା ଓ ନିର୍ବାସନ ପରେ ବାଂଲାଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ତାରିକ୍ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ଜାତୀୟତାବାଦୀ ଦଳ (BNP) ସାଧାରଣ ନିର୍ବାଚନରେ ବୃହତ ବିଜୟ ହାସଲ କରିଛି। ଏହି ସଫଳତା ସହ…
ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ଭାରତ ବାଂଲାଦେଶର ସମର୍ଥନରେ ଠିଆ ହେବ
ଢାକା,୧୩।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ବାଂଲାଦେଶ ସାଧାରଣ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ମୁଖ୍ୟ ତାରିକ ରହମାନଙ୍କୁ ଅଭିନନ୍ଦନ…
ବାଂଲାଦେଶ ନିର୍ବାଚନରେ ବିଏନପି ବିପୁଳ ବିଜୟ, ୩୬ ବର୍ଷ ପରେ ପୁରୁଷ ପ୍ରଧାନମନ୍ତ୍ରୀ
ଢାକା,୧୩।୨: ଦୀର୍ଘ ୨୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ବାଂଲାଦେଶ ଜାତୀୟତାବାଦୀ ଦଳ (BNP) ପୁଣି ଥରେ ଦେଶର ଶାସନ ଗାଦିକୁ ଫେରିବାକୁ ଯାଉଛି। ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନରେ ବିଏନପି ସଂଖ୍ୟାଗରିଷ୍ଠତା ହାସଲ କରି ଏକ ବୃହତ ବିଜୟ ଆଡ଼କୁ…
ବାଂଲାଦେଶ ନିର୍ବାଚନ: ବିଏନ୍ପି ଆଗରେ
ଢାକା,୧୩।୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନେତୃତ୍ୱାଧୀନ ଆଓ୍ବାମୀ ଲିଗ୍ ସରକାର ୨୦୨୪ ଅଗଷ୍ଟରେ କ୍ଷମତାଚ୍ୟୁତ ହେବା ପରେ ନୂଆ ସରକାର ଗଠନ ପାଇଁ ସେଠାରେ ଗୁରୁବାର ପାର୍ଲାମେଣ୍ଟ ନିର୍ବାଚନ ଅନୁଷ୍ଠିତ ହୋଇଛି। ଅପରାହ୍ନ ୪ଟା ୩୦ ମିନିଟ୍ରେ ମତଦାନ…
ବାଂଲାଦେଶ ନିର୍ବାଚନ ପରେ ହାସିନାଙ୍କ କଡ଼ା ଆକ୍ରମଣ, କହିଲେ ଫଳାଫଳ ‘ହାସ୍ୟାସ୍ପଦ’
ଢାକା,୧୨।୨: ବୁଧବାର, ଫେବୃଆରୀ ୧୨ ରେ ବାଂଲାଦେଶରେ ୨୯୯ ସଂସଦୀୟ ଆସନ ପାଇଁ ସାଧାରଣ ନିର୍ବାଚନ ଶେଷ ହୋଇଛି। ଏହି ନିର୍ବାଚନକୁ ବିଶେଷ ଭାବରେ ବିବେଚନା କରାଯାଇଥିଲା କାରଣ ଏହା ୨୦୨୪ ମସିହାରେ ଶେଖ ହାସିନାଙ୍କ ବିରୁଦ୍ଧରେ ବ୍ୟାପକ ବିରୋଧ ଏବଂ…
ଏହି ଦେଶରେ ବ୍ୟାନ ହେଲା WhatsApp, ତିଆରି କଲା ନିଜସ୍ବ ସୁପର ଆପ୍
ନୂଆଦିଲ୍ଲୀ,୧୨।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ବିଶ୍ୱ ରାଜନୀତି ପ୍ରତିଦିନ ନୂଆ ମୋଡ଼ ନେଉଛି । ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି । ଏହି ସମୟରେ, କ୍ରେମଲିନ୍ ମେସେଜିଂ ଆପ୍ ଉପରେ କଟକଣା କଡ଼ାକଡ଼ି କରିବା ସହିତ ରୁଷ…
ବିବାହ ହେବ ତ ଏମିତି! କନ୍ୟାଙ୍କ ଭାଇ ବର ପରିବାରକୁ ଉପହାରରେ ଦେଲେ ୨୨ କ୍ୟାରେଟ ‘ସୁନା ବିସ୍କୁଟ’! ଦେଖନ୍ତୁ ଭିଡ଼ିଓ
ରିୟାଦ,୧୨।୨: ସାଉଦି ଆରବ ଏବଂ ସୁନାର ଚମକଦାର ଚାହାଣି ପ୍ରାୟତଃ ଖବରରେ ରହିଥାଏ। ନିକଟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଦାବି କରାଯାଇଛି ଯେ ଜଣେ ଶେଖଙ୍କ ପାର୍ଟିରେ ଅତିଥିମାନଙ୍କୁ ସୁନା ବିସ୍କୁଟ ବଣ୍ଟନ କରାଯାଉଛି। ଭିଡିଓଟି…
ଉତ୍ତରାଧିକାରୀ ଘୋଷଣା କଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ, କାହାକୁ ହସ୍ତାନ୍ତର କଲେ? ଜାଣନ୍ତୁ…
କୋଙ୍ଗୟାଙ୍ଗ,୧୨।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ଝିଅ କିମ ଜୁ ଏଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଛନ୍ତି। ଦକ୍ଷିଣ କୋରିଆର ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ (NIS) ଗୁରୁବାର ସଂସଦର ସଦସ୍ୟମାନଙ୍କୁ ଏକ ରୁଦ୍ଧଦ୍ୱାର ବ୍ରିଫିଂରେ ଏହି…
ପୋଲିସର ଭୁଲ ପାଇଁ ଚାଲିଗଲା ଭାରତୀୟ ଛାତ୍ରୀଙ୍କ ଜୀବନ ଏବେ ପରିବାରକୁ ମିଳିବ ୨୬୨ କୋଟି
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୨।୨: ଆମେରିକାର ସିଆଟେଲ ସହର ୨୩ ବର୍ଷୀୟ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କ ପରିବାର ସହିତ ୨୯ ନିୟୁତ ଡଲାର (ପ୍ରାୟ ୨୬୨ କୋଟି)ର ସମାଧାନ ପାଇଁ ରାଜି ହୋଇଛି, ୨୦୨୩ ମସିହାରେ ରାସ୍ତା ପାର ହେଉଥିବା ସମୟରେ ଏକ ଦ୍ରୁତଗାମୀ…
ଆଜି ବାଂଲାଦେଶ ନିର୍ବାଚନ
ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି…
Archives


