ରୁଷିଆ ଯିବେ ଜିନ୍ପିଙ୍ଗ୍: ସ୍ପଷ୍ଟ କଲା ଚାଇନା ବିଦେଶ ମନ୍ତ୍ରଣାଳୟ
ବେଜିଂ,୧୭।୩: ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆସନ୍ତା ସପ୍ତାହରେ ରୁଷିଆ ଗସ୍ତ କରିବେ। ତାଙ୍କର ମସ୍କୋ ଗସ୍ତକୁ ଚାଇନା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଜିନ୍ପିଙ୍ଗ୍ ମସ୍କୋରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଭେଟିବେ। ଜିନ୍ପିଙ୍ଗ୍ଙ୍କ ଏହି ଗସ୍ତ ରୁଷିଆ-ୟୁକ୍ରେନର ଯୁଦ୍ଧ…
ଦେଶର ତୃତୀୟ ଉପରାଷ୍ଟ୍ରପତି ହୋଇପାରନ୍ତି ରାମସହାୟ
କାଠମାଣ୍ଡୁ,୧୭ା୩: ନେପାଳର ଉପରାଷ୍ଟ୍ରପତି ପଦ ପାଇଁ ଏମ୍ପିମାନେ ଭୋଟ୍ ଦେବା ଆରମ୍ଭ କରିଥିବାରୁ ମାଢେସ ଅଞ୍ଚଳର ନେତା ରାମସହାୟ ଯାଦବ ଶୁକ୍ରବାର ଦେଶର ତୃତୀୟ ଉପରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି। ଉପରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀମାନେ ହେଉଛନ୍ତି ଜନତା ସମାଜ ପାର୍ଟିର…
ନାବାଳିକା ଛାତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲେ ଦୁଇ ଛାତ୍ରୀ
ବର୍ଲିନ,୧୭ା୩: ଜର୍ମାନୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ନାବାଳିକା ଛାତ୍ରୀ ଏକାଠି ହୋଇ ଜଣେ ୧୨ ବର୍ଷର ସହପାଠିନୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ସେ ଛାତ୍ରୀଙ୍କୁ ଜଙ୍ଗଲକୁ ଡାକି ନେଇ ଯାଇଥିଲେ। ପରେ…
‘ଟାୱାର ଅଫ ଲଣ୍ଡନ’ରେ ପ୍ରଦର୍ଶନ ପାଇଁ ରଖାଯିବ ଭାରତର କୋହିନୂର ହୀରା
ନୂଆଦିଲ୍ଲୀ,୧୭ ।୩: ବ୍ରିଟେନ ମହାରାଣୀଙ୍କ ମୁକୁଟରେ ଲାଗିଥିବା କୋହିନୂର ହୀରା ପୁଣିଥରେ ଆସିଛି ଚର୍ଚ୍ଚାକୁ । ଗତବର୍ଷ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ କୋହିନୂର ହୀରା ସହ ଜଡିତ ମୁକୁଟ କିଙ୍ଗ ଚାର୍ଲସ ତୃତୀୟଙ୍କ ପତ୍ନୀ କୁଇନ କଂସୋର୍ଟ କ୍ୟାମିଲାଙ୍କୁ…
ନଟୋର ପ୍ରଥମ ଦେଶ, ଯେ କି ୟୁକ୍ରେନକୁ ଦେବ ଫାଇଟର ଜେଟ, ଯୁଦ୍ଧ ମଇଦାନକୁ ପଠାଇବ ଏମଆଇଜି ୨୯
ୱାରସ,୧୭ ।୩: ୟୁକ୍ରେନ୍ ରୁଷିଆ ମଧ୍ୟରେ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଯୁଦ୍ଧ ଲାଗି ରହିଛି । ଏବେ ଉଭୟ ଦେଶର ହଜାର ହଜାର ସେନା ଶହୀଦ ହୋଇଥିବା ବେଳେ ହଜାର ହଜାର ସାଧାରଣ ନାଗରିକଙ୍କ ଜୀବନ ବି ଯାଇଛି…
ଆମେରିକା, ଦକ୍ଷିଣ କୋରିଆକୁ ଚେତାବନୀ ଦେଲା ଉତ୍ତର କୋରିଆ
ସିଓଲ,୧୭।୩: ଆମେରିକା ଏବଂ ଦକ୍ଷିଣ କୋରିଆକୁ ‘କଠୋର ଚେତାବନୀ’ ଦେବା ପାଇଁ ଆନ୍ତଃ-ମହାଦୀପ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ‘ହ୍ବାସଙ୍ଗଫୋ -୧୭’ ପରୀକ୍ଷଣ କରିଛି ବୋଲି ଉତ୍ତର କୋରିଆ କହିଛି। ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଭ୍ୟାସକୁ ଉତ୍ତର…
ବଢିବାରେ ଲାଗିଛି ଇସ୍ରାଏଲ ସଙ୍କଟ
ତେଲ ଆଭିବ,୧୭ ।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଦେଶର ଆଇନ ପ୍ରଣାଳୀରେ ପରିବର୍ତ୍ତନକୁ ନେଇ ଜାରି କରାଯାଇଥିବା ତାଙ୍କର ଯୋଜନାରେ କୌଣସି ପରିବର୍ତ୍ତନ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ରାଷ୍ଟ୍ରପତି ଆଇଜାକ ହେର୍ଜୋଗ ଟେଲିଭିଜନରେ ପ୍ରସାରିତ ଏକ ସମ୍ବୋଧନରେ ନେତନ୍ୟାହୁଙ୍କୁ ଏକ…
ଘୂର୍ଣ୍ଣିଝଡ଼ ‘ଫ୍ରେଡି’ର ଭୟଙ୍କର ରୂପ, ଦକ୍ଷିଣପୂର୍ବ ଆଫ୍ରିକାରେ ୩୦୦ରୁ ଅଧିକ ମୃତ
ଲିଲୋଂୱେ,୧୭ ।୩: ଟ୍ରପିକାଲ ସାଇକ୍ଲୋନ ‘ଫ୍ରେଡି’ ଦକ୍ଷଣ-ପୂର୍ବ ଆଫ୍ରିକାର ମାଲ୍ୟାରେ ଭୟଙ୍କର ରୂପ ଦେଖାଇଛି । ଏହି ଘୂର୍ଣ୍ଣିଝଡ଼ରେ ମାଲ୍ୟାରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଲ୍ୟାଣ୍ଡଲକ ହୋଇଥିବା ଦେଶର ବିପର୍ଯ୍ୟୟ ପରିଚାଳନା ବିଭାଗର ଉଦ୍ଦେଶ୍ୟରେ ସିଏନଏନ ଏହି…
ବାଇଡେନ୍ଙ୍କ ଘନିଷ୍ଠ ଏରିକ୍ ହେବେ ଭାରତର ରାଷ୍ଟ୍ରଦୂତ
ଓ୍ବାଶିଂଟନ, ୧୬ା୩ : ଏରିକ୍ ଗାର୍ସେଟ୍ଟୀ ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ ହେବାସ୍ପଷ୍ଟ ହୋଇଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଏରିକ୍ଙ୍କ ଘନିଷ୍ଠ ସମ୍ପର୍କ ଥିବାରୁ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ଦୁଇବର୍ଷର…
ଆମେରିକା ଡ୍ରୋନ୍ ଉପରେ ଇନ୍ଧନ ଫିଙ୍ଗିଥିଲା ରୁଷିଆ ଯୁଦ୍ଧବିମାନ: ଭିଡିଓ ଜାରି କଲା ଓ୍ବାଶିଂଟନ୍
ଓ୍ବାଶିଂଟନ,୧୬ା୩: ରୁଷିଆ ଯୁଦ୍ଧବିମାନ ସୁଖୋଇ-୨୭ ଗତ ୧୪ ତାରିଖରେ କୃଷ୍ଣ ସାଗର ଉପର ଅନ୍ତର୍ଜାତୀୟ ବାୟୀସୁମାରେ ଅସୁରକ୍ଷିତ ତଥା ଅଣପେସାଦାରି ଢଙ୍ଗରେ ଆମେରିକାର ବାୟୁସେନାର ଏମ୍କବ୍ୟୁ-୯ ଡ୍ରୋନ୍କୁ ପିଛା କରିବା ସହ ଏହା ଉପରକୁ ଇନ୍ଧନ ଛାଡ଼ିଥିଲା। ଇନ୍ଧନ ଛାଡ଼ୁଥିବା ଦୃଶ୍ୟର…
ଭୂକମ୍ପ ପରେ ତୁର୍କୀକୁ ଆଉ ଏକ ବିପଦ,ବନ୍ୟାରେ ଗଲାଣି ୫ ଜୀବନ
ଆଙ୍କାରା,୧୬।୩: ଭୟଙ୍କର ଭୂକମ୍ପ ପରେ ବର୍ତ୍ତମାନ ତୁର୍କୀକୁ ଆଉ ଏକ ବିପଦ ମାଡି ଆସିଛି। ଏଠାରେ ଦକ୍ଷିଣ ପ୍ରଦେଶରେ ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ ଅନେକ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ଲୋକଙ୍କ ଘର…
ବ୍ରିଟିଶ ମ୍ୟୁଜିୟମ୍ରେ ସଜାଯିବ ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ
ଲଣ୍ଡନ/ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡରୁ ଦେଶ ରାଜ୍ୟ ସହ ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ ବର୍ତ୍ତମାନ ଲଣ୍ଡନର ବ୍ରିଟିଶ୍ ମ୍ୟୁଜିୟମ୍ରେ ରଖାଯିବ। ଗୋଲାପୀ ଗ୍ୟାଙ୍ଗର ପୋଷାକ ଯଥା- ଗୋଲାପୀ ରଙ୍ଗର ଶାଢ଼ୀ, ବ୍ଲାଉଜ୍, ସାୟା ଏବଂ…


