ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି
କ୍ୱିଭ,୨୫।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଏହି ସମୟରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ରୁଷିଆ ସହିତ ଯୁଦ୍ଧ ଶେଷ…
ଆଜି ଟ୍ରମ୍ପ୍ଙ୍କୁ ଭେଟିବାକୁ ଓ୍ବାଶିଂଟନ ଯିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଓ୍ବାଶିଂଟନ୍,୨୫ା୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭେଟିବା ପାଇଁ ଓ୍ବାଶିଂଟନ୍ ଗସ୍ତ କରିବେ। ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କରେ ଥିବା ଶେହବାଜ ଓ ଟ୍ରମ୍ପ୍ଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା…
୨ ଭାରତୀୟଙ୍କ ଉପରେ ଆମେରିକାର କଟକଣା
ଓ୍ବାଶିଂଟନ୍,୨୫ା୯: ଆମେରିକା ସାରା ନକଲି ଫେଣ୍ଟାସିଲ ଯୋଗାଣ ଅଭିଯୋଗରେ ୟୁଏସ୍ ଟ୍ରେଜେରିର ଓଏଫ୍ଏସି ୨ ଜଣ ଭାରତୀୟ ନାଗରିକଙ୍କ ଉପରେ କଟକଣା ଜାରି କରିଛି। ଏହି ୨ ଜଣ ହେଲେ ସାଦିକ୍ ଅବ୍ବାସ ହବିବ ସୟେଦ ଓ ଖିଜାର ମହମ୍ମଦ ଇକ୍ବାଲ…
ତଳମୁହାଁ ଟଙ୍କା, ସାମଗ୍ରୀ ମହଙ୍ଗା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପକ୍ଷରୁ ଏଚ୍-୧ବି ଭିଜା ଶୁଳ୍କରେ ୧ ଲକ୍ଷ ଡଲାର ବୃଦ୍ଧି ମଧ୍ୟରେ ମଙ୍ଗଳବାର ଆମେରିକାୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବକାଳୀନ ସ୍ତରକୁ ହ୍ରାସ ପାଇଛି। ଟଙ୍କା ୪୭ ପଇସା ହ୍ରାସ ପାଇଁ ୧ ଡଲାର…
ଭାଗ୍ୟ ବଦଳେଇଦେଲା ChatGPT! ରାତାରାତି କରିଦେଲା କୋଟିପତି, ହେଲେ…
ଓ୍ବାଶିଂଟନ,୨୪।୯: ଆମେରିକାର ଭର୍ଜିନିଆର କ୍ୟାରି ଏଡୱାର୍ଡସ, ଯିଏ ମଜା ମଜାରେ ChatGPT କୁ ଲଟେରୀ ନମ୍ବର ମାଗିଥିଲେ, ଏବଂ ତା’ପରେ ଯାହା ଘଟିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। AI ଚାଟବଟ କ୍ୟାରିଙ୍କ ଭାଗ୍ୟ ବଦଳାଇ ଦେଇଛି। ସେ ସମ୍ପ୍ରତି ଭର୍ଜିନିଆ…
ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଭାରତକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଜେଲେନସ୍କି
ନୂଆଦିଲ୍ଲୀ,୨୪।୯:ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ଭାରତ ଏହି ବିବାଦକୁ ପ୍ରୋତ୍ସାହିତ କରୁଛି କି ନାହିଁ ସେ ବିଷୟରେ ପ୍ରାୟତଃ ପ୍ରଶ୍ନ ଉଠିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହାର ସ୍ପଷ୍ଟ ଜବାବ ଦେଇଛନ୍ତି। ସେ କହିଛନ୍ତି, ଭାରତ ମୁଖ୍ୟତଃ ୟୁକ୍ରେନ ପକ୍ଷରେ ଅଛି…
ହନୁମାନଙ୍କୁ ମିଛ ହିନ୍ଦୁ ଦେବତା କହି ବିବାଦରେ ଆମେରିକା ନେତା
ହ୍ୟୁଷ୍ଟନ୍,୨୪ା୯: ଆମେରିକାର ଜଣେ ରିପବ୍ଲିକାନ୍ ନେତା ଭଗବାନ ହନୁମାନଙ୍କୁ ହିନ୍ଦୁମାନଙ୍କ ମିଛ ଦେବତା ବୋଲି କହି ବିବାଦ ସୃଷ୍ଟି କରିଛନ୍ତି। ଏଥିସହିତ ଆମେରିକା ଏକ ଖ୍ରୀଷ୍ଟିଆନ୍ ରାଷ୍ଟ୍ର ବୋଲି ସେ ଘୋଷଣା କରିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ସମ୍ପ୍ରଦାୟ ଏବଂ…
ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆକୁ ପାଣ୍ଠି ଯୋଗାଉଛନ୍ତି ଭାରତ-ଚାଇନା: ଟ୍ରମ୍ପ
ନ୍ୟୁୟର୍କ,୨୩।୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ଭାରତ ଓ ଚାଇନାକୁ ରୁଷିଆ ଯୁକ୍ରେନ୍ ଆକ୍ରମଣର ‘ପ୍ରାଥମିକ ଅନୁଦାନକାରୀ’ ବୋଲି ଅଭିଯୋଗ କରିଛନ୍ତି। ରୁଷୀୟ ତୈଳ-ଗ୍ୟାସ୍ ଆମଦାନି ଯୋଗୁଁ ମସ୍କୋର ଯୁଦ୍ଧକୁ ସମର୍ଥନ…
ଜାତିସଂଘର ପୁଣି ଦୋହରାଇଲେ ଟ୍ରମ୍ପ, ‘ମୁଁ ଶେଷ କରିଛି ଭାରତ-ପାକିସ୍ତାନ ଯୁଦ୍ଧ’
ନୂଆଦିଲ୍ଲୀ,୨୩ା୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ୭ ମାସରେ ୭ଟି ‘ଅନ୍ତହୀନ’ ଯୁଦ୍ଧ ସମାପନ କରିବାର ଦାବି କରିଛନ୍ତି। “ସେମାନେ କହୁଥିଲେ ଏହା ଅସମ୍ଭବ, କିଛି ୩୧ ବର୍ଷ, ଗୋଟିଏ ୩୬…
ଭାରତୀୟ ଇଞ୍ଜିନିୟର୍ସଙ୍କୁ ଚାଇନାର ଅଫର୍, କହିଲା- ଚାଇନା ଆସ
ନୂଆଦିଲ୍ଲୀ/ବେଜିଂ,୨୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ ପରେ H-୧B ଭିଜାକୁ ନେଇ ନୂଆ ନିୟମ ଲଗାଇ ଆଉ ଏକ ବଡ଼ ଝଟ୍କା ଦେଇଛନ୍ତି। ଫଳରେ ଅନେକ ଭାରତୀୟଙ୍କ ଆମେରିକା ଯିବାର ସ୍ବପ୍ନ ମଉଳି ଯାଇଛି। ଏହି…
Video: ଟ୍ରମ୍ପଙ୍କ କାର୍କେଡ୍ ଯିବା ପାଇଁ ସବୁ ରାସ୍ତା ବନ୍ଦ, ଚାଲି ଚାଲି ଫେରିଲେ ଫ୍ରାନ୍ସ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୩।୯: ଜାତିସଂଘ ସାଧାରଣ ପରିଷଦରେ ଲମ୍ବା ଭାଷଣ ଦେବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦୂତାବାସ ଫେରୁଥିବା ବେଳେ ନ୍ୟୁୟର୍କ ପୋଲିସ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍କେଡ ପାଇଁ ଅଟକାଇଥିଲା। ରାସ୍ତା ଅବରୋଧ ହେତୁ ମାକ୍ରନ ଗାଡ଼ିରୁ…
Paracetamol ଯୋଗୁ ବଢୁଛି Autismର ଆଶଙ୍କା, ଟ୍ରମ୍ପଙ୍କ ଏଭଳି ଦାବି ନେଇ କ’ଣ କହିଲେ WHO ଏକ୍ସପର୍ଟ?
ନୂଆଦିଲ୍ଲୀ,୨୩।୯: ବିଶ୍ୱର ସବୁଠାରୁ ଲୋକପ୍ରିୟ ଔଷଧ ମଧ୍ୟରୁ ଗୋଟିଏ ପାରାସିଟାମଲ୍ ନିକଟରେ ଏକ ବଡ଼ ବିବାଦରେ ଫସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଗର୍ଭବତୀ ମହିଳାମାନେ ଟାଇଲେନଲ୍(ପାରାସିଟାମଲର ବ୍ରାଣ୍ଡ ନାମ, ଯାହା ଆମେରିକାରେ ଏହି ନାମରେ ଜଣାଶୁଣା)…
Archives


