ଅନ୍ତର୍ଜାତୀୟ

ପାକ୍‌ ସୁପ୍ରିମକୋର୍ଟ ଆଗରେ ଶାସକ ମେଣ୍ଟର ବିକ୍ଷୋଭ

ଇସ୍‌ଲାମାବାଦ, ୧୬ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଜାମିନ ପ୍ରତିବାଦରେ ଦେଶର ଶାସକ ଦଳଗୁଡ଼ିକର ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟ (ପିଡିଏମ୍‌)ର ସମର୍ଥକମାନେ ସୋମବାର ସୁପ୍ରିମକୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିଡିଏମ୍‌ ପକ୍ଷରୁ ସୁପ୍ରିମକୋର୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ…

ରୁଷିଆ ଉପରେ କଟକଣା ବଢ଼ାଇବାକୁ ଯୋଜନା

ମସ୍କୋ/କିଭ୍‌, ୧୬ା୫: ୟୁକ୍ରେନ ଉପରେ ତୁହାକୁ ତୁହା ମିଶାଇଲ ବର୍ଷା କରିଚାଲିଥିବା ରୁଷିଆ ଉପରେ କଟକଣା ବଢ଼ାଇବାକୁ ଜି୭ ସମିଟ୍‌ର ସଦସ୍ୟ ଦେଶ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ସଂକ୍ରାନ୍ତରେ ଚଳିତ ସପ୍ତାହରେ ଜାପାନରେ ସମିଟ୍‌ ପକ୍ଷରୁ ବୈଠକ ଆୟୋଜନ କରାଯିବ।…

ଭାରତୀୟ ଶିଖ୍‌ ଯୁବକଙ୍କୁ କରିଥିଲେ ହତ୍ୟା, ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ

ଓଟଓ୍ବା,୧୫।୫: କାନାଡାରେ ଭାରତୀୟ ଶିଖ୍‌ ଯୁବକ ପ୍ରଭଜୋତ ସିଂଙ୍କ ହତ୍ୟା ମାମଲାରେ ନୋଭା ସ୍କୋଟିଆର ବିଚାରପତି ୨ ବର୍ଷ ପରେ ରାୟ ଶୁଣାଇଛନ୍ତି। ରାୟରେ ହତ୍ୟାକାରୀ କ୍ୟାମେରନ ଜେମ୍ସ ପ୍ରୋସ୍ପରଙ୍କୁ ୯ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କ୍ୟାମେରନ ଜେମ୍ସ ପ୍ରଭଜୋତ…

ଇମ୍ରାନ୍‌ଙ୍କୁ ଫାଶୀ ଦିଆଯାଉ, ସଂସଦରେ ଉଠିଲା ଦାବି

ଇସଲାମାବାଦ,୧୫।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ୍‌ ଖାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇ କୋର୍ଟ ଏବଂ ଶାହାବାଜ ସରକାରଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଶାହାବାଜ ସରକାରଙ୍କ ମିଳିତ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ)ସହିତ ଜଡିତ ଦଳମାନେ…

ଇମ୍ରାନ ଖାଁଙ୍କୁ ମୁକୁଳାଇଥିବା ଚିଫ ଜଷ୍ଟିସଙ୍କୁ ହଟାଇବାକୁ ଯୋଜନା, ସଂସଦରେ ଆଗତ ହେବ ନିନ୍ଦା ପ୍ରସ୍ତାବ

ଇସଲାମାବାଦ,୧୫।୫: ପାକିସ୍ତାନରେ ରାଜନୈତିକ ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ପିଡିଏମ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛି। ପିଡିଏମ ସମର୍ଥକ ସୁପ୍ରିମକୋର୍ଟଙ୍କୁ ବି…

ଭାରତ ମହାସାଗର-ଆଫ୍ରିକା ଉପକୂଳ ଉପରେ ଚାଇନାର ନଜର…

ବେଜିଂ,୧୫।୫ : ସମ୍ମିଳିତ ଐତିହାସିକ ଅଧିକାର ଆଧାରରେ ଦକ୍ଷିଣ ଚାଇନା ସାଗରକୁ ସୁରକ୍ଷିତ କରିବା ପରେ ଚାଇନ ବର୍ତ୍ତମାନ ଭାରତର ମହାସାଗରରେ ଆଟଲାଣ୍ଟିକ ମହାସାଗରରେ ଆଫ୍ରିକାର ପଶ୍ଚିମ ଉପକୂଳରେ ଦେଇ ଦକ୍ଷିଣ ଆମେରିକାରେ ପ୍ରବେଶ କରିବାର ଯୋଜନା କରୁଛି। ତଥାକଥିତ ସଫ୍ଟ…

କମ ହେଇଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ଥିବା ଚାଇନା ଆରମ୍ଭ କରିବ ଏକ ବିଶେଷ ପ୍ରୋଜେକ୍ଟ, ପୁରୁଣା ପ୍ରଥା ଉପରେ ଲାଗିବ ଅଙ୍କୁଶ

ବେଜିଂ,୧୫।୫: ଚାଇନାରେ ଏବେ ଦ୍ରୁତ ଗତିରେ ଜନସଂଖ୍ୟା ହ୍ରାସ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଜନସଂଖ୍ୟା ବୃଦ୍ଧି କରିବାକୁ ଚାଇନା ଏବେ ଯୁବବର୍ଗଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ୨୦ ରୁ ଅଧିକ ସହରରେ…

ଗଗଲ୍ସ ପିନ୍ଧି ସ୍ବିଡେନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ଫଟୋ ଭାଇରାଲ

ଷ୍ଟକହୋମ,୧୫।୫: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ, ରବିବାର ଜୟଶଙ୍କର ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀ ପୈଲ ଜନସନଙ୍କୁ ସାକ୍ଷାତ୍‌ କରିଥିଲେ। ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଆଞ୍ଚଳିକ ଓ ବିଶ୍ୱ ସ୍ତରର…

ସେନା ବିରୋଧୀ ଦଳକୁ ମିଳିଲା ବହୁ ଆସନ, ଏହାପରେ ବି ଶାସନ କ୍ଷମତା ରହିବ ସେନା ହାତରେ

ବ୍ୟାଙ୍କକ,୧୫।୫: ଥାଇଲାଣ୍ଡରେ ହୋଇଥିବା ସାଧାରଣ ନିର୍ବାଚନରେ ସେନା ଶାସନ ବିରୋଧୀ ଦଳଙ୍କୁ ବହୁ ଆସନ ମିଳୁଛି। ଏହାପରେ ଅନୁମାନ କରାଯାଉଛି କି ଥାଇଲାଣ୍ଡରେ ପ୍ରାୟ ଗୋଟିଏ ଦଶକ ହେବ ଶାସନ କ୍ଷମତାରେ ଥିବା ସେନା ସମର୍ଥିତ ସରକାର ବିଦାୟ ନେଇପାରନ୍ତି। ଏବେ…

ମତେ ୧୦ ବର୍ଷ ଜେଲରେ ରଖିବାକୁ ଚାହୁଁଛନ୍ତି ପାକିସ୍ତାନୀ ସୈନ୍ୟ: ଇମ୍ରାନ…

ଇସଲାମାବାଦ,୧୫।୫ : ଦେଶଦ୍ରୋହ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନୀ ସୈନ୍ୟବିଭାଗ ୧୦ ବର୍ଷ ଜେଲରେ ରଖିବାକୁ ଚାହୁଁଛନ୍ତି । ସୋମବାର ସେ ଏଭଳି ଅଭିଯୋଗ କରିଛନ୍ତି। ସୋମବାର ସକାଳେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ କହିଛନ୍ତି , ତେଣୁ…

ମେକ୍ସିକୋରେ ଟ୍ରକ-ଭ୍ୟାନ ଧକ୍କା: ୨୬ ମୃତ…

ମେକ୍ସିକୋ ସିଟି,୧୫।୫ : ମେକ୍ସିକୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଉତ୍ତର ରାଜ୍ୟର ତମାଉଲିପାସର ଏକ ରାଜପଥରେ ଟ୍ରାକ୍ଟର ଟ୍ରେଲର ଏବଂ ଭ୍ୟାନ ମଧ୍ୟରେ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨୬ ଜଣଙ୍କର…

ୟୁକ୍ରେନକୁ ଜର୍ମାନୀ ଦେବ ସାମରିକ ଯାନ…

ପ୍ୟାରିସ,୧୫।୫ : ରୁଷିଆ ସହିତ ପ୍ରବଳ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପ୍ୟାରିସ ଯାତ୍ରା କରିଥିଲେ। ଏଠାରେ ସେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଥିଲେ। ଏହି ସମୟରେ, ଫ୍ରାନ୍ସ ସୋମବାର ୟୁକ୍ରେନ ସେନାକୁ ଦଶହଜାର ହାଲୁକା ଟ୍ୟାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri