ଭାଟିକାନ ଚର୍ଚ୍ଚରେ ନଗ୍ନ ହେଲେ ବ୍ୟକ୍ତି
ଭାଟିକାନ,୨।୬: ଭାଟିକାନ ସିଟିର ସେଣ୍ଟ ପିଟର ଚର୍ଚ୍ଚରେ ଗୁରୁବାର ଜଣେ ବ୍ୟକ୍ତି ନଗ୍ନ ହୋଇଥିବା ସୂଚନା ମିଳିଛି। ମିଡିଆ ରିପୋର୍ଟର ସୂଚନା ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତି ଚର୍ଚ୍ଚର ବେଦିକା ନିକଟରେ ନିଜର କପଡା ଖୋଲି ଦେଇଥିଲେ। କୁହାଯାଉଛି କି ୟୁକ୍ରେନ୍ ଯୁଦ୍ଧକୁ…
ମୁସଲିମ ଲିଗକୁ ଧର୍ମନିରପେକ୍ଷ ପାର୍ଟି ବୋଲି କହିଲେ ରାହୁଲ, ଭାଜପା କହିଲା ନିରୁପାୟ କଂଗ୍ରେସ ନେତା
ଓ୍ବାଶିଂଟନ,୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ମଙ୍ଗଳବାର ସେ ଆମେରିକାରେ ପହଞ୍ଚିଛନ୍ତି। ତାଙ୍କ ବିଦେଶ ଯାତ୍ରା ଆରମ୍ଭ ହେବା କ୍ଷଣି ଦେଶରେ ରାଜନୈତିକ ବାତାବରଣ ଉଷ୍ମ ହୋଇଉଠିଛି। ଅଭିଯୋଗ-ପ୍ରତି ଅଭିଯୋଗର ଖେଳ ଆରମ୍ଭ ହୋଇ ସାରିଛି।…
୨୦୨୪ରେ ବିରୋଧୀ ଭାଜପାକୁ ହରାଇବ: ରାହୁଲ
ୱାଶିଂଟନ/ନୂଆଦିଲ୍ଲୀ,୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଲଗାତାର ଭାଜପା ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ୱାଶିଂଟନର ନ୍ୟାଶନାଲ ପ୍ରେସ କ୍ଲବରେ ରାହୁଲ ଗାନ୍ଧୀ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ଆସନ୍ତା ବର୍ଷ…
ମଞ୍ଚରେ ପଡ଼ିଗଲେ ବାଇଡେନ
ଓ୍ବାଶିଂଟନ,୨ା୬: ଆମେରିକାର ବାୟୁସେନା ଏକାଡେମୀରେ ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ମଞ୍ଚରେ ପଡ଼ିଗଲେ। ତେବେ ପଡ଼ିବାର କିଛି ସମୟ ପରେ ତାଙ୍କୁ ସୁରକ୍ଷା କର୍ମୀମାନେ ଉଠାଇ ନେଇଥିଲେ। ବର୍ତ୍ତମାନ ବାଇଡେନ ଭଲ ଥିବା ହ୍ବାଇଟ୍ ହାଉସ୍ ପକ୍ଷରୁ…
କେବେ ଭାବି ନ ଥିଲି ଏତେବଡ ଦଣ୍ଡ ମିଳିବ, ହେଲେ…, ସଂସଦ ସଦସ୍ୟତା ଯିବା ପରେ ଆମେରିକାରେ କହିଲେ ରାହୁଲ
ସାନ ଫ୍ରାନସିସକୋ,୧।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ ବର୍ଷିଛନ୍ତି। ଆମେରିକାରେ ରାହୁଲ କହିଛନ୍ତି, ମୁଁ କେବେ ଭାବି ନ ଥିଲି ମାନହାନି ମାମଲାରେ ମୋତେ ଏତେବଡ ଦଣ୍ଡ ମିଳିବ ଓ ଜଣେ…
ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଏସ ଜୟଶଙ୍କର
କେପଟାଉନ,୧।୬: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାଉଥ ଆଫ୍ରିକାରରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭାରୋଭଙ୍କୁ ସାକ୍ଷାତ୍ କରିଛନ୍ତି। ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଦୁଇ ଦେଶର ନେତା ପରସ୍ପରକୁ ଭେଟିଛନ୍ତି। ସୂଚନାଯୋଗ୍ୟ, ବ୍ରିକ୍ସ ସମ୍ମିଳନୀ ଚଳିତ ବର୍ଷ ଅଗଷ୍ଟ ମଧ୍ୟ ଭାଗରେ…
ସୁଦାନ ଅନାଥାଶ୍ରମର ଲୋମ ଟାଙ୍କୁରା ତଥ୍ୟ, ଭୋକ ଓପାସରେ ୬୦ ଶିଶୁଙ୍କ ମୃତ୍ୟୁ
ଖାର୍ତୁମ,୧।୬: ସୁଦାନ ସେନା ଓ ଅର୍ଦ୍ଧସୈନିକ ବଳଙ୍କ ମଧ୍ୟରେ ପ୍ରାୟ ୨ ମାସ ହେବ ଲଢେଇ ଜାରି ରହିଛି। ଖାର୍ତୁମରେ ଏକ ଅନାଥାଶ୍ରମରେ ଗତ ୬ ସପ୍ତାହରେ ଅତିକମରେ ୬୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନାଥାଶ୍ରମରେ ଖାଦ୍ୟ ପାନୀୟର ସଙ୍କଟ…
ଆଉ ଟେଲିଭିଜନ ପରଦାରେ ନଜର ଆସିବେ ନାହିଁ ଇମ୍ରାନ କିମ୍ବା ତାଙ୍କ ଦଳର କର୍ମୀ, ଚ୍ୟାନେଲ ପାଇଁ ଜାରି କରାଗଲା ନିୟମ
ଇସଲାମାବାଦ,୧।୬: ପାକିସ୍ତାନର ଇଲେକ୍ଟ୍ରନିକ ମିଡିଆ ଓ୍ବାଚଡଗ ଦେଶର ଟେଲିଭିଜନ ଚ୍ୟାନେଲକୁ କହିଛି, କୌଣସି ପ୍ରକାର ହିଂସା ଉପୁଜାଉଥିବା ଅପରାଧି ଓ ସେମାନଙ୍କ ସମର୍ଥକଙ୍କୁ ବହିଷ୍କାର କରାଯାଉ ଅର୍ଥାତ୍ ଟିଭି ପରଦାରେ ସେମାନଙ୍କ ପ୍ରସାରଣକୁ ବନ୍ଦ କରାଯାଉ। ଏହା ସହିତ ଟେଲିଭିଜନ ଚ୍ୟାନେଲଗୁଡିକ…
ଭୟଙ୍କର ବିସ୍ଫୋରଣ: ଗୋଟିଏ ପରିବାରର ୬ ମୃତ
ଇସଲାମାବାଦ,୧।୬: ପାକିସ୍ତାନର ପଞ୍ଜାବସ୍ଥିତ କୋଟ ଅଡ୍ଡୁ ଜିଲାରେ ଦୟା ଦିନ ପାନହା ଅଞ୍ଚଳରେ ଗୁରୁବାର ଏକ ଘରେ ବିସ୍ଫୋରଣ ଘଟିଛି। ଫଳରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ସୁନିଶ୍ଚିତ…
ବିମାନ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ଓଜନ ମାପୁଛି ଏୟାରଲାଇନ୍ସ, ପାଇଲଟଙ୍କୁ ମିଳିବ ଲାଭ
ଓ୍ବେଲିଂଟନ,୧।୬: ନ୍ୟୁଜିଲାଣ୍ଡ ଏୟାରଲାଇନ୍ସ ଏକ ନିଆରା ଉପାୟ ଆପଣାଇଛି। ଏଠାରେ ଏବେ ବିମାନ ଯାତ୍ରା କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କର ଓଜନ ମପାଯାଉଛି। ଏୟାରଲାଇନ୍ସର ଅଧିକାରୀମାନେ କହିଛନ୍ତି ଯେ ପାଇଲଟଙ୍କ ସୁବିଧା ପାଇଁ ଏଭଳି କରାଯାଉଛି। ଏକ ମାସର ସର୍ଭେ ସମୟରେ…
ପୁଣି ତୀବ୍ର ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ
ମସ୍କୋ,୧ା୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ୟୁକ୍ରେନ କ୍ରମାଗତ ଭାବରେ ରୁଷିଆ ଅଞ୍ଚଳ ଉପରେ ଆକ୍ରମଣ କରୁଛି। ରୁଷିଆର ଶେବିକିନୋ ସହରରେ ୟୁକ୍ରେନ ଏକ ଏୟାର ଷ୍ଟ୍ରାଇକ୍ କରିଥିଲା। ଯେଉଁଥିରେ ରାତାରାତି ୫ ଜଣ ଆହତ…
କାଠରୁ ପ୍ରସ୍ତୁତ ହେଉଛି ଆଲକହଲ, କିପରି ହେଲା ସମ୍ଭବ…
ଟୋକିଓ,୧।୬: ଯଦି ଆପଣ ଆଲକହଲ ପିଇବାର ସୌକିନ ଅଟନ୍ତି ତେବେ ଏପର୍ଯ୍ୟନ୍ତ ଆପଣ ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଆରୁ ପ୍ରସ୍ତୁତ ଓ୍ବିିସ୍କି, ମଦ, ଭୋଦକା କିମ୍ବା ବିଅର ଟେଷ୍ଟ କରିଥିବେ। କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ…
Archives


