ଅନ୍ତର୍ଜାତୀୟ

ଡିନର ପରେ ବାଇଡେନ ଦମ୍ପତ୍ତିଙ୍କୁ ବିଶେଷ ଉପହାର ଦେଲେ ମୋଦି

ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସମସ୍ତେ ତାଙ୍କୁ ଖୋଲା ହୃଦୟରେ ସ୍ବାଗତ କରୁଛନ୍ତି। ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆଗ୍ରହୀ ଏବଂ ଯେଉଁମାନେ ତାଙ୍କୁ ଭେଟିଛନ୍ତି ସେମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି। ବୁଧବାର ୱାଶିଂଟନରେ…

ସଙ୍କଟରେ ପାକିସ୍ତାନ, ପୁଣି ଘନେଇଲା ଡୁରାଣ୍ଡ ଲାଇନକୁ ନେଇ ବିବାଦ

କାବୁଲ,୨୨।୬: ଆଫଗାନିସ୍ତାନରେ ତାଲିବାନର ବିଜୟରେ ଖୁସି ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହାମିଦଙ୍କ ଖୁସି କିଛିଦିନ ମଧ୍ୟରେ ମଉଳିବାର ପରିଲକ୍ଷିତ ହେଉଛି। ପାକିସ୍ତାନ-ଆଫଗାନିସ୍ତାନ ସୀମା ଡୁରାଣ୍ଡ ଲାଇନକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ଆଫଗାନିସ୍ତାନର…

ଭାରତୀୟ ଛାତ୍ରଙ୍କୁ ଅନଲାଇନ ଅଶ୍ଲୀଳ ଫଟୋ ପଠାଇ ଗିରଫ ହେଲେ ଇଂଲଣ୍ଡର ପ୍ରଧାନଶିକ୍ଷକ

ଲଣ୍ଡନ,୨୨।୬: ଲଣ୍ଡନ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଉପ ପ୍ରଧାନଶିକ୍ଷକ ଭାରତର ଛାତ୍ରଙ୍କୁ ଯୌନ ଶୋଷଣ କରୁଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ୧୨୦,୦୦୦ରୁ ଅଧିକ ଅଶ୍ଳୀଳ ଚିତ୍ର ପିଲାଙ୍କ ମୋବାଇଲକୁ ପଠାଇ ପିଲାଙ୍କୁ ଅଶ୍ଲୀଳ ଇଙ୍ଗିତ ଦେଉଥିଲେ। ନ୍ୟାସନାଲ କ୍ରାଇମ…

ମୋଦିଙ୍କ ଗସ୍ତର ପ୍ରଭାବ: ଏଚ-୧ବି ଭିଜା ପାଇଁ ଆମେରିକା ନେଲା ନୂଆ ପଦକ୍ଷେପ…

ଓ୍ବାଶିଂଟନ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହି ସପ୍ତାହରେ ପିଏମ ମୋଦିଙ୍କ ଗସ୍ତ ବଦଳରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନେଇ ପଦକ୍ଷେପ…

ଟାଇମ୍ସ ସ୍କୋୟାରରେ ମୋଦିଙ୍କୁ ଭବ୍ୟ ସ୍ବାଗତ, ଚାରିଆଡେ ମୋଦିଙ୍କ ଫଟୋ…

ନ୍ୟୁୟର୍କ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହଜାର ହଜାର ଫଟୋ ଏବଂ ବାର୍ତ୍ତା ସହ ଟାଇମ୍ସ ସ୍କୋୟାରରେ ଭବ୍ୟ ସ୍ବାଗତ କରାଯାଇଛି। ଏହା ଏକ ପ୍ରମୁଖ ବ୍ୟବସାୟିକ ଛକ, ପର୍ଯ୍ୟଟନ ସ୍ଥଳୀ ଏବଂ ନ୍ୟୁୟର୍କ ସହରର ମିଡଟାଉନ ମ୍ୟାନହାଟାନର ମନୋରଞ୍ଜନ ହବ।…

ହ୍ବାଇଟ ହାଉସରେ ମୋଦିଙ୍କ ପାଇଁ ଶାକାହାରୀ ଭୋଜନ: ରହିଛି ବାଜରା କେକ, ଛତୁ…

ଓ୍ବାଶିଂଟନ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସରେ ଦିଆଯିବାକୁ ଥିବା ରାତ୍ର ଭୋଜନର ମେନୁ ମିଡିଆରେ ପ୍ରକାଶ ପାଇଛି। ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ ପିଏମ ମୋଦିଙ୍କ ପାଇଁ ଆୟୋଜିତ ହେବାକୁ ଥିବା ଭୋଜନ ବିଷୟରେ ସୂଚନା…

ମ୍ୟାନମାରରେ ୩ ଥର ଭୂକମ୍ପ…

ନାପିଦ୍ୱ,୨୨।୬ : ମ୍ୟାନମାରରେ କ୍ରମାଗତ ତୃତୀୟ ଥର ପାଇଁ ବିଳମ୍ବିତ ରାତିରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭାରତୀୟ ସମୟ ରାତ୍ର ୨ଟା ୫୩ରେ କମ୍ପନ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା…

ରେଷ୍ଟୁରାଣ୍ଟରେ ଗ୍ୟାସ ବିସ୍ଫୋରଣ: ୩୧ ମୃତ, ୭ ଆହତ…

ବେଜିଂ,୨୨।୬ : ଚାଇନାର ଉତ୍ତର-ପଶ୍ଚିମ ନିଙ୍ଗକ୍ସିଆ ଅଞ୍ଚଳର ବାରବେକ୍ୟୁ ରେଷ୍ଟୁରାଣ୍ଟରେ ବୁଧବାର ରାତିରେ ଗ୍ୟାସ ବିସ୍ଫୋରଣରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ରାଷ୍ଟ୍ରପତି ଶି ଜିନପିଙ୍ଗ କଡା ସୁରକ୍ଷା ଯାଞ୍ଚ…

ପଞ୍ଜାବ ଘିଅ, ମହାରାଷ୍ଟ୍ର ଗୁଡ଼, ଗୁଜରାଟ ଲୁଣ: ବାଇଡେନଙ୍କୁ ଉପହାର ଦେଲେ ମୋଦି…

ଓ୍ବାଶିଂଟନ,୨୨।୬ : ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ସହ ବିଶେଷ ଉପହାର ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନଙ୍କୁ ୭.୫ କ୍ୟାରେଟ…

କୋରିଆ ଗାୟକଙ୍କ ଆତ୍ମହତ୍ୟା

ସିଓଲ, ୨୨ା୬ : କୋରିଆର ଖ୍ୟାତନାମା ଗାୟକ ଚୋଇ ସୁଙ୍ଗ୍‌-ବୋଙ୍ଗ୍‌ ତାଙ୍କ ବାସଭବନରେ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ୨୦୧୧ରେ କୋରିଆ ଗଟ୍‌ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିବା ପରେ ଖ୍ୟାତି ଅର୍ଜନ କରିଥିଲେ। ସେ କୋରିଆର ବୋଙ୍ଗ…

ପ୍ରଶ୍ୱାସରେ ମାଇକ୍ରୋପ୍ଲାଷ୍ଟିକ୍‌

ଓ୍ବାଶିଂଟନ୍‌,୨୨।୬,ଜ୍ୟୋର୍ତିମୟୀ ସେଠୀ: ଦୈନନ୍ଦିନ ଜୀବନରେ ପ୍ଳାଷ୍ଟିକ୍‌ର ବ୍ୟବହାର ବଢ଼ିଚାଲିଛି। ଫଳରେ ପୁନଃଚକ୍ରଣ ହୋଇପାରୁ ନ ଥିବା ପ୍ଲାଷ୍ଟିକ୍‌ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଜମା ହୋଇ ମାଇକ୍ରୋ ବା ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ରେ ପରିଣତ ହେଉଛି। ଏହି ଅତି କ୍ଷୁଦ୍ର…

ମହାଶକ୍ତି ଭାବେ ଭାରତର ଉତ୍ଥାନକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ/ନ୍ୟୁୟର୍କ, ୨୨ା୬,(ଅରୂପାନନ୍ଦ ଦେଠୀ): ଏକ ମହାଶକ୍ତି ଭାବେ ଭାରତର ଉତ୍ଥାନକୁ ଆମେରିକା ସମର୍ଥନ କରେ ଓ ଆଗାମୀ ଦିନରେ ଏହା ଜାରି ରହିବ। ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ କଥାବାର୍ତ୍ତା ପୂର୍ବରୁ ପରରାଷ୍ଟ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri