ଲୋକଙ୍କ ମଧ୍ୟରେ ଭୟ ଅଛି,ସେମାନେ ଆକ୍ରମଣର ଭୟ କରୁଛନ୍ତି: ଭାଜପା ସରକାରଙ୍କ ବିରୋଧରେ ପିଟ୍ରୋଡାଙ୍କ ଅଭିଯୋଗ…
ଓ୍ବାଶିଂଟନ,୩।୬ : ଆମେରିକାରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିଟ୍ରୋଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଗତ ନଅ ବର୍ଷ ମଧ୍ୟରେ ଶକ୍ତି ଏବଂ ଧନ କେବଳ ଅଳ୍ପ ଲୋକଙ୍କ...
ଆତଙ୍କବାଦ ମୁକାବିଲା ପାଇଁ ଆମେ ପ୍ରସ୍ତୁତ : ବ୍ରିକ୍ସ ଦେଶ ସମୁହ…
କେପଟାଉନ,୩।୬ : ଆତଙ୍କବାଦକୁ ଦମନ କରିବାକୁ ବ୍ରିକ୍ସ ଦେଶ ପ୍ରସ୍ତୁତ ଅଛନ୍ତି। ଆତଙ୍କବାଦ ବିରୋଧରେ ଯୁଦ୍ଧ ବିଷୟରେ ପାଞ୍ଚ ରାଷ୍ଟ୍ର ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲା ପାଇଁ ସେମାନେ ଶପଥ ନେଇଛନ୍ତି। ‘କେପ ଅଫ ଗୁଡ...
ଯୁଦ୍ଧ ପରିସ୍ଥିତିକୁ ଏଡାଇବା ପାଇଁ ଚାଇନା ସହ ଆଲୋଚନା ଆବଶ୍ୟକ: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ…
ସିଙ୍ଗାପୁର,୩।୬ : ସିଙ୍ଗାପୁରରେ ଶଙ୍ଗରି-ଲା ସଂଳାପ ପ୍ରତିରକ୍ଷା ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏବଂ ଚାଇନା ପ୍ରତିପକ୍ଷ ମନ୍ତ୍ରୀ ଲି ଶାଙ୍ଗଫୁ ଅଂଶଗ୍ରହଣ କରିଥିଲେ। ଆଲୋଚନା ସମୟରେ ଦୁଇ ନେତା ହାତ ମିଳାଇଥିଲେ କିନ୍ତୁ ଆମେରିକା ଏଥିରେ...
ଯୁଦ୍ଧକ୍ଷେତ୍ରକୁ ଅସ୍ତ୍ର ପଠାଇବା ବନ୍ଦ କର: ଅନ୍ୟ ଦେଶକୁ ଚାଇନା ନିବେଦନ…
ବେଜିଂ,୩।୬ : ଚାଇନା ରାଷ୍ଟ୍ରଦୂତ ଲି ହୁଇ ଅନ୍ୟ ସରକାରଙ୍କୁ ରୁଷିଆ-ୟୁକ୍ରେନ୍ ଯୁଦ୍ଧକ୍ଷେତ୍ରକୁ ଅସ୍ତ୍ରଶସ୍ତ୍ର ପଠାଇବା ବନ୍ଦ କରିବାକୁ ଏବଂ ଶାନ୍ତି ଆଲୋଚନା କରିବାକୁ ନିବେଦନ କରିଛନ୍ତି। ୱାଶିଂଟନ ଏବଂ ଏହାର ଇଉରୋପୀୟ ସହଯୋଗୀମାନେ ରୁଷିଆକୁ ଅକ୍ତିଆର କରିବାକୁ ଚେଷ୍ଟା...
ବିକଳ୍ପ ନୁହେଁ, ବିଶ୍ୱର ଏକ ଆବଶ୍ୟକତା: ବ୍ରିକ୍ସ ସମ୍ପ୍ରସାରଣ ନେଇ କହିଲେ ଜୟଶଙ୍କର…
କେପଟାଉନ,୩।୬ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ବ୍ରିକ୍ସ ସମୁହ କେବଳ ବହୁମୁଖୀତାର ପ୍ରତୀକ ନୁହେଁ ବରଂ ଅନ୍ତର୍ଜାତୀୟ ଆହ୍ବାନର ମୁକାବିଲା କରିବାର ଏକାଧିକ ଉପାୟର ଅଭିବ୍ୟକ୍ତି। ‘ଫ୍ରେଣ୍ଡସ ଅଫ ବ୍ରିକ୍ସ’ର ବୈଠକରେ ଜୟଶଙ୍କର କହିଛନ୍ତି , ବ୍ରାଜିଲ,...
ରୁଷିଆ ପ୍ରସ୍ତୁତ କରିବ ନୂତନ ସୁରକ୍ଷା ପ୍ରଣାଳୀ, ମସ୍କୋକୁ ଅସ୍ଥିର କରିବା ଯୋଜନା ହେବ ବିଫଳ: ପୁଟିନ…
ମସ୍କୋ,୩।୬ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି କେତେକ ମାନସିକ ରୋଗୀ ଦେଶକୁ ଅସ୍ଥିର କରିବାକୁ ଚାହୁଁଛନ୍ତି, କିନ୍ତୁ ଆମେ ସେମାନଙ୍କ ଯୋଜନା ସଫଳ ହେବାକୁ ଦେବୁ ନାହିଁ। ଖୁବଶୀଘ୍ର ଏନେଇ ନୂତନ ସୁରକ୍ଷା ପ୍ରଣାଳୀ ପ୍ରସ୍ତୁତ କରାଯିବ।...
ଆସୁଛି ଭୟଙ୍କର ବିପଦ, ପୃଥିବୀକୁ ଧକ୍କା ଦେଇପାରେ ଏକ ବିରାଟ ପଥର ଖଣ୍ଡ: ନାସାର ଚେତାବନୀ
ଓ୍ବାଶିଂଟନ,୩ା୬: ଦୁନିଆର ବିନାଶ ବିଷୟରେ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ଏବେ ନାସା ଏକ ଚେତାବନୀ ଦେଇଛି। ପୃଥିବୀ ସହ ଏକ ବିରାଟ ପଥର ଖଣ୍ଡ ଧକ୍କା ହେବାକୁ ଯାଉଛି। ଯଦିଓ ଏହାର ସମ୍ଭାବନା କମ୍...
‘ପାକିସ୍ତାନ ପାଇଁ ନରେନ୍ଦ୍ର ମୋଦିଙ୍କଠାରୁ ବି ଆହୁରି ବିପଜ୍ଜନକ ଇମ୍ରାନ ଖାଁ’: ପ୍ରତିରକ୍ଷା ମନ୍ତ୍ରୀ
ଇସଲାମାବାଦ,୩।୬: ପାକିସ୍ତାନରେ ବର୍ତ୍ତମାନର ରାଜନୈତିକ ବାତାବରଣ ଏକଦମ ଖରାପ କହିଲେ କିଛି ଭୁଲ ହେବ ନାହିଁ। ଦେଶର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସରକାର ଓ ବିରୋଧୀ ଦଳ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ) ମୁଖ୍ୟ ଇମ୍ରାନ ଖାଁଙ୍କ ମଧ୍ୟରେ ତୁତୁମେମେ ଲାଗି ରହିଛି।...
ଟ୍ରେନ ଦୁର୍ଘଟଣା: ଶୋକବ୍ୟକ୍ତ କଲେ ନେପାଳ ପ୍ରଧାନମନ୍ତ୍ରୀ
କାଠମାଣ୍ଡୁ,୩।୬: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାୟ ୨୩୩ ଜଣ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଶୋକ ପ୍ରକାଶ...
ଭାରତୀୟ ଗଣତନ୍ତ୍ର ଭୁଶୁଡ଼ିଲେ ବିଶ୍ୱ ପ୍ରଭାବିତ ହେବ: ରାହୁଲ
ଓ୍ବାଶିଂଟନ, ୩ା୬ (ପି.ଟି.): ଭାରତୀୟ ଗଣତନ୍ତ୍ର ସାରା ବିଶ୍ୱର ହିତ ପାଇଁ ଉଦ୍ଦିଷ୍ଟ। ଗଣତନ୍ତ୍ର ଭୁଶୁଡ଼ିଲେ, ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିବ ଏବଂ ଏହା ଆମେରିକାର ଜାତୀୟ ସ୍ବାର୍ଥ ନୁହେଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଗଣତନ୍ତ୍ର...
ଆମେରିକା ସ୍ପେଲିଂ ବି ଜିତିଲେ ଭାରତୀୟ ବଂଶୋଦ୍ଭବ ଦେବ ଶାହା
ଓ୍ବାଶିଂଟନ, ୩ା୬: ଭାରତୀୟ ବଂଶୋଦ୍ଭବ ୧୪ ବର୍ଷୀୟ ଦେବ ଶାହା ଗୁରୁବାର ରାତିରେ ଆମେରିକାର ସମ୍ମାନଜନକ ୨୦୨୨୩ ସ୍କ୍ରିପ୍ସ ନ୍ୟାଶନାଲ ସ୍ପେଲିଂ ବି ଜିତି ୫୦,୦୦୦ ଡଲାର ନଗଦ ରାଶି ପୁରସ୍କାର ପାଇଛନ୍ତି। ୧୧ ଅକ୍ଷର ବିଶିଷ୍ଟ ଶବ୍ଦ ‘ସେମୋଫାଇଲ୍’ର...
ଚାଇନାର ଶେଷ ସମ୍ରାଟଙ୍କ ଘଣ୍ଟା ୬ ନିୟୁତ ଡଲାର
ହଂକଂ: ଚାଇନାର ଶେଷ ସମ୍ରାଟ ଆସିନ୍-ଗିଓରୋ ପୁୟିଙ୍କ ହାତଘଣ୍ଟା ହଂକଂରେ ୬ ନିୟୁତ ଡଲାରରେ ନିଲାମ ହୋଇଛି। ଐତିହାସିକ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ରେଫ୍ ୯୬ କ୍ୱାଣ୍ଟିମେ ଲ୍ୟୁନ୍ ଟାଇମ୍ପିସ୍ ଘଣ୍ଟାରେ ମୁକୁଟ ସଦୃଶ ଏକ ଚନ୍ଦ୍ର ରହିଛି। ପୁୟିଙ୍କୁ ମାତ୍ର...
Archives


