ଚାଇନା ବନ୍ୟାରେ ୧୪ ମୃତ
ବେଜିଂ,୭।୮: ଚାଇନାରେ ପ୍ରବଳ ବର୍ଷା ଓ ବନ୍ୟା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସେଠାରେ ଟାଇଫୁନ ଡୋକସୁରି ଯୋଗୁଁ ହୋଇଥିବା ବନ୍ୟାରେ ଶୁଲାନ ସହରରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ସପ୍ତାହ ପୂର୍ବରୁ ଦକ୍ଷିଣ ଫୁଜିଆନ ପ୍ରଦେଶରେ ଘୁର୍ଣ୍ଣିଝଡ଼…
ନିର୍ବାଚନ ଠକେଇ ମାମଲାରେ ବିଚାରପତିଙ୍କୁ ହଟାଇବାକୁ ଦାବି କରିଛନ୍ତି ଟ୍ରମ୍ଫ
ଓ୍ବାଶିଂଟନ,୭।୮: ଯୁକ୍ତରାଷ୍ଟ୍ର ଆମେରିକାର ପୂବ;ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ତାଙ୍କର ୨୦୨୦ ନିର୍ବାଚନରେ ପରାଜୟକୁ ଲୁଚାଇବା ପାଇଁ କରାଯାଇଥିବା ଷଡଯନ୍ତ୍ର ମାମଲାରେ ୱାଶିଂଟନ ଡିସି କୋର୍ଟର ଶୁଣାଣି ଚାଲିଛି। ୨୦୨୦ ନିର୍ବାଚନ ଠକେଇ ମାମଲାରେ ତାଙ୍କୁ ନ୍ୟାୟ ମିଳିବ ବୋଲି…
କ୍ୟାଥଲିକ ଚର୍ଚ୍ଚ ସମଲିଙ୍ଗୀଙ୍କ ପାଇଁ ଖୋଲା ରହିଛି: ପୋପ୍…
ଭଟିକାନ ସିଟି,୭।୮ : ଖ୍ରୀଷ୍ଟିଆନମାନଙ୍କର ସବୁଠାରୁ ବଡ ଧାର୍ମିକ ନେତା ପୋପ ଫ୍ରାନ୍ସିସ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ସମଲିଙ୍ଗୀ ସମେତ ସମଗ୍ର ଏଲଜିବିଟି ସମ୍ପ୍ରଦାୟଙ୍କ ପାଇଁ କ୍ୟାଥୋଲିକ ଚର୍ଚ୍ଚ ଖୋଲା ଅଛି। ପୋପ ଫ୍ରାନ୍ସିସ କହିଛନ୍ତି ଆଧ୍ୟାତ୍ମିକତାର…
କେଜ୍ ଫାଇଟରେ ମୁହାଁମୁହିଁ ହେବେ ମସ୍କ- ଜୁକରବର୍ଗ, ଲାଇଭ ଷ୍ଟ୍ରିମିଂ ଏକ୍ସରେ…
ଓ୍ବାଶିଂଟନ,୭।୮ : ଦୁନିଆର ଦୁଇ ବଡ ବ୍ୟକ୍ତିତ୍ୱ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ଟୁଇଟର (ଏକ୍ସ) ସିଇଓ ଏଲନ ମସ୍କ ଏବଂ ମେଟା (ଫେସବୁକ) ସିଇଓ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ଏକ କେଜ ଲଢ଼େଇ ହେବାକୁ ଯାଉଛି। ଏହି ଲଢ଼େଇ…
ଜୁକରବର୍ଗ-ଏଲନ ମସ୍କଙ୍କ ଟୁଇଟ୍ ଝଡ଼
ନ୍ୟୁୟର୍କ,୭ା୮: ଫେସ୍ବୁକ୍ ଅର୍ଥାତ୍ ମେଟା ସିଇଓ ମାର୍କ୍ସ ଜୁକରବର୍ଗ ଏବଂ ‘X’ ସିଇଓ ଏଲନ ମସ୍କ ପ୍ରତ୍ୟେକ୍ଷ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଗତ କିଛି ମାସ ଧରି ଏହି ଦୁଇ କୋଟିପତିଙ୍କ ମଧ୍ୟରେ ନାନା କଥାକୁ ନେଇ ଝଡ଼ ସୃଷ୍ଟି…
ଦାମାସକସ ଉପରେ ଇସ୍ରାଏଲର ଆକ୍ରମଣ…
ଦାମାସକସ,୭।୮ : ସୋମବାର ଭୋର ସମୟରେ ସିରିଆର ରାଜଧାନୀ ଦାମାସକସ ସହର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ଚାରିଜଣ ସିରିଆ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। କୁହାଯାଉଛି ସହରରେ ସାଇରନ ବାଜିବା ପରେ…
ହିଜାବ ନ ପିନ୍ଧିବାରୁ ମୁର୍ଦାଘରେ ମୃତଦେହ ସଫା କରିବା ଦଣ୍ଡାଦେଶ…
ତେହେରାନ,୭।୮ : ଇରାନ ସରକାର ହିଜାବ ପିନ୍ଧୁ ନ ଥିବା ମହିଳାଙ୍କ ପାଇଁ ନୂଆ ନୂଆ ଦଣ୍ଡାଦେଶ ଘୋଷଣା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାମାନେ ଯେତେ ଅଧିକ ନିୟମ ଉଲ୍ଲଂଘନ କରୁଛନ୍ତି, ସରକାର ସେତେ ଅଧିକ ଏହାକୁ କଡାକଡି କରୁଛନ୍ତି।…
ବ୍ରିଟେନରେ ବ୍ୟାପୁଛି କରୋନା ମହାମାରୀର ନୂଆ ଭାରିଆଣ୍ଟ ଇଜି.୫.୧…
ଲଣ୍ଡନ,୭।୮ : ପୁଣିଥରେ ବ୍ରିଟେନରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଛି। କରୋନାର ନୂଆ ଭାରିଆଣ୍ଟ ଇଜି.୫.୧ ଆରିସ ଦ୍ୱାରା ଲୋକେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏହାକୁ ଇଜି.୫.୧ ଏରିସ ସବ ଭାରିଆଣ୍ଟ ନାମିତ କରାଯାଇଛି। ସାତଟି ନୂତନ କୋଭିଡ ଭାରିଆଣ୍ଟ…
ଖବର କାଗଜ ଦ୍ୱାରା ନିଜର ଭାବମୂର୍ତ୍ତି ଉଜ୍ଜ୍ୱଳ କରିବାକୁ ଚାହୁଁଛି ଚାଇନା, ଦେଇଛି ୧୩୩ ହଜାର ଡଲାର…
ବେଜିଂ,୭।୮ : ଦୁନିଆରେ ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ଚାଇନା ଖବରକାଗଜର ସାହାଯ୍ୟ ନେଉଛି। ନିଜ ବିଷୟରେ ସକାରାତ୍ମକ ଖବର ପ୍ରକାଶ କରିବାକୁ ଓସେନିଆରେ ଅବସ୍ଥିତ ସୋଲୋମନ ଦ୍ୱୀପପୁଞ୍ଜ ଖବରକାଗଜକୁ ୧୩୦ ହଜାର ଡଲାର ଦେଇଛି। ଆର୍ଥିକ ସହାୟତା ସମ୍ବନ୍ଧରେ…
ସମୁଦ୍ରରେ ଜାହାଜ ବୁଡ଼ିଲା: ୪ ମୃତ, ୫୧ ନିଖୋଜ…
ଟ୍ୟୁନିସ,୭।୮ : ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଏକ ଜାହାଜ ବୁଡ଼ିଯିବା ପରେ ଚାରିଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି ଏବଂ ୫୧ ଜଣ ନିଖୋଜ ଅଛନ୍ତି। ଜାହାଜରେ ଥିବା ସମସ୍ତ ପ୍ରବାସୀ ସାହାରା ଆଫ୍ରିକାର ଥିଲେ। ଜଣେ ନ୍ୟାୟିକ ଅଧିକାରୀ ଏହି ସୂଚନା…
ଇମ୍ରାନ୍ଙ୍କ ନୂଆ ଠିକଣା ଆଡିଆଲା ଜେଲ
ଇସ୍ଲାମାବାଦ,୭ା୮(ପି.ଟି.): ତାଷାଖାନା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ରାଓ୍ବଲପିଣ୍ଡିର ଆଡିଆଲା ଜେଲରେ ରଖିବା ପାଇଁ ଇସ୍ଲାମାବାଦର ଏକ ଅଦାଲତ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଇମ୍ରାନ୍ଙ୍କୁ ଗିରଫ କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଥିବା…
ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୩୩ ମୃତ
କରାଚୀ,୭ା୮ : ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ରବିବାର ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୮୦ ଜଣ ଆହତ ହୋଇଛନ୍ତି। କରାଚୀରୁ ରାଓ୍ବଲପିଣ୍ଡି ଯାଉଥିବା ହାଜରା ଏକ୍ସପ୍ରେସ୍ ଟ୍ରେନ୍ ସିନ୍ଧ୍ ପ୍ରଦେଶ ନଓ୍ବାବଶାହ ଜିଲାର ସର୍ହରି…
Archives


