ଅନ୍ତର୍ଜାତୀୟ

ଦଳ ଅଳିଆ ଡବାରେ ଚାଇନାର ଉପହାର ଫିଙ୍ଗିଦେଲେ ଟ୍ରମ୍ପ, ଏୟାରପୋର୍ଟରେ ଘଟିଲା…

ଓ୍‌ବାଶିଂଟନ୍‌,୧୬।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ଫେରିବା ପାଇଁ ଏୟାରଫୋର୍ସ ୱାନ ଯୋଗେ ଯାତ୍ରା କରିଛନ୍ତି। ଏହି ବେଜିଂ ଗସ୍ତକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଏହା…

ବଫେଟ୍‌, ଷ୍ଟିଫେନ୍‌ଙ୍କ ସହ ଖାଇବାକୁ ୯୦ ଲକ୍ଷ ଡଲାର

ନ୍ୟୁୟର୍କ, ୧୬ା୫ : ଆମେରିକାର ବିଶିଷ୍ଟ ପୁଞ୍ଜି ନିବେଶକ ୱାରେନ ବଫେଟ୍‌ ଏବଂ ବାସ୍କେଟବଲ୍‌ ତାରକା ଷ୍ଟିଫେନ୍‌ କରିଙ୍କ ସହ ମଧ୍ୟାହ୍ନଭୋଜନ କରିବା ପାଇଁ ଜଣେ ବ୍ୟକ୍ତି ୯୦ ଲକ୍ଷ ଡଲାରରୁ ଅଧିକ (ପ୍ରାୟ ୭୫ କୋଟିରୁ ଅଧିକ ଟଙ୍କା) ଦେବାକୁ…

ଭୂକମ୍ପର ଶକ୍ତ ଝଟକାରେ ଥରିଲା ଜାପାନ

ଟୋକିଓ,୧୫।୫: ଶୁକ୍ରବାର ଜାପାନର ଉତ୍ତର ଭାଗରେ 6.3 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ମିୟାଗି ପ୍ରିଫେକ୍ଚରର ଉପକୂଳ ନିକଟରେ ସମୁଦ୍ରରେ ଅବସ୍ଥିତ ଥିଲା। ସଂସ୍ଥା ରିପୋର୍ଟ କରିଛି ଯେ ଭୂମିକମ୍ପ ପ୍ରାୟ…

ଭାରତ ଉପରେ ରୁଷିଆର ବଡ଼ ଭରସା, କହିଲା…

ମସ୍କୋ,୧୫।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାକୁ କମ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚି ଲାଭରୋଭ ମନ୍ତବ୍ୟ ଦେଇଛନ୍ତି…

ଟ୍ରମ୍ପଙ୍କ ନଜର ସି ଜିନପିଙ୍ଗଙ୍କ ନୋଟବୁକ ଉପରେ! ବେଜିଂ ବୈଠକର ଗୋଟିଏ ଫଟୋ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି

ଓ୍ବାଶିଂଟନ,୧୫।୫: ବେଜିଂର ଭବ୍ୟ ଗ୍ରେଟ ହଲ ଅଫ ଦି ପିପୁଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଉପରେ ସମଗ୍ର ବିଶ୍ୱର ନଜର ସ୍ଥିର ରହିଥିଲା। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା…

UAE ରାଷ୍ଟ୍ରପତିଙ୍କୁ ଏମିତି କହି ସଭିଙ୍କ ମନ ଜିତିଗଲେ ମୋଦି, କହିଲେ ଆକ୍ରମଣ ଗ୍ରହଣୀୟ ନୁହେଁ

ଆବୁ ଧାବି,୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର UAE ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହୟାନଙ୍କ ସହ ଆଲୋଚନା ସମୟରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ପ୍ରତି ଭାରତର ଦୃଢ଼ ସମର୍ଥନକୁ ପୁନର୍ବାର ଦୋହରାଇଥିଲେ। ସେ ଜୋର ଦେଇ କହିଥିଲେ…

ସେନା ଶିବିରରେ ବଡ଼ଧରଣର ବିସ୍ଫୋରଣ: ୧୫ ସୈନିକଙ୍କ ପ୍ରାଣହାନି

ଇସଲାମାବାଦ,୧୫ା୫: ପାକିସ୍ତାନର ବାଜୌରରେ ଏକ ସେନା ଶିବିର ଉପରେ ଏକ ବଡ଼ଧରଣର ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୫ ଜଣ ପାକିସ୍ତାନୀ ସୈନିକଙ୍କ ପ୍ରାଣହାନି ଘଟିଛି। ଏହି ଆକ୍ରମଣ ଅଶାନ୍ତ ଖାଇବର ପଖତୁନଖଓ୍ବା ପ୍ରଦେଶରେ ହୋଇଥିଲା ଯାହା ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅନେକ…

ଭାରତରେ ତ ଏତିକି ରହିଛି ପେଟ୍ରୋଲ-ଡିଜେଲ ଦର: ପଡ଼ୋଶୀ ଦେଶଙ୍କ ଅବସ୍ଥା ଦେଖିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୫: ଆଜି ମେ’ ୧୫ ତାରିଖରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା ଏବଂ ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇଛି। ଏହି ବୃଦ୍ଧି ପରେ ଦିଲ୍ଲୀରେ ସାଧାରଣ ପେଟ୍ରୋଲ ଦର…

ଜିନପିଙ୍ଗଙ୍କ ବୟାନରେ ଥରିଲା ବିଶ୍ୱ ରାଜନୀତି: ଚାଇନାକୁ ଡାକି ଟ୍ରମ୍ପଙ୍କୁ କଲେ ଅପମାନ! ଆମେରିକାକୁ କହିଲେ…

ବେଜିଂ,୧୫।ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚାଇନା ଗସ୍ତରେ ଅଛନ୍ତି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଟ୍ରମ୍ପଙ୍କ ଏହି ଚାଇନା ଯାତ୍ରା ଉପରେ ସାରା ବିଶ୍ୱର ନଜର ରହିଛି। ଗୁରୁବାର ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି…

ଭାରତ ମାଟିରୁ ଟ୍ରମ୍ପଙ୍କୁ ନାଲିଆଖି ଦେଖାଇଲେ ଇରାନର ବୈଦେଶିକ ମନ୍ତ୍ରୀ: କହିଲେ, ଆଉ ଚାଲିବନି ଆମେରିକାର ଗୁଣ୍ଡାରାଜ୍‌

ନୂଆଦିଲ୍ଲୀ,୧୫।୫: ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ସମୟରେ ଇରାନ ଆମେରିକାକୁ କଡ଼ା ଟାର୍ଗେଟ୍‌ କରିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏକତ୍ର ରହିବାକୁ ନିବେଦନ କରି, ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି ଦୃଢ଼ ଭାବରେ କହିଛନ୍ତି,ଇତିହାସର ଅଳିଆ ଗଦାରେ…

ଟ୍ରମ୍ପ୍‌ଙ୍କୁ ଜିନ୍‌ପିଙ୍ଗ୍‌ଙ୍କ ଚେତାବନୀ, ତାଇଓ୍ବାନ୍‌କୁ ବିବାଦୀୟ କଲେ ସ୍ଥିତି ଖରାପ ହେବ

ବେଜିଂ,୧୫।୫: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଏବେ ବୈଶ୍ୱିକ ସ୍ତରରେ ରାଜନୀତି ସରଗରମ ରହିଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଚାଇନା ସମିଟ୍‌ରେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବର୍ତ୍ତମାନ ପଶ୍ଚିମ…

ଚାଇନା ପାଇଁ ୪୫ ବର୍ଷର ପୁରୁଣା ଶପଥ ଭାଙ୍ଗିଲେ ଟ୍ରମ୍ପ, ଖୁସିରେ ଷ୍ଟେଜ ଉପରେ ପିଇଲେ ମଦ! ଜାଣନ୍ତୁ କାରଣ

ଓ୍ବାଶିଂଟନ,୧୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ମଦ୍ୟପାନ କରୁଥିବାର ଦେଖାଯାଇଛି । ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱାରା ଆୟୋଜିତ ଏକ ଭୋଜିରେ ଆମେରିକାର ରାଷ୍ଟ୍ରପତି ମଦ୍ୟପାନ କରିଥିଲେ । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?