ଭାରତକୁ ବଡ଼ ଝଟକା ଦେଲା ବାଂଲାଦେଶ: ଭାରତୀୟଙ୍କ ପାଇଁ ବନ୍ଦ କଲା…
ନୂଆଦିଲ୍ଲୀ,୮।୧: ଆଇପିଏଲରୁ ଖେଳାଳିମାନଙ୍କୁ ବାଦ୍ ଦେବାର ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ଼ ଝଟକା ଦେଇଛି। ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିଜା ସେବା ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିଜା ସେବା ଜାରି ରହିବ।…
ଭାରତକୁ ବଡ଼ ଝଟକା ଦେଲେ ଟ୍ରମ୍ପ: ନେଲେ ୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ବିଶ୍ୱରେ ହଇଚଇ
ଓ୍ବାଶିଂଟନ୍,୮।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଶ୍ୱର ଅନେକ ଦେଶକୁ ଏକ ବଡ଼ ଝଟକା ଦେଇଛନ୍ତି। ତାଙ୍କର “ଆମେରିକା ପ୍ରଥମ” ନୀତିକୁ ଆଗକୁ ବଢାଇ ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଥମତଃ, ସେ ଆମେରିକାକୁ ସେହି ୬୬ଟି…
ଅସଲ ରଙ୍ଗ ଦେଖାଇଲେ ଟ୍ରମ୍ପ: ନେଲେ ବଡ଼ ନିଷ୍ପତ୍ତି, ବିଶ୍ୱରେ ଚହଳ
ଓ୍ବାଶିଂଟନ୍,୮।୧: ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପରେ, ଆମେରିକା ଏବେ ଭେନେଜୁଏଲା ଉପରେ ନିଜର ଇଚ୍ଛା ପ୍ରବର୍ତ୍ତନ କରୁଛି। ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଭେନେଜୁଏଲା ବର୍ତ୍ତମାନ ନୂତନ ତୈଳ ଚୁକ୍ତିରୁ ପ୍ରାପ୍ତ ଅର୍ଥରୁ କେବଳ ଆମେରିକୀୟ ନିର୍ମିତ ଉତ୍ପାଦ…
ଚରମରେ ଆମେରିକା-ରୁଷିଆ ଉତ୍ତେଜନା, ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ସବୁ ଦେଶ
ଓ୍ୱାଶିଂଟନ୍/ମସ୍କୋ,୭।୧: ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭେନେଜୁଏଲା ସହ ଜଡ଼ିତ ଆମେରିକାର କଟକଣା ଉଲ୍ଲଂଘନ ଅଭିଯୋଗରେ ଆମେରିକା ସେନା ଉତ୍ତର ଆଟଲାଣ୍ଟିକ ମହାସାଗରରେ ‘ମାରିନେରା’ ନାମକ ଏକ ଋଷୀୟ ତୈଳ ଟ୍ୟାଙ୍କରକୁ ଜବତ କରିଛି। ଏହି ଅପରେସନ…
ଆଟଲାଣ୍ଟିକ ମହାସାଗରରେ ଯୁଦ୍ଧ ପରିସ୍ଥିତି: ରୁଷିଆ ପତକା ଲାଗିଥିବା ତେଲ ଟ୍ୟାଙ୍କର୍କୁ ଜବତ କଲା ଆମେରିକା, ଏସ୍କଟ୍ କରୁଥିଲା ମସ୍କୋ!
ଓ୍ବାଶିଂଟନ,୭।୧: ଭେନେଜୁଏଲା ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ଏବେ ଆଟଲାଣ୍ଟିକ ମହାସାଗରରେ ରୁଷୀୟ ପତାକାଯୁକ୍ତ ଏକ ତୈଳ ଟ୍ୟାଙ୍କର ‘ମାରିନେରା’କୁ ଜବତ କରିଛି। ଆମେରିକୀୟ ନୌସେନା ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏହି ଟ୍ୟାଙ୍କରର ପିଛା କରୁଥିଲା।…
ନେତାନ୍ୟାହୁଙ୍କୁ ହଠାତ୍ ଫୋନ୍ କଲେ ମୋଦି, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୭ା୧: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ବୁଧବାର ହଠାତ୍ ଫୋନ୍ କରିଛନ୍ତି। ଏହି କଥାବାର୍ତ୍ତା ସମୟରେ ଦୁଇ ନେତା ରଣନୈତିକ ସହଭାଗୀତା ଏବଂ ଆତଙ୍କବାଦ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଆଇପିଏଲରୁ ମୁସ୍ତାଫିଜୁରଙ୍କୁ ବିଦା କରାଯିବା ପରେ ପ୍ରତିଶୋଧ ନେଲା ବାଂଲାଦେଶ, ଏହି ଭାରତୀୟଙ୍କୁ….
ନୂଆଦିଲ୍ଲୀ,୫।୧: ବଦଳୁଥିବା ପରିସ୍ଥିତିକୁ ଉଦ୍ଧୃତ କରି ବାଂଲାଦେଶ କ୍ରିକେଟ ବୋର୍ଡ ଭାରତୀୟ ଆଙ୍କର ରିଧିମା ପାଠକଙ୍କୁ ଚଳିତ ବାଂଲାଦେଶ ପ୍ରିମିୟର ଲିଗର ପ୍ରେଜେଣ୍ଟେସନ ପ୍ୟାନେଲରୁ ହଟାଇ ଦେଇଛି। ମଙ୍ଗଳବାର BCB ଅଧିକାରୀମାନେ କହିଛନ୍ତି, ନିକଟରେ ଘଟଣା ମଧ୍ୟରେ ପାଠକଙ୍କୁ ପ୍ୟାନେଲରୁ ହଟାଇ…
ସକାଳୁ ସକାଳୁ ୬.୪ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ, ଭୟରେ ଘରୁ ବାହାରି ଦୌଡିଲେ ଲୋକେ
ଫିଲିପାଇନ୍ସ,୭।୧: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ବୁଧବାର ଫିଲିପାଇନ୍ସର ଦକ୍ଷିଣ ଉପକୂଳରେ ୬.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମେ ଭୂମିକମ୍ପର ତୀବ୍ରତା ୬.୭ ଥିବା ରିପୋର୍ଟ କରାଯାଇଥିଲା, କିନ୍ତୁ ପରେ ଏହାକୁ ୬.୪ରେ ହ୍ରାସ କରାଯାଇଥିଲା। ଭୂକମ୍ପର…
ରାଷ୍ଟ୍ରପତି ପଦ ହରାଇବେ ଟ୍ରମ୍ପ! ଭୟରେ ଥରହର ହେଲେଣି ଆମେରିକା ରାଷ୍ଟ୍ରପତି
ଓ୍ବାଶିଂଟନ୍,୭।୧: ଆମେରିକାରେ ଏହି ବର୍ଷ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବାକୁ ଯାଉଛି, ଏବଂ ରାଷ୍ଟ୍ରପତି ଟ୍ରମ୍ପ ଏହା ବିଷୟରେ ଚିନ୍ତିତ ହୋଇପଡୁଛନ୍ତି। ତେଣୁ, ସେ ଚିନ୍ତା ପ୍ରକାଶ କରିଛନ୍ତି ଯେ ଯଦି ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୁଏ, ତେବେ ରିପବ୍ଲିକାନ…
ଭାରତ ଉପରେ ୫୦% ଟାରିଫ୍ ଲଗାଇ ଏତେ ରୋଜଗାର କରୁଛି ଆମେରିକା, ବଡ଼ ଖୁଲାସା କଲେ ଟ୍ରମ୍ପ, ଜାଣିଲେ ଚକିତ ହେବେ…
ଓ୍ବାଶିଂଟନ୍,୬।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରୁଷୀୟ ତୈଳ ପ୍ରସଙ୍ଗ ଉଠାଇ ଭାରତ ଉପରେ ନୂତନ ଟାରିଫ୍ ଲଗାଇବା ପାଇଁ ଇଙ୍ଗିତ ଦେଇଛନ୍ତି। ଆମେରିକା ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍ ଲଗାଇଛି। ଟ୍ରମ୍ପ ମଧ୍ୟ ଟାରିଫ୍ରୁ ଆମେରିକାର…
ବେକାକୁ ହେଲାଣି ଇରାନ ହିଂସା, ଏବେ ପର୍ଯ୍ୟନ୍ତ ୩୫ ମୃତ
ତେହରାନ,୬।୧: ଇରାନରେ ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ହିଂସା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ହିଂସାତ୍ମକ ପ୍ରତିବାଦରେ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା…
ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା, ୨୪ ଘଣ୍ଟାରେ ଦ୍ୱିତୀୟ ଘଟଣା
ଢାକା,୬।୧: ବାଂଲାଦେଶରେ ଜଣେ ଦୋକାନ ମାଲିକଙ୍କ ପାଇଁ କାମ କରୁଥିବା ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ରିପୋର୍ଟ ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ ଟା ସମୟରେ ନରସିଙ୍ଗଡି ଜିଲାରେ…
Archives


