ନେତାନ୍ୟାହୁଙ୍କ ସ୍ବାଗତରେ ଗଦଗଦ ହେଲେ ଟ୍ରମ୍ପ, କାହିଁକି ଟ୍ରମ୍ପଙ୍କୁ ଏମିତି ସ୍ବାଗତ କଲେ ନେତାନ୍ୟାହୁ? ଜାଣନ୍ତୁ…
ଇସ୍ରାଏଲ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବନ୍ଧକ ବିନିମୟ ଜାରି ରହିଛି। ହମାସ ସାତ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଗସ୍ତ ପାଇଁ ପହଞ୍ଚିଛନ୍ତି। ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ…
ପାକିସ୍ତାନରେ ନର ସଂହାର! ୨୮୦ ମୃତ
ଇସଲାମାବାଦ,୧୩।୧୦: ସୋମବାର (୧୩ ଅକ୍ଟୋବର, ୨୦୨୫) ରେ ପାକିସ୍ତାନୀ ରେଞ୍ଜର୍ସ ଏବଂ ପାକିସ୍ତାନୀ ପୋଲିସ ପାକିସ୍ତାନର ମୁରିଦକେ ସହରରେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ଘଟାଇଥିଲେ, ଯେଉଁଥିରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୨୮୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।…
Israel Hamas Ceasefire: ବହୁଦିନ ପରେ ଘରକୁ ଫେରୁଛନ୍ତି ଯୁଦ୍ଧ ପୀଡ଼ିତ, ଟ୍ରମ୍ପଙ୍କୁ କହିଲେ ‘ଥ୍ୟାଙ୍କ ୟୁ’!
ତେଲ ଅଭିଭି,୧୩।୧୦: ସୋମବାର (ଅକ୍ଟୋବର ୧୩, ୨୦୨୫) ଇସ୍ରାଏଲର ତେଲ ଅଭିଭ ସହର ସାରା ଭାବପ୍ରବଣତା ପ୍ରକାଶ ପାଇଲା। ଗାଜାରେ ଦୁଇ ବର୍ଷ ବନ୍ଦୀତ୍ୱ ପରେ ହମାସ ଦ୍ୱାରା ସାତ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରାଯିବା ପରେ, ସହରର ହୋଷ୍ଟେଜ…
ୟୁନୁସଙ୍କ ବଡ଼ ବୟାନ! କହିଲେ ‘ଶେଖ ହାସିନାଙ୍କୁ ରଖିପାରିବ ଭାରତ ହେଲେ…’, ଏହାକୁ ନେଇ ହେଲାଣି ଚର୍ଚ୍ଚା
ଢାକା,୧୩।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଭାରତ ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ମୁକ୍ତ ବିକଳ୍ପ ଦିଆଯାଏ, ତେବେ ଭାରତ ଶେଖ ହାସିନାଙ୍କୁ ରଖିବ ଏବଂ ତାଙ୍କୁ ବାଂଲାଦେଶକୁ ଫେରାଇବ ନାହିଁ।…
ମୋଦି ସରକାରଙ୍କୁ ଶକ୍ତ ଝଟ୍କା: ଇସ୍ତଫା ଦେବାକୁ ଧମକ ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବାକୁ ସୁପାରିଶ କରିଥିଲେ। ସଦାନନ୍ଦନ ମାଷ୍ଟରଙ୍କ…
୨୦୦ ପ୍ରତିଶତ ଟାରିଫ୍…. ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ କଞ୍ଚା ମିଛ କହିଦେଲେ ଟ୍ରମ୍ପ
ଓ୍ବାଶିଂଟନ୍,୧୩।୧୦:ନୋବେଲ ପୁରସ୍କାର ପାଇବାରୁ ବଞ୍ଚିତ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଝଟ୍କା ଲାଗିଛି। କିନ୍ତୁ ସେ ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ନେବାକୁ ଅଟଳ ରହିଛନ୍ତି। ଟ୍ରମ୍ପ ପୁଣି ଥରେ ଯୁଦ୍ଧ ସମାଧାନ କରିଥିବା ନେଇ ଦାବି କରିଛନ୍ତି।…
ଭାରତରୁ ପାକିସ୍ତାନକୁ ଚେତାବନୀ ଦେଲେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ; ‘ସୁଧୁରିଯା ନ ହେଲେ ଅନ୍ୟ ବାଟ ଅଛି’
ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ଓ ପକିସ୍ତାନ ମଧ୍ୟରେ ସୀମାନ୍ତ ସଂଘର୍ଷ ବଢ଼ିବା ପରେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଆମିର୍ ଖାନ୍ ମୁତ୍ତାକି ରବିବାର ସତର୍କ କରିଛନ୍ତି। ସେ କହିଛନ୍ତି, “ସୀମାନ୍ତରେ ଶାନ୍ତି ପ୍ରୟାସ ବିଫଳ ହେଲେ ଆମେ ଅନ୍ୟ ପଥ ଆପଣାଇବୁ। ପକିସ୍ତାନରେ…
ଚାଇନାକୁ ଟାର୍ଗେଟ କରି ପୋଷ୍ଟ କଲେ ଟ୍ରମ୍ପ, ପ୍ରତି ଶବ୍ଦ ପିଛା ୪ ବିଲିୟନ ଡଲାର ହରାଇଲା ଆମେରିକା
ନୂଆଦିଲ୍ଲୀ,୧୨।୧୦: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ସୋସିଆଲ୍ ମିଡିଆରେ ଚାଇନାକୁ ନିଶାନା କରି ଏକ ପୋଷ୍ଟରୁ ଅମେରିକୀୟ ଶେୟାର ବଜାରରେ ୨ ଟ୍ରିଲିୟନ୍ ଡଲାର (ପ୍ରାୟ ୧୬୮ ଲକ୍ଷ କୋଟି ଟଙ୍କା) ବୁଡ଼ିଯାଇଛି। ଶୁକ୍ରବାର ବଜାର ନୂତନ ରେକର୍ଡ୍ କରିବାରେ ଥିଲା,…
ଖୋଲା ବୋଟରେ କେଟି ପେରି ଜଷ୍ଟିନ୍ ଟ୍ରୁଡୋଙ୍କ କିସିଙ୍ଗ୍ ଫଟୋ ଭାଇରାଲ୍! ସତ ହେଲା ଡେଟିଂ ଗୁଜବ
ନୂଆଦିଲ୍ଲୀ,୧୨।୧୦: ପପ୍ ଗାୟିକା କେଟି ପେରି ଓ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଡେଟିଂ ଗୁଜବ ଚାଲୁଥିବା ବେଳେ କାର୍ଲିଫର୍ଣ୍ଣିଆର ସାନ୍ତା ବାର୍ବାରା ତଟରେ ଦୁହେଁ କିସ୍ କରୁଥିବା ଫଟୋ ଭାଇରାଲ୍ ହୋଇଯାଇଛି। ଏହା ସହିତ ସେମାନଙ୍କର ସମ୍ପର୍କ ନିଶ୍ଚିତ…
ଓସ୍କାର ଓ୍ବିନର ଅଭିନେତ୍ରୀଙ୍କ ପରଲୋକ
ଲସ ଆଞ୍ଜେଲସ,୧୨।୧୦: ପ୍ରଖ୍ୟାତ ହଲିଉଡ ଅଭିନେତ୍ରୀ ଡାଏନ କିଟନଙ୍କ ପରଲୋକ ହୋଇଛି। ଅଭିନେତ୍ରୀଙ୍କର ୭୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଡାଏନଙ୍କ ଜଣେ ମୁଖପାତ୍ର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଡାଏନ କିଟନ ଲସ ଆଞ୍ଜେଲସରେ ରହୁଥିଲେ। ଅକ୍ଟୋବର ୧୧ରେ ହଠାତ…
ପାକିସ୍ତାନରେ ଆଟାକ୍ ଭିତରେ ନକଭି ଦେଲେ ସାଂଘାତିକ ବୟାନ, କହିଲେ ଭାରତର ରହିଛି…
ଇସଲାମବାଦ,୧୨।୧୦: ଶନିବାର ରାତିରେ ପାକିସ୍ତାନ ଉପରେ ଆଫଗାନ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ପରେ, କେନ୍ଦ୍ର ଗୃହମନ୍ତ୍ରୀ ମୋହସିନ ନକଭି ଏକ କଡ଼ା ବିବୃତ୍ତି ଜାରି କରିଛନ୍ତି। ନକଭି ଆଫଗାନିସ୍ତାନର କଡ଼ା ସମାଲୋଚନା କରି କହିଛନ୍ତି ଯେ ଦେଶ “ନିଆଁ…
ପାକିସ୍ତାନ ସେନା ଉପରେ ଭୟଙ୍କର ଆକ୍ରମଣ, ସୀମାରୁ ଆସିଲା ବଡ଼ ଖବର
ଇସଲାମବାଦ,୧୨।୧୦: ପାକିସ୍ତାନ ଉପରେ ଆଫଗାନିସ୍ତାନ ସେନା ଭୟଙ୍କର ଆକ୍ରମଣ କରିଛି। ତାଲିବାନ ଓ ପାକ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ ଦେଖଇବାକୁ ମିଳିଛି। ଏହି ଯୁଦ୍ଧ ସମୟରେ ୧୨ ପାକିସ୍ତାନୀ ସୈନିକ ନିହତ ହୋଇଥିବା ସୂଚନା ମିଳିଛି। କୁନାର ଓ…
Archives


