ଅନ୍ତର୍ଜାତୀୟ

ଜି -୨୦ ସମ୍ମିଳନୀରେ ଜିନପିଙ୍ଗ ସାମିଲ ହେବା ନେଇ ଆଶା ପ୍ରକଟ କଲେ ବାଇଡେନ

ଓ୍ବାଶିଂଟନ୍‌,୧।୯: ସେପ୍ଟେମ୍ବର ୯-୧୦ରେ ଭାରତରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଜି -୨୦ ବୈଠକରେ ଜିନପିଙ୍ଗଙ୍କ ସାମିଲ ସମ୍ପର୍କରେ ଚାଇନା…

କୃଷ୍ଣସାଗର ଚୁକ୍ତିରେ ରୁଷିଆ ପୁଣିଥରେ ସାମିଲ ହେବା ଉଚିତ୍‌, ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ୟୁଏନ୍‌ ମହାସଚିବ

ମସ୍କୋ,୧।୯: ଗତ ଦେଢ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ରୁଷିଆ କହିଥିଲା ଯେ, ସେ କୃଷ୍ଣସାଗରରେ ନିଜର ବନ୍ଦରଗୁଡିକ ମାଧ୍ୟମରେ ୟୁକ୍ରେନ ଶସ୍ୟକୁ ସୁରକ୍ଷିତ ଭାବେ ନେବାକୁ ଅନୁମତି ଦେବ ନାହିଁ।…

ପୂର୍ବ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୪୦ରୁ ଅଧିକ ମୃତ

କଙ୍ଗୋ,୧।୯: ଆଫ୍ରିକୀୟ ଦେଶ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁଥିରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କଙ୍ଗୋ ସେନା ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେନା ପ୍ରଥମେ ୭ଜଣଙ୍କ…

ଚାଇନା ବିରୋଧରେ ଭାରତକୁ ସମର୍ଥନ କଲେ ୩ ଦେଶ

ବେଜିଂ,୧।୯: ଚାଇନା ନୂତନ ମାନଚିତ୍ରକୁ ଭାରତ ପ୍ରତ୍ୟାଖ୍ୟାନ କରି ତାଗିଦ କରିସାରିଛି। ଏଥି ସହିତ ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଏବଂ ତାଇୱାନ ସରକାର ମଧ୍ୟ ଚାଇନାର ନୂତନ ମାନଚିତ୍ରକୁ ବିରୋଧ କରିଛନ୍ତି। ଭାରତ ପରେ ଚାଇନା ନୂତନ ମାନଚିତ୍ରକୁ ଗ୍ରହଣ ପାଇଁ…

ସୁରକ୍ଷାକର୍ମୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ: ୯ ମୃତ

ଇସଲାମାବାଦ୍‌,୧।୮: ଉତ୍ତର ପଶ୍ଚିମ ପାକିସ୍ତାନର ଏକ ସୁରକ୍ଷା କନଭେନ ଉପରେ ଆତ୍ମଘାତୀ ଆକ୍ରମଣରେ ୯ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଜଣେ ମୋଟରସାଇକେଲ ଯୋଗେ ଆତ୍ମଘାତୀ ବିସ୍ଫୋରଣକାରୀ…

ଜୋହାନ୍ସବର୍ଗରେ ଅଗ୍ନିକାଣ୍ଡ: ୭୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଜୋହାନ୍ସବର୍ଗ,୩୧ା୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଥିବା ଏକ ପାଞ୍ଚ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ଘଟିଛି। ୫୨ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ରହିଥିବା ଜଣାପଡିଛି। ଅନ୍ୟପକ୍ଷେ ବିଲ୍ଡିଂରୁ ମୃତଦେହ ବାହାରୁଥିବାରୁ…

ଆମେରିକାର ଜର୍ଜିଆରେ ଅକ୍ଟୋବରକୁ ‘ହିନ୍ଦୁ ହେରିଟେଜ ମାସ’ ଘୋଷଣା

ନ୍ୟୁୟର୍କ,୩୧।୮: ଆମେରିକାର ଜର୍ଜିଆ ରାଜ୍ୟ ଆନୁଷ୍ଠାନିକ ଭାବେ ଅକ୍ଟୋବରକୁ ହିନ୍ଦୁ ହେରିଟେଜ ମାସ ଭାବରେ ଘୋଷଣା କରିଛି। ରାଜ୍ୟରେ ହିନ୍ଦୁ-ଆମେରିକୀୟ ସମ୍ପ୍ରଦାୟର ଅବଦାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଜର୍ଜିଆର ହିନ୍ଦୁ ସଂଗଠନଗୁଡ଼ିକ ଦୀର୍ଘ ସମୟ ଧରି ଏହା ଦାବି…

ପାକିସ୍ତାନରେ ଫେବୃୟାରୀ ମଧ୍ୟରେ ହେବ ନିର୍ବାଚନ, ରାଜନୈତିକ ଦଳଙ୍କୁ କଥା ଦେଲେ ନିର୍ବାଚନ କମିଶନ

ଇସଲାମାବାଦ,୩୧।୮: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମ୍ପର୍କରେ ରାଜନୈତିକ ଦଳମାନେ ସରକାର ଏବଂ ପାକିସ୍ତାନର ନିର୍ବାଚନ ଆୟୋଗ ଉପରେ ଲଗାତାର ଚାପ ପକାଉଛନ୍ତି। ଶହବାଜ ସରକାର ସମୟ ପୂର୍ବରୁ ଭାଙ୍ଗିଗଲା, ଏହି କାରଣରୁ ୯୦ଦିନ ମଧ୍ୟରେ ନିର୍ବାଚନ କରିବା ବାଧ୍ୟତାମୂଳକ…

ଗ୍ରାଣ୍ଟ ଶାପ୍ସ ବ୍ରିଟେନର ନୂଆ ପ୍ରତିରକ୍ଷା ସଚିବ, ବେନ ଓ୍ବାଲେସଙ୍କ ସ୍ଥାନରେ ସମ୍ଭାଳିବେ ଦାୟିତ୍ୱ

ଲଣ୍ଡନ,୩୧।୮: ବ୍ରିଟିଶ ସରକାର ପୂର୍ବତନ ଶକ୍ତି ସଚିବ ଗ୍ରାଣ୍ଟ ଶାପ୍ସଙ୍କୁ ଦେଶର ନୂତନ ପ୍ରତିରକ୍ଷା ସଚିବ ଭାବେ ନାମିତ କରିଛନ୍ତି। ବାସ୍ତବରେ, ଶାପ୍ସ ବର୍ତ୍ତମାନ ବେନ ୱାଲେସଙ୍କ ସ୍ଥାନ ନେବେ। ଚାରି ବର୍ଷ ପରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ…

ମେଟାର ସମସ୍ତ ପ୍ଲାଟଫର୍ମକୁ ଟକ୍କର ଦେବ ଏକାକି ଏକ୍ସ! ମସ୍କଙ୍କ ଘୋଷଣା କରିପାରିବେ ଅଡିଓ ଭିଡିଓ କଲ

ଓ୍ବାଶିଂଟନ,୩୧।୮: ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ଗତ ବର୍ଷ ଟୁଇଟର ଗ୍ରହଣ କରିବା ଦିନଠାରୁ ସେ ଅନେକ ପରିବର୍ତ୍ତନ କରିଛନ୍ତି। ପ୍ରଥମେ ସୋସିଆଲ ମିଡିଆ ପ୍ଲାଟଫର୍ମର ନାମ ପରିବର୍ତ୍ତନ କରାଯାଇଥିଲା। ସେମାନେ ଏହାର ନାମ ଟୁଇଟରରୁ ଏକ୍ସକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ…

ଭୟଙ୍କର ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୫୨ ଜଣ

ଜୋହାନ୍ସବର୍ଗ,୩୧ା୮: ଗୁରୁବାର ଦକ୍ଷିଣ ଆଫ୍ରିକାର କେନ୍ଦ୍ରୀୟ ଜୋହାନ୍ସବର୍ଗର ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଲିଭାଇବା ପାଇଁ ତୁରନ୍ତ ଜରୁରୀକାଳିନ ସେବା ପଠାଯାଇଥିଲା। ଜରୁରୀକାଳିନ ପରିଚାଳନା ସେବା ମୁଖପାତ୍ର ରବର୍ଟ ମୁଲାଉଡି ଜଣେ…

ଭାରତ ଆସିବେ କାନାଡା ପ୍ରଧାନମନ୍ତ୍ରୀ: ବିଶ୍ୱ ସଙ୍କଟ ଉପରେ ହେବ ଚର୍ଚ୍ଚା

ଓଟଓ୍ବା/ନୂଆଦିଲ୍ଲୀ,୩୧।୮: ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସେପ୍ଟେମ୍ବର ୯ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତ କରିବେ। ନୂଆଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଟ୍ରୁଡୋ ଇଣ୍ଡୋନେସିଆ ଗସ୍ତରେ ଆସି ଏସିଆନ୍‌ ସମ୍ମିଳନୀରେ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri