ଅନ୍ତର୍ଜାତୀୟ

ଜାପାନରୁ ଟ୍ରମ୍ପଙ୍କୁ ବଡ଼ ବାର୍ତ୍ତା ପଠାଇଲେ ମୋଦି, ଚାଇନାକୁ ନେଇ କହିଲେ…

ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଯେ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାରେ ସ୍ଥିରତା ଆଣିବା ପାଇଁ ଭାରତ ଏବଂ ଚାଇନା ଏକାଠି କାମ କରିବା ଗୁରୁତ୍ୱପୂର୍ଣ୍ଣ। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ପାରସ୍ପରିକ ସମ୍ମାନ,...

ଟାରିଫ୍‌ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, କୋର୍ଟ ଦେଲେ ବଡ଼ ଚ୍ୟାଲେଞ୍ଜ

ଓ୍‌ବାଶିଂଟନ,୩୦।୮: ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋର୍ଟର ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି। ଯାହା ତାଙ୍କର ଅଧିକାଂଶ ଟାରିଫ୍‌ ନୀତିକୁ ଅବୈଧ ଘୋଷଣା କରାଯାଇଛି। ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଟାରିଫ୍‌ ନୀତି ଅକ୍ଷୁର୍ଣ୍ଣ ରହିଛି ଏବଂ ସେ...

ଟ୍ରମ୍ପଙ୍କୁ ଭାରତ ଦେଲା ୭.୮% GDP  ଝଟ୍‌କା, ଟାରିଫକୁ ଉଚିତ ଜବାବ

ନୂଆଦିଲ୍ଲୀ,୨୯।୮: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ୱକୁ  କରୁଥିବା ବେଳେ ଭାରତର ଅର୍ଥନୀତି ଏହାଦ୍ୱାରା ମୋଟେ ପ୍ରଭାବିତ ହୋଇନାହିଁ। ଟ୍ରମ୍ପ ଭାରତକୁ ‘ଡେଡ ଇକୋନୋମୀ’ ବୋଲି କହିଥିଲେ, କିନ୍ତୁ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି(ସକଳ...

ଟାରିଫ ବିବାଦ ଭିତରେ ଭାରତର ବଡ଼ ପରାଜୟ, ଟ୍ରମ୍ପ କଲେ…

ନୂଆଦିଲ୍ଲୀ,୨୯।୮: ଆମେରିକା ଦ୍ୱାରା ଲାଗୁ କରାଯାଇଥିବା 50 ପ୍ରତିଶତ ଶୁଳ୍କ ଭାରତୀୟ ଟଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଛି। ଫଳସୱରୂପ, ଟଙ୍କା ଏପର୍ଯ୍ୟନ୍ତର ସର୍ବନିମ୍ନ ସ୍ତରକୁ ଖସିଯାଇଛି। 27 ଅଗଷ୍ଟରୁ ଆମେରିକାର ଶୁଳ୍କ ଲାଗୁ ହୋଇଛି। ଶୁକ୍ରବାର, ଟଙ୍କା 70 ପଇସାରୁ...

‘ଭାରତ ପାଣି ଛାଡିଲା ବୋଲି ଭାସି ଆସିଲା ମୃତଦେହ…’, ବୁଡ଼ିଯିବା ପରେ ବି ପୁରୁଣା ପ୍ରକୃତି ଛାଡୁନାହିଁ ପାକିସ୍ତାନ

ଇସଲାମାବାଦ,୨୯।୮: ପାକିସ୍ତାନର ପଞ୍ଜାବ, ସିଆଲକୋଟ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଭୟଙ୍କର ବନ୍ୟା ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରିଦେଇଛି। ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୨.୫ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି।...

ମୋଦିଙ୍କୁ ଭେଟି ନିଜର ଅନୁଭୂତି କହିଲେ ଜାପାନୀ କଳାକାର

ଟୋକିଓ,୨୯।୮: ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଜାପାନୀ ସମ୍ପ୍ରଦାୟ ଭାରତୀୟ ସଂସ୍କୃତିକୁ ଗ୍ରହଣ କରିଥିଲେ ଏବଂ ଏମିତି ଏକ ଦୃଶ୍ୟ ଉପସ୍ଥାପନ କରିଥିଲେ...

ମୋଦିଙ୍କ ଜାପାନ ଗସ୍ତ ମଧ୍ୟରେ କୋଟି କୋଟି ଟଙ୍କା କ୍ଷତି ସହିଲା ଆମେରିକା! ହାତରୁ ଗଲା ବଡ଼ ଡିଲ୍‌

ଓ୍‌ବାଶିଂଟନ୍‌,୨୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଯୁଦ୍ଧ ବିଶ୍ୱ ଅର୍ଥନୀତିରେ ହଇଚଇ ସୃଷ୍ଟି କରିଛି। ଭାରତ ଉପରେ ୫୦% ଟାରିଫ୍‌ ଲାଗୁ କରିବା ପଦକ୍ଷେପକୁ ବିଶ୍ୱବ୍ୟାପୀ ସମାଲୋଚନା କରାଯାଉଥିବା ବେଳେ, ଏବେ ଜାପାନ ମଧ୍ୟ ଆମେରିକାରେ $୫୫୦ ବିଲିୟନର...

ପ୍ରଧାନମନ୍ତ୍ରୀଙ୍କ ଜାପାନ-ଚାଇନା ଗସ୍ତକୁ ନେଇ ଚିନ୍ତାରେ ଆମେରିକା! ମୋଦି ଅନ କଲେ କୂଟନୀତିର…

ଟୋକିଓ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆର ଦୁଇ ପ୍ରମୁଖ ଅର୍ଥନୈତିକ ଶକ୍ତି ଚାଇନା ଏବଂ ଜାପାନ ଗସ୍ତରେ ଅଛନ୍ତି। ଭାରତୀୟ ଉତ୍ପାଦ ଉପରେ ଆମେରିକାର ୫୦ ପ୍ରତିଶତ ଶୁଳ୍କ ଏବଂ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ସମଗ୍ର ବିଶ୍ୱର ନଜର ପ୍ରଧାନମନ୍ତ୍ରୀ...

ଜାପାନରେ ବଡ଼ ଘୋଷଣା କରିଦେଲେ ମୋଦି, ଟ୍ରମ୍ପଙ୍କୁ ଲାଗିଲା ଝଟକା!

ନୂଆଦିଲ୍ଲୀ/ଟୋକିଓ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ଟୋକିଓ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ଏବଂ ଏକ ସୁନ୍ଦର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ...

ଟ୍ରମ୍ପଙ୍କୁ ଭାରତର ଶକ୍ତ ଧକ୍କା: ଏଣିକି ରୁଷିଆଠାରୁ ଅଧିକରୁ ଅଧିକ…

ନୂଆଦିଲ୍ଲୀ,୨୯ା୮: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍‌ ବା ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଭାରତ ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ।...

ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶ୍ୱର ଏକ ବ୍ରାଣ୍ଡ କହି…

ଟୋକିଓ/ନୂଆଦିଲ୍ଲୀ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏଥିସହିତ ପ୍ରବାସୀମାନେ ମୋଦିଙ୍କୁ ବିଶ୍ୱର ଏକ ବ୍ରାଣ୍ଡ କହି ପ୍ରଶଂସା ମଧ୍ୟ କରିଛନ୍ତି। ମୋଦିଙ୍କ ପାଇଁ...

ଭାରତ ପାଇଁ ଆସିଲା ଗୁଡନ୍ୟୁଜ୍‌: ଶୁଣିଲେ ଟ୍ରମ୍ପଙ୍କ ନିଦ ହଜିଯିବ…

ନୂଆଦିଲ୍ଲୀ, ୨୮।୮: ଭାରତୀୟ ଅର୍ଥନୀତି ପାଇଁ ଏକ ଆଶ୍ୱସ୍ତିକର ଖବର। ଜୁଲାଇ ମାସରେ ଦେଶର ଶିଳ୍ପ ଉତ୍ପାଦନରେ ୩.୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହା ଗତ ଚାରି ମାସ ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି। ଏହି ବୃଦ୍ଧିର ମୁଖ୍ୟ କାରଣ ଥିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri