ଆମେରିକା, ଜାପାନ, ଦକ୍ଷିଣ କୋରିଆ କଲେ ନୌସେନା ଅଭ୍ୟାସ
ଟୋକିଓ,୧୬।୭: ଉତ୍ତର କୋରିଆ ପକ୍ଷରୁ ଅର୍ନ୍ତମହାଦ୍ୱିପୀୟ ବାଲେଷ୍ଟିକ ମିଶାଇଲ(ଆଇସିବିଏମ)ର ଉତକ୍ଷେପଣ ପରେ ଜାପାନ, ଦକ୍ଷିଣ କୋରିଆ ଓ ଆମେରିକା ରବିବାର ଜାପାନ ସାଗରରେ ମିଳିତ ନୌସେନା ମିଶାଇଲ ପ୍ରତିରକ୍ଷା ଅଭ୍ୟାସ କରିଛନ୍ତି। ଜାପାନି ମିଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି।...
ଇସ୍ତଫା ଦେବେ ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ ବିଛଣାରେ ୩ ଫୋନ ରଖି ଶୋଇଛି, ଆଗକୁ ନିର୍ବାଚନ ବି ଲଢିବି ନାହିଁ
ଲଣ୍ଡନ,୧୬।୭: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ ଓ୍ବାଲେସ ରବିବାର କହିଛନ୍ତି କି ସେ ମନ୍ତ୍ରିମଣ୍ଡଳରେ ଆଗାମୀ ପରିବର୍ତ୍ତନ ପରେ ଇସ୍ତଫା ଦେଇଦେବେ। ବେନ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ସେ ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ...
ରନଓ୍ବେ ତଳକୁ ଖସିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ…
ବ୍ରାସିଲିଆ,୧୬।୭ : ବ୍ରାଜିଲର ଏକ ବିମାନ ଓଦା ରନୱେରେ ଅବତରଣ କରିବା ପରେ ରନ ଓ୍ବେ ତଳକୁ ଖସି ଯାଇଛି। ଏହି ବିପଜ୍ଜନକ ଘଟଣା ବୁଧବାର ଜୁଲାଇ ୧୨ ରେ ଘଟିଥିଲା। ଯେତେବେଳେ ଲାଟାମ ଏୟାରଲାଇନ୍ସର ବିମାନ ନମ୍ବର ଏଲଏ-୩୩୦୦...
ନେପାଳକୁ ୪୩ ଆମ୍ବୁଲାନ୍ସ, ୫୦ ସ୍କୁଲ ବସ ଉପହାର ଦେଲା ଭାରତ
କାଠମାଣ୍ଡୁ,୧୬।୭: ନେପାଳ-ଇଣ୍ଡିଆ ଡେଭଲପମେଣ୍ଟ ପାର୍ଟନରଶିପ ପ୍ରୋଗ୍ରାମ ଅଧିନରେ ଭାରତ ରବିବାର ନେପାଳକୁ ୪୩ ଟି ଆମ୍ବୁଲାନ୍ସ ଓ ୫୦ ସ୍କୁଲ ବସ ଉପହାର ଆକାରରେ ପ୍ରଦାନ କରିଛି। ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ନେପାଳର ବିଜ୍ଞାନ ଓ...
ରାଜନୀତି ଛାଡିବେ ନାହିଁ ଇମ୍ରାନ, ନୂଆ ଦଳ ଗଢିବାକୁ ହେଉଛନ୍ତି ପ୍ରସ୍ତୁତ
ଇସଲାମାବାଦ,୧୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାର ତଥା ଏଷ୍ଟାବ୍ଲିଶମେଣ୍ଟ (ସାମରିକ + ଗୁପ୍ତଚର ନେତୃତ୍ୱ) ଙ୍କ ଦ୍ୱାରା ହୋଇଥିବା ଦମନ ତଥା ଏହା ଯୋଗୁ ତାଙ୍କ ଦଳରେ ହୋଇଥିବା ବିଚ୍ଛିନ୍ନତା ସତ୍ତ୍ୱେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜନୀତି...
ଚାଇନାରେ ବ୍ୟାଙ୍କିଙ୍ଗ ସଙ୍କଟ…
ବେଜିଂ,୧୬।୭ : ଲାଭ ହ୍ରାସ କରିବାକୁ ଚାଇନା ସରକାର ଦେଶର ବଡ ବ୍ୟାଙ୍କଗୁଡିକ ଉପରେ ଚାପ ପକାଉଛନ୍ତି। ସ୍ଥାନୀୟ ସରକାରଙ୍କୁ ଅଧିକ ଋଣ ଦେବାକୁ ମଧ୍ୟ ଚାପ ଦିଆଯାଉଛି। ଏହି କାରଣରୁ ଦେଶରେ ଏକ ଗୁରୁତର ବ୍ୟାଙ୍କିଙ୍ଗ ସଙ୍କଟ ଆଶଙ୍କା...
ମ୍ୟାନ୍ମାର୍ ପ୍ରତିପକ୍ଷଙ୍କୁ ଭେଟିଲେ ଜୟଶଙ୍କର
ବ୍ୟାଙ୍କଙ୍କ,୧୬ା୭: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ରବିବାର ମ୍ୟାନ୍ମାର୍ ପ୍ରତିପକ୍ଷ ଥାନ ସ୍ବେଙ୍କୁ ଭେଟି ସଂଯୋଗ ପଦକ୍ଷେପ, ବିଶେଷକରି ଭାରତ-ମ୍ୟାନ୍ମାର୍-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥ ଉପରେ ଆଲୋଚନା କରିଛନ୍ତି। ଏହାସହ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା...
ଥରିଲା ଆମେରିକା, ଦିଆଯାଇଛି ସୁନାମି ଚେତାବନୀ
ଆଲାସ୍କା,୧୬।୭: ଆମେରିକାର ଆଲାସ୍କା ଉପକୂଳରେ ରବିବାର ଏକ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ମପାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାକୁ ନେଇ ସୁନାମି ଚେତାବନୀ ଦିଆଯାଇଛି। ଭୂକମ୍ପ...
ପୁଟିନଙ୍କ ଉପରେ ବିପଦ ଥିବା ଅନୁମାନ କଲେ ରୁଷିଆର ପୂର୍ବତନ ଅଧିକାରୀ, ଓ୍ବାଗନର ମୁଖ୍ୟଙ୍କୁ ନେଇ ପ୍ରକଟ କଲେ ଭୟ
ମସ୍କୋ,୧୬।୭: ରୁଷିଆ ରାଷ୍ଟ୍ରବାଦୀ ବ୍ଲଗର ତଥା ପୂର୍ବତନ ଏଫଏସବି ଅଧିକାରୀ ଇଗୋର ଗିରକିନ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭାରି ପଡିପାରେ। ସେ କହିଛନ୍ତି, ଯଦି ଯୁଦ୍ଧ ବନ୍ଦ କରା ନ ଯାଏ...
ରନଓ୍ବେରୁ ଖସିଗଲା ବିମାନ
ବ୍ରାସିଲିଆ,୧୬।୭: ଲଗାଣ ବର୍ଷାରେ ବ୍ରାଜିଲରେ ଲ୍ୟାଣ୍ଡ କରୁଥିବା ସମୟରେ ଏକ ବିମାନ ରନଓ୍ବେରୁ ଖସି ଯାଇଛି। ଏହି ଘଟଣା ଗତ ବୁଧବାରର। ଯେତେବେଳେ ଲାତମ ଏୟାରଲାଇନ୍ସର ଫ୍ଲାଇଟ ନମ୍ବର ଏଲଏ ୩୩୦୦ ସକାଳ ପ୍ରାୟ ୯ଟା ୨୦ରେ ସାଓ ପାଓଲୋ-ଗୁଆରୁଲହୋସ...
ଜୈବ ସୁରକ୍ଷା କେନ୍ଦ୍ର ବିକାଶ କରିବାକୁ ତାଇଓ୍ବାନର ଘୋଷଣା, ଜୈବିକ ଅସ୍ତ୍ର ପ୍ରସ୍ତୁତି କରିବା ଆଶଙ୍କା…
ତାଇପେ,୧୬।୭ : ଜୈବିକ ଯୁଦ୍ଧ ବିରୁଦ୍ଧରେ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ତାଇୱାନ ଜୈବ ନିରାପତ୍ତା ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଗଠନ ପାଇଁ ଯୋଜନା ସମ୍ପର୍କରେ ଘୋଷଣା କରିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଜୈବିକ ଅସ୍ତ୍ର ପ୍ରସ୍ତୁତି କରିବା...
ବେଲାରୁଷରେ ପହଞ୍ଚିଲେ ଓ୍ବାଗନର ଗ୍ରୁପ୍
ମସ୍କୋ,୧୬ା୭: ରୁଷିଆରୁ ବିଦ୍ରୋହ କରୁଥିବା ଓ୍ବାଗନର୍ ଗ୍ରୁପ୍ର ସୈନ୍ୟମାନେ ବେଲାରୁଷରେ ପହଞ୍ଚିଛନ୍ତି। ୟୁକ୍ରେନ ଏବଂ ପୋଲାଣ୍ଡର ଅଧିକାରୀମାନେ ଏନେଇ ନିଶ୍ଚିତ କରିଛନ୍ତି। ବେଲାରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଓ୍ବଗନର୍ ଯୁଦ୍ଧବିମାନ ଓସିପୋଭିଚି ସହର ନିକଟ...
Archives


