ଗ୍ରୀଷ୍ମରେ ବେହାଲ ଆମେରିକାବାସୀ, ଘୋଷଣା ହେଲା ହିଟ ଏମରଜେନ୍ସି
ଓ୍ବାଶିଂଟନ,୨୯।୭: ଆମେରିକାରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ମିଡଓ୍ବେଷ୍ଟ ଓ ଇଷ୍ଟ କୋଷ୍ଟରେ ବିଶ୍ୱାସ ନ ହେବା ଭଳି ଗରମ ଅନୁଭୁତ ହୋଇଛି। ଏହା ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶଙ୍କା କରାଯାଉଛି। ଜାତୀୟ ପାଣିପାଗ ସେବା...
ଉତ୍ତର କୋରିଆର ପରମାଣୁ ମିସାଇଲ ପ୍ରଦର୍ଶନୀ ପରେ ଆକ୍ସନରେ ଆମେରିକା, ଜାପାନୀ ନେତାଙ୍କ ସହ ବୈଠକ କରିବେ ବାଇଡେନ
ଓ୍ବାଶିଂଟନ୍,୨୯।୭: ଉତ୍ତର କୋରିଆର ପରମାଣୁ ମିସାଇଲର ପ୍ରଦର୍ଶନୀ ପରେ ଆମେରିକା ଆକ୍ସନ ମୋଡକୁ ଆସିଛି। ହ୍ବାଇଟ୍ ହାଉସ କହିଛି ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଗଷ୍ଟ ୧୮ରେ ୱାଶିଂଟନ୍ରେ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ୟୁ ସୁକ ୟୋଓଲ...
ଅଷ୍ଟ୍ରେଲିଆ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ପାଇଲଟ ନିଖୋଜ
ବ୍ରିସବେନ,୨୯।୭: ଅଷ୍ଟ୍ରେଲିଆରେ ସେନା ଅଭିଯାନ ସମୟରେ ଏକ ବଡ ଦୁର୍ଘଟଣା ହୋଇଛି। ଦେଶର ଉତ୍ତର-ପୂର୍ବ ଉପକୂଳ ନିକଟରେ ସମୁଦ୍ରରେ ହେଲିକପ୍ଟର ଖସି ପଡିବାରୁ ୪ ଅଷ୍ଟ୍ରେଲିଆ ସେନା ବିମାନର ପାଇଲଟ ନିଖୋଜ ହୋଇଯାଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରିଚର୍ଡ ମାଲର୍ସ ଏହି ସୂଚନା...
ତୁର୍କୀର ଏୟାର ଷ୍ଟ୍ରାଇକ୍ରେ ଇରାକ, ସିରିଆର ୮ ପିକେକେ ଯବାନ ନିହତ
ଡାମାସକସ,୨୯।୭: ଇରାକ ଏବଂ ସିରିଆରେ କୁର୍ଦ୍ଦ ନେତୃତ୍ୱାଧୀନ ସଶସ୍ତ୍ର ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ ୨୮ ଜୁଲାଇରେ ତୁର୍କୀର ଏୟାର ଷ୍ଟ୍ରାଇକ୍ରେ ସେମାନଙ୍କ ମଧ୍ୟରୁ ମୋଟ ୮ ଜଣ ପିକେକେ ଯବାନ ନିହତ ହୋଇଛନ୍ତି। ଉତ୍ତର ଇରାକର ଅର୍ଦ୍ଧ-ସ୍ବୟଂଶାସିତ କୁର୍ଦ୍ଦ...
୨୦୨୩ ଅକ୍ଟୋବର ସୁଦ୍ଧା ୧୫ ମିଲିୟନରୁ ଅଧିକ ଲୋକ ଅନାହାରରେ ହେବେ ଶିକାର: ୟୁନିସେଫ୍
କାବୁଲ,୨୯।୭: ଆଫଗାନିସ୍ତାନ ଉପରେ ହୋଇଥିବା ଏକ ରିପୋର୍ଟରେ ୟୁନିସେଫ ଦାବି କରିଛି ଯେ, ଅକ୍ଟୋବର ୨୦୨୩ସୁଦ୍ଧା ୧୫ ମିଲିୟନରୁ ଅଧିକ ଲୋକ ଖାଦ୍ୟ ଏବଂ ପାନୀୟ ଉପରେ ନିର୍ଭରଶୀଳ ହେବେ। ରିପୋର୍ଟ ଅନୁଯାୟୀ, ୨୯.୨ ନିୟୁତ ଲୋକ ମାନବିକ ସହାୟତା...
ଭ୍ୟାନ୍-କାର୍ ଧକ୍କା: ଶିଶୁ ସମେତ ୮ ମୃତ
ଇସଲାମାବାଦ,୨୯।୭: ଗିଲଗିଟ-ବାଲ୍ଟିସ୍ତାନର ଡାଇମର୍ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ଏକ କାର୍ ସହ ଧକ୍କା ହେବାରୁ ଏକ ଶିଶୁ ସମେତ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନେକ...
ଚାଇନାର ପ୍ରତିନିଧୀମଣ୍ଡଳଙ୍କୁ ଭେଟିଲେ କିମ୍
ବେଜିଂ,୨୯।୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ଚାଇନା ପ୍ରତିନିଧୀମଣ୍ଡଳଙ୍କୁ ଭେଟିଛନ୍ତି। କୋରିଆ ଯୁଦ୍ଧର ସମାପ୍ତି ‘ବିଜୟ ଦିବସ’ର ୭୦ତମ ବାର୍ଷିକୀ ପାଳନ କରିବାକୁ ଚାଇନାର ଏକ ପ୍ରତିନିଧୀମଣ୍ଡଳ ପ୍ୟୋଙ୍ଗୟାଙ୍ଗରେ ପହଞ୍ଚିଛନ୍ତି। ଉତ୍ତର କୋରିଆର ରାଜ୍ୟ ଗଣମାଧ୍ୟମ...
ଅରବପତି ସୋସିଆଲ ମିଡିଆ ସେଲିବ୍ରିଟିଙ୍କ କଟା ମୃତଦେହ ଜବତ, ଏକ ସପ୍ତାହ ହେବ ଥିଲେ ନିଖୋଜ
ବ୍ୟୁନସ ଆୟର୍ସ,୨୯।୭: କିଛିଦିନ ହେବ ନିଖୋଜ ଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଅରବ ପତି କ୍ରିପ୍ଟୋ ବ୍ୟବସାୟୀ ଫର୍ନାଡୋ ପେରେଜ ଅଲଗାବାଙ୍କ କ୍ଷତ ବିକ୍ଷତ ମୃତ ଦେହ ଜବତ କରାଯାଇଛି। ତାଙ୍କ ମୃତ ଦେହ ବୁଧବାର ଏକ ନାଳ...
ଗୋପନୀୟ ଦସ୍ତାବିଜ ମାମଲାରେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲକୁ ଚ୍ୟାଲେଞ୍ଜ କଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ଡକ୍ୟୁମେଣ୍ଟ ପ୍ରସଙ୍ଗରେ ସରକାରଙ୍କ ସହ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ଅଧୀନରେ ଟ୍ରମ୍ପ ମାର୍-ଇ-ଲାଗୋ ମାମଲାରେ ଗୋପନୀୟ ଦଲିଲ ଦେଖିବାକୁ ଦାବି କରୁଛନ୍ତି। ଟ୍ରମ୍ପ ତାଙ୍କ ଓକିଲଙ୍କ ମାଧ୍ୟମରେ ଷ୍ଟାଣ୍ଡାର୍ଡ...
ଭାରତୀୟ ମୂଳ ବାସିନ୍ଦାଙ୍କୁ ମିଳିଲା ୟୁଏଇର ପ୍ରଥମ ମେଗା ପୁରସ୍କାର, ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ମିଳିବ ୫.୫ ଲକ୍ଷ ଟଙ୍କା
ଦୁବଇ,୨୯।୭: ଭାରତୀୟ ମୂଳ ବାସିନ୍ଦା ବାସ୍ତୁକାରଙ୍କୁ ସଂଯୁକ୍ତ ରାଷ୍ଟ୍ର ଆରବ ଏମିରେଟ୍ସରେ ଏକ ନୂଆ ମେଗା ପୁରସ୍କାରର ପ୍ରଥମ ବିଜେତା ଭାବେ ଘୋଷଣା କରାଯାଇଛି। ଏହି ବାସ୍ତୁକାର ଜଣଙ୍କ ଦୁବଇରେ କାମ କରନ୍ତି। ପୁରସ୍କାର ଘୋଷଣା ହେବା ପରେ ଏବେ...
ଫିଲିପାଇନ୍ସରେ ବୋଟ୍ ଦୁର୍ଘଟଣା: ୨୭ ମୃତ
ମାନିଲା,୨୯ା୭: ଫିଲିପାଇନ୍ସର ଏକ ହ୍ରଦରେ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ୨୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବୋଟ୍ରେ ସାମର୍ଥ୍ୟଠାରୁ ଅଧିକ ଯାତ୍ରୀ ଥିବା ଜାଣି ମଧ୍ୟ ଏହାକୁ ଚଳାଇବା ପାଇଁ କ୍ୟାପ୍ଟେନ୍ ନିଷ୍ପତ୍ତି ନେଇଥିଲେ ବୋଲି ତଟସୁରକ୍ଷା ମୁଖ୍ୟ କହିଛନ୍ତି। ଏମ୍/ବି...
ଡ୍ରୋନରେ ଭାରତକୁ ଡ୍ରଗ୍ସ ପଠାଉଛି ପାକିସ୍ତାନ, ପ୍ରଧାନମନ୍ତ୍ରୀ ଶରିଫଙ୍କ ପରାମର୍ଶଦାତାଙ୍କ ସ୍ବୀକାର
ଇସଲାମାବାଦ,୨୯।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସ୍ବତନ୍ତ୍ର ପ୍ରତିରକ୍ଷା ପରାମର୍ଶଦାତା ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ଘନିଷ୍ଠ ସହଯୋଗୀ ମାଲିକ ମହମ୍ମଦ ଅହମ୍ମଦ ଖାନ କ୍ୟାମେରାରେ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନରୁ...
Archives


